Credits
PERFORMING ARTISTS
Humane Sagar
Performer
COMPOSITION & LYRICS
Asad Nizam
Composer
Puspak Parida
Songwriter
Lyrics
ତୋ ଠାରୁ ବି ଯଦି ଜଣେ ନିଜର ଲାଗିଲା
ଭୁଲ ମତେ ବୁଝିବୁନି ହାଏ अली मौला
ହୋ, ତୋ ଠାରୁ ବି ଯଦି ଜଣେ ନିଜର ଲାଗିଲା
ଭୁଲ ମତେ ବୁଝିବୁନି ହାଏ अली मौला
ଏତେ ମନ ଧ୍ୟାନ ଦେଇ ତାକୁ ଗଢୁଥିଲୁ କାଇଁ?
ତତେ ପଛରେ ପକେଇ ଗଲା ତୋ ଜାଗା ସେ ନେଇ
ଖାଲି ପସ୍ତେଇବା ଛଡ଼ା ଚାରା କିଛି ବି ନାହିଁ
ହାଏ-ହାଏ ରେ ତା' ଚେହେରା ନିଦ ମୋର ଗଲା ନେଇ
ହାଏ-ହାଏ ରେ ତା' ଇଶାରା ପ୍ରେମିକ ଦେଲା ବନେଇ
ହାଏ-ହାଏ ରେ ତା' ଚେହେରା ନିଦ ମୋର ଗଲା ନେଇ
ହାଏ-ହାଏ ରେ ତା' ଇଶାରା ପ୍ରେମିକ ଦେଲା ବନେଇ
ମାଟିରେ ବି ଥାଇ ଛୁଇଁ ମୁଁ ଗଲି ଆକାଶ
ଭିଡରେ ମୁଁ ପାଇ ତା ଦେହର ସ୍ପର୍ଶ
ଓ, ଜିତିଗଲା ପରେ ଥରେ ମୁଁ ଥର ବିଶ୍ୱାସ
ବଢିଯିବ ଏଇ ପ୍ରେମର ଆୟୁଷ
ଯେତେ ଆକର୍ଷଣ ତା'ଠି ଆଉ କଉଥିରେ ନାହିଁ
ତା ହସ ଆଙ୍କେ ଝୋଟି ମତେ ଭାବୁକ ସଜେଇ
ଯାହା କିଛି ଥିଲା ମୋର ନେଲା ସିଏ ହାତେଇ
ହାଏ-ହାଏ ରେ ତା' ଚେହେରା ନିଦ ମୋର ଗଲା ନେଇ
ହାଏ-ହାଏ ରେ ତା' ଇଶାରା ପ୍ରେମିକ ଦେଲା ବନେଇ
ହାଏ-ହାଏ ରେ ତା' ଚେହେରା ନିଦ ମୋର ଗଲା ନେଇ
ହାଏ-ହାଏ ରେ ତା' ଇଶାରା ପ୍ରେମିକ ଦେଲା ବନେଇ
ନଜରକୁ ମୋର ଯେବେ ସେ ଚାଲି ଆସୁଛି
माहौल ଟା ପୁରା ईद ର ଲାଗୁଛି
ହାଏ, ପାପୁଲିଟା ସାରା ସିଏ ହିଁ ଖାଲି ଦିଶୁଛି
ତା ଦେହ ଅତର ମୋ ଦେହେ ବାସୁଛି
ଲାଗୁଛି ତା ବିନା କେହି ଆସିବାର ନାହିଁ
ତା ଗଳିରେ ମୁଁ ବୁଲେ ବାଟବଣା ହେଇ
ତା ଆଖିରେ ମତେ ମୁଁ ଦେଲି ଆଜି ଡୁବେଇ
ହାଏ-ହାଏ ରେ ତା' ଚେହେରା ନିଦ ମୋର ଗଲା ନେଇ
ହାଏ-ହାଏ ରେ ତା' ଇଶାରା ପ୍ରେମିକ ଦେଲା ବନେଇ
ହାଏ-ହାଏ ରେ ତା' ଚେହେରା ନିଦ ମୋର ଗଲା ନେଇ
ହାଏ-ହାଏ ରେ ତା' ଇଶାରା ପ୍ରେମିକ ଦେଲା ବନେଇ
Written by: Asad Nizam, Puspak Parida

