Music Video

Credits

PERFORMING ARTISTS
Biswajit Mahapatra
Biswajit Mahapatra
Performer
Ananya Sritam Nanda
Ananya Sritam Nanda
Performer
Swaraj Barik
Swaraj Barik
Actor
Bhoomika Dash
Bhoomika Dash
Actor
Tapas Saragharia
Tapas Saragharia
Conductor
COMPOSITION & LYRICS
Prem Anand
Prem Anand
Composer
Debidutta Mohanty
Debidutta Mohanty
Lyrics
PRODUCTION & ENGINEERING
Deepak Mishra
Deepak Mishra
Video Producer

Lyrics

ପ୍ରେମରେ ପାପ କେତେ, ପୁଣ୍ୟ କେତେ ଫୁଲ କେତେ, କଣ୍ଟା କେତେ ଜଣା ତ ନ ଥିଲା ମତେ କାଇଁ ଭଲ ପାଉଥିଲି ତତେ? ହୋ, କାଇଁ ଭଲ ପାଉଥିଲି ତତେ? ପ୍ରେମରେ ସତ କେତେ, ମିଛ କେତେ ହସ କେତେ, ବିଷ କେତେ ଜଣା ତ ନ ଥିଲା ମତେ କାଇଁ ଭଲ ପାଉଥିଲି ତତେ? ହୋ, କାଇଁ ଭଲ ପାଉଥିଲି ତତେ? ହୋ, ବେହିସାବୀ ପ୍ରେମିକ ମୁଁ ହିସାବ ରଖେନା ଭଲ ପାଇବାକୁ ନେଇ ଅଙ୍କ ମୁଁ କଷେନା ଭଲ ପାଇବାରେ ମୋର ଛଳନା ନ ଥିଲା ଟିକେ ଏ ମୋ ଭୁଲ୍ ପାଇଁ ସବୁ ତୁଟିଗଲା ପ୍ରେମରେ ମିଳେ କେତେ, ହଜେ କେତେ ଲାଭ କେତେ, କ୍ଷତି କେତେ ଜଣା ତ ନ ଥିଲା ମତେ କାଇଁ ଭଲ ପାଉଥିଲି ତତେ? ହୋ, କାଇଁ ଭଲ ପାଉଥିଲି ତତେ? ପ୍ରେମରେ ଦୁଃଖ କେତେ, ସୁଖ କେତେ କୋହ କେତେ, ଲୁହ କେତେ ଜଣା ତ ନ ଥିଲା ମତେ କାଇଁ ଭଲ ପାଉଥିଲି ତତେ? ହୋ, କାଇଁ ଭଲ ପାଉଥିଲି ତତେ? ଭୁଲିବାକୁ ଚାହିଁଲେ ବି ଭୁଲି ମୁଁ ପାରୁନି ଭଲପାଇ ହାରିଲି କି ଜିତିଲି ଜାଣିନି ହରେଇବା ପାଇଁ ତତେ ଭଲ ମୁଁ ପାଇଲି ଭୁଲ୍ ପାଇଁ सजा ଦେ କ୍ଷମା ବି ଚାହୁଁନି ପ୍ରେମରେ ଭୁଲ୍ କେତେ, ଠିକ୍ କେତେ ସର୍ତ୍ତ କେତେ, ସ୍ବାର୍ଥ କେତେ ଜଣା ତ ନ ଥିଲା ମତେ କାଇଁ ଭଲ ପାଉଥିଲି ତତେ? ହୋ, କାଇଁ ଭଲ ପାଉଥିଲି ତତେ? ପ୍ରେମରେ ଖରା କେତେ, ଛାଇ କେତେ ଜହ୍ନ କେତେ, ଜୁଇ କେତେ ଜଣା ତ ନ ଥିଲା ମତେ କାଇଁ ଭଲ ପାଉଥିଲି ତତେ? ହୋ, କାଇଁ ଭଲ ପାଉଥିଲି ତତେ? ହଁ, ଧୋକା ଦବା ଯଦି ଥିଲା କାହିଁକି ମୁଁ ଜାଳି ଚାଲେ ନିଜକୁ ମୁଁ ନିଜ ହାତେ କାଇଁ ଭଲ ପାଉଥିଲି ତତେ? ହୋ, କାଇଁ ଭଲ ପାଉଥିଲି ତତେ? କାଇଁ ଭଲ ପାଉଥିଲି ତତେ? ହୋ, କାଇଁ ଭଲ ପାଉଥିଲି ତତେ?
Writer(s): Prem Anand Lyrics powered by www.musixmatch.com
instagramSharePathic_arrow_out