Music Video

Music Video

Credits

PERFORMING ARTISTS
Babushan
Babushan
Performer
COMPOSITION & LYRICS
Anup Mohanty
Anup Mohanty
Composer
Arun Mantri
Arun Mantri
Lyrics

Lyrics

ମନେ ନାହିଁ କାଲିର ପ୍ରେମ
ମନେ ନାହିଁ କାଲିର ସ୍ୱପ୍ନ
ମନେ ନାହିଁ କାଲିର ପ୍ରେମ
ମନେ ନାହିଁ କାଲିର ସ୍ୱପ୍ନ
ଭୁଲିଗଲି ମୁଁ ସବୁକିଛି
ଥିଲା ଯାହା ମନରେ ଆଶା
ଆଜି ମୁଁ ପିଇନି, ଆଜି ମୁଁ ଛୁଇଁନି
ମିଛେ ହୁଏ ଲୋକହସା
ଏତ ବାକି ଅଛି କାଲିର ନିଶା
ଉଁ, ବାକି ଅଛି କାଲିର ନିଶା
ଗତକାଲି କେତେ ଲୁହ ଝରିଥିଲା କାହା ପାଇଁ
ଆଉ ମୋର ମନେ ନାହିଁ
ହାରିଲି ଜିତିଲି କେତେ, ହିସାବ ମୁଁ ରଖିନାହିଁ
ପଚାରନା ମୋତେ କେହି
ଥିଲି ବୋଲି ନିଶାରେ କାଲି
ନାହିଁ ମୋତେ କାହା ଭରଷା
ଆଜି ମୁଁ ପିଇନି, ଆଜି ମୁଁ ଛୁଇଁନି
ମିଛେ ହୁଏ ଲୋକହସା
ଏତ ବାକି ଅଛି କାଲିର ନିଶା
ଉଁ, ବାକି ଅଛି କାଲିର ନିଶା
ଏତ ବାକି ଅଛି କାଲିର ନିଶା
ହୋ, ବାକି ଅଛି କାଲିର ନିଶା
ସିଉଁଚି ଓଠକୁ ମୋର
ଆଖି ଦୁଇ ମୋର ମୁକ
ଦେଖେଇ ହୁଏନା ଦୁଃଖ
ମିଛଟାରେ ବଦନାମ କରୁଛନ୍ତି ମୋତେ ଲୋକ
ଆଜି ଏ ଦୁନିଆଁଯାକ
ପାଇଥିଲି କାହିଁକି ଭଲ?
ଗଢ଼ିଥିଲି ବାଇୟା-ବସା
ଆଜି ମୁଁ ପିଇନି, ଆଜି ମୁଁ ଛୁଇଁନି
ମିଛେ ହୁଏ ଲୋକହସା
ଏତ ବାକି ଅଛି କାଲିର ନିଶା
ଉଁ, ବାକି ଅଛି କାଲିର ନିଶା
ଏତ ବାକି ଅଛି କାଲିର ନିଶା
ହୋ, ବାକି ଅଛି କାଲିର ନିଶା
Written by: Anup Mohanty, Arun Mantri
instagramSharePathic_arrow_out

Loading...