Vídeo musical

Hasa Gote Otha Tala Gaan Ra Naa - Romantic Film Song | Kumar Bapi,Tapu Mishra | Anubhav,Archita
Mira el vídeo musical de {trackName} de {artistName}

Presentada en

Créditos

PERFORMING ARTISTS
Abhijeet
Abhijeet
Performer
Kumar Bapi
Kumar Bapi
Performer
Namita Agrawal
Namita Agrawal
Performer
Tapu Mishra
Tapu Mishra
Performer
Hiran
Hiran
Actor
COMPOSITION & LYRICS
Shantiraj Khosla
Shantiraj Khosla
Composer
Nirmal Nayak
Nirmal Nayak
Songwriter

Letras

ହସ ଗୋଟେ ଓଠ ତଳ ଗାଁର ନାଁ ଲୁହ ଗୋଟେ ଆଖି ତଳ ନଈର ନାଁ ହସ ଗୋଟେ ଓଠ ତଳ ଗାଁର ନାଁ ଲୁହ ଗୋଟେ ଆଖି ତଳ ନଈର ନାଁ ସେଇ ହସରେ, ଲୁହରେ ସେଇ ନଈରେ, ଗାଁରେ ସେଇ ହସରେ, ଲୁହରେ ସେଇ ନଈରେ, ଗାଁରେ ଆ ଲେଖିବା ଆ ତୋ ନାଁ, ମୋ ନାଁ ଆମରି ନାଁ, ଆମରି ନାଁ ତୋ ନାଁ, ମୋ ନାଁ ଆମରି ନାଁ, ଆମରି ନାଁ ଦୂର ଆକାଶରେ ପ୍ରେମ ପକ୍ଷୀଟିଏ ଉଡୁଥିଲା ଡ଼େଣା ଝାଡ଼ି ସେଇ ପକ୍ଷୀ ଆସି ତୋ ମନ ସାଥିରେ ମୋ ମନକୁ ଦେଲା ଯୋଡ଼ି ଦିନ ଲାଗେ ଆଜି ଜହ୍ନରାତି ପରି, ରାତି ଲାଗେ ଫୁଲବନ ନିଦରୁ ଉଠି ମୁଁ ନିଦରେ ଶୋଉଚି, ଦେଖିବାକୁ ତୋ ସପନ ସେଇ ପକ୍ଷୀର ଡ଼େଣାରେ ସେଇ ନିଦ ଅଗଣାରେ ସେଇ ପକ୍ଷୀର ଡ଼େଣାରେ, ନିଦ ଅଗଣାରେ ଆ ଲେଖିବା ଆ ତୋ ନାଁ, ମୋ ନାଁ ଆମରି ନାଁ, ଆମରି ନାଁ ହେ, ଲା-ଲା-ଲା-ଲାଲା-ଲା ଲା-ଲା-ଲାଲା-ଲା ଏକା ଏକା ହୋଇ ବାଟ ଚାଲୁଥିଲି ମିଳିଗଲା ତୋର ହାତ ମୋ ହାତ ରେଖାରେ ତତେ ମୁଁ ପାଇଲି ସତ ଠାରୁ ଲାଗେ ସତ ହୋ, ତୋ ହୃଦୟ ଆଉ ମୋ ହୃଦୟ ମିଶି ଗୋଟିଏ ହୃଦୟ ଆଜି ଡ଼ରଲାଗେ ତାକୁ କଉଠି ରଖିବି କାଳେ ଯିବ ସିଏ ହଜି ସାତ ଜନମ ପାଇଁରେ ହୃଦୟ ଉପରେ ସାତ ଜନମ ପାଇଁରେ ହୃଦୟ ଉପରେ ଆ ଲେଖିବା ଆ ତୋ ନାଁ, ମୋ ନାଁ ଆମରି ନାଁ, ଆମରି ନାଁ ତୋ ନାଁ, ମୋ ନାଁ ଆମରି ନାଁ, ଆମରି ନାଁ
Writer(s): Nayak Nirmal, Khosla Santiraj Lyrics powered by www.musixmatch.com
instagramSharePathic_arrow_out