Music Video
Music Video
Credits
PERFORMING ARTISTS
Humane Sagar
Performer
Diptirekha Padhi
Performer
Jagjit Pal
Actor
Lipika Senapati
Actor
Rasesh Mohanty
Conductor
COMPOSITION & LYRICS
Prem Anand
Composer
Prakash Gochhayat
Songwriter
PRODUCTION & ENGINEERING
Tarang Cine Productions
Video Producer
Lyrics
ସବୁ ଦେଖାଠୁ ଅଲଗା ପ୍ରଥମ ଦେଖା
ସବୁ ଲେଖାଠୁ ଅଲଗା ପ୍ରଥମ ଲେଖା
ସବୁ ଶିଖାଠୁ ଅଲଗା ଦୀପର ଶିଖା
ତୁ ମୋ ପ୍ରଥମ ଦେଖା
ତୁ ମୋ ପ୍ରଥମ ଲେଖା
ତୁ ମୋ ଦୀପର ଶିଖା
ତୁ ମୋ ଜୀବନ ରେଖା
ତୁ ମୋ ଜୀବନେ ଏକା
ତୁ ମୋ ଜୀବନ ସଖା
ସବୁ ଝିଅଠୁ ଅଲଗା ମୋ ପ୍ରେମିକା
I get goosebumps in presence of you
Oh baby I go crazy and crazy for you
I get goosebumps in presence of you
ओ जाना I go crazy and crazy for you
ପ୍ରଥମ ସପନରେ ଦେଖିଛି ତତେ
ପ୍ରଥମ ଭାବନାରେ ଭାବିଛି ତତେ
ହୃଦୟ ସ୍ପନ୍ଦନରେ ରହିଛ ତମେ
ଆଖିର ପଲକରେ ତମେହିଁ ତମେ
ସବୁ ଜହ୍ନଠୁ ଅଲଗା ପୁନେଇ ଜହ୍ନ
ସବୁ ସ୍ବପ୍ନଠୁ ଅଲଗା ପ୍ରିୟାର ସ୍ବପ୍ନ
ସବୁ ମନଠୁ ଅଲଗା ପ୍ରିୟାର ମନ
ତୁ ମୋର ରାତି-ଦିନ
ତୁ ମୋ ଅବୁଝା ମନ
ତୁ ମୋ ସପନ ନାୟିକା
ତୁ ମୋର ପ୍ରତିଦିନ
ତୁ ମୋ ଖୀୟଲୀ ମନ
ତୁ ମୋର ଚିତ୍ରଲେଖା
ସବୁ ଝିଅଠୁ ଅଲଗା ମୋ ପ୍ରେମିକା
I get goosebumps in presence of you
Oh baby I go crazy and crazy for you
I get goosebumps in presence of you
ओ जाना I go crazy and crazy for you
ଯେତେ ମୁଁ ଦେଖୁଥିଲେ ବୁଝେନା ମନ
ତୁମରି ବାଟରେତ ବହେ ପବନ
ମନର ଆଇନା ଦେଖିଲି ଯେବେ
ପ୍ରେମର ବରଷାରେ ଭିଜିଲି ତେବେ
ସବୁ ରାତିଠୁ ଅଲଗା ଚାନ୍ଦିନୀ ରାତି
ସବୁ ସାଥିଠୁ ଅଲଗା ଜୀବନସାଥୀ
ସବୁ ପ୍ରୀତିଠୁ ଅଲଗା ଚୋରା ପୀରତି
ତୁ ମୋ ଜୀବନସାଥି
ତୁ ମୋ ଚୋରା ପୀରତି
ତୁ ମୋ ଭାଗ୍ୟର ଲେଖା
ତୁ ମୋର ମଧୁମତି
ତୁ ମୋର ମନର ତାତି
ତୋ ନାଁ ହୃଦୟେ ଲେଖା
ସବୁ ଝିଅଠୁ ଅଲଗା ମୋ ପ୍ରେମିକା
I get goosebumps in presence of you
Oh baby I go crazy and crazy for you
I get goosebumps in presence of you
ओ जाना I go crazy and crazy for you
I get goosebumps in presence of you
Oh baby I go crazy and crazy for you
I get goosebumps in presence of you
ओ जाना I go crazy and crazy for you
Written by: Prakash Gochhayat, Prem Anand


