album cover

Astama Ascharya

433Odia2022
album cover
Astama Ascharya was released on October 18, 2022 by BS TUNE as a part of the album Astama Ascharya - Single
ReleasedOctober 18, 2022
LabelBS TUNE
BPM144
Melodicness
Acousticness
Valence
Danceability
Energy

Music Video

Music Video

Lyrics

ଗହମ ଗୋରା ତୋ ଦେହେ ପଡ଼ିଲେ ଟିକେ ଖରା
ମୋତି ପରି ଝଲସି ଯାଏ, ହାଏରେ ତୋ ଚେହେରା
ହୋ, ଗହମ ଗୋରା ତୋ ଦେହେ ପଡ଼ିଲେ ଟିକେ ଖରା
ମୋତି ପରି ଝଲସି ଯାଏ, ହାଏରେ ତୋ ଚେହେରା
ଚାଲି ତୋର ରାଜହଂସୀ, କଥା ତୋର ମିଠାବଂଶୀ
ତୁ ହସିଲେ ହାଏ ଉଛୁଳି ଯାଏ ରେ ପ୍ରେମର ଜୁଆର
ତୁ ଝିଅଟେ ନା? ଅପସରା ନା? ପରୀଟିଏ କହ
ତୁ ବୋଧେ ପୃଥିବୀର ଅଷ୍ଟମ ଆଶ୍ଚର୍ଯ୍ୟ
ତୁ ଝିଅଟେ ନା? ଅପସରା ନା? ପରୀଟିଏ କହ
ତୁ ବୋଧେ ପୃଥିବୀର ଅଷ୍ଟମ ଆଶ୍ଚର୍ଯ୍ୟ
अफ़ीमी ତୋ ଛୁଆଁରେ ନିଶା ମତେ ଘାରେ
ତତେ ଦେଖି ମୋ ଆଖିର ଲୋଭ ବଢ଼ିଯାଏ
କିଛି ଗୋଟେ କୁହୁକ ଅଛି ତୋ ପାଖରେ
ନ ଚାହିଁବି ତୋ ପ୍ରେମରେ ମନ ପଡ଼ିଯାଏ
(ନ ଚାହିଁବି ତୋ ପ୍ରେମରେ ମନ ପଡ଼ିଯାଏ)
ଇଶାରା ଦି ଧାରୀ ଛୁରୀ, କଲିଜାକୁ ଦିଏ ଚିରି
नवाबी ତୋ ଠାଣି, ଲାଗୁ ସାହେବାଣୀ ରୂପ ରାଇଜର
ତୁ ଝିଅଟେ ନା? ଅପସରା ନା? ପରୀଟିଏ କହ
ତୁ ବୋଧେ ପୃଥିବୀର ଅଷ୍ଟମ ଆଶ୍ଚର୍ଯ୍ୟ
ତୁ ଝିଅଟେ ନା? ଅପସରା ନା? ପରୀଟିଏ କହ
ତୁ ବୋଧେ ପୃଥିବୀର ଅଷ୍ଟମ ଆଶ୍ଚର୍ଯ୍ୟ
ବେଶଭୂଷା ସଜବାଜ ସବୁ ତୋ ନିଆରା
କଉଥିରେ କେହି ତତେ ପାରିବେନି ବାରି
ଜହ୍ନଟା ତୋ ତୁଳନାରେ କିଛିବି ନୁହେଁ ରେ
କାହିଁକି ତୁ ହେଲୁ କହ ଏତେଟା ସୁନ୍ଦରୀ?
(କାହିଁକି ତୁ ହେଲୁ କହ ଏତେଟା ସୁନ୍ଦରୀ?)
ଓଠ ତୋର ମଧୁଶାଳା, ଆଖି ପ୍ରେମ ବର୍ଣ୍ଣମାଳା
ଦେଖୁଥିଲେ ତତେ ପଡେନାହିଁ ଜମା ପଲକ ଆଖିର
ତୁ ଝିଅଟେ ନା? ଅପସରା ନା? ପରୀଟିଏ କହ
ତୁ ବୋଧେ ପୃଥିବୀର ଅଷ୍ଟମ ଆଶ୍ଚର୍ଯ୍ୟ
ତୁ ଝିଅଟେ ନା? ଅପସରା ନା? ପରୀଟିଏ କହ
ତୁ ବୋଧେ ପୃଥିବୀର ଅଷ୍ଟମ ଆଶ୍ଚର୍ଯ୍ୟ
Written by: KRISHNA SOURAV, Satya Ranjan Bal

Shazam Footer

Select language:
Google Play Store
Apple App Store
Chrome Web Store
Galaxy Store

Follow Us

Loading...