Nejlepší skladby od interpreta Pranab Kishore Patnaik
Kredity
PERFORMING ARTISTS
Pranab Kishore Patnaik
Performer
Sudha Rama
Performer
COMPOSITION & LYRICS
Prafulla Kar
Composer
Sibabrata Das
Songwriter
Texty
ଯଉବନରୁ ଅପରାଧ, ତହିଁରୁ ଜାତ କ୍ଷମା
କ୍ଷମାରୁ ଜାତ ହୁଅଇ ଲାଜ, ଲାଜରୁ ଜାତ ପ୍ରେମ, ପ୍ରେମ, ପ୍ରେମ, ପ୍ରେମ
ଲାଲା-ଲାଲା-ଲାଲା, ଲାଲା-ଲାଲା
ହୁଁ-ହୁଁ, ଆ-ଆ
ଯଉବନରୁ ଅପରାଧ, ତହିଁରୁ ଜାତ କ୍ଷମା
କ୍ଷମାରୁ ଜାତ ହୁଅଇ ଲାଜ, ଲାଜରୁ ଜାତ ପ୍ରେମ, ପ୍ରେମ, ପ୍ରେମ, ପ୍ରେମ
ପ୍ରଥମେ ଖାଲି ଆଖିର ଦେଖା, ପଛକୁ ପରିଚୟ
ପ୍ରଥମେ ଖାଲି ଆଖିର ଦେଖା, ପଛକୁ ପରିଚୟ
ସେ ପରିଚୟ ନିବିଡ଼ ହେଲେ ମନର ବିନିମୟ
ମନରୁ ଜାତ ଅନୁରାଗ, ଅନୁରାଗରୁ ସ୍ନେହ
ସ୍ନେହ ରୁ ଜାତ ହୁଏ ମମତା, ତହିଁରୁ ଜାତ ପ୍ରେମ, ପ୍ରେମ, ପ୍ରେମ, ପ୍ରେମ
ଏ ଯଉବନ ଉଛୁଳା ନଦୀ ମାନେନା ବନ୍ଧନ
ଆ, ଏ ଯଉବନ ଉଛୁଳା ନଦୀ ମାନେନା ବନ୍ଧନ
ଅଧୀରେ ଖୋଜେ ମରମ ତା'ର ସାଗର ସଙ୍ଗମ
ମରମୁ ଜାତ ଅଭିଳାଷ, ଅଭିଳାଷରୁ ତୃଷ୍ଣା
ତୃଷ୍ଣାରୁ ଜାତ ସ୍ବପ୍ନ ଦେଖା, ସପନୁ ଜାତ ପ୍ରେମ, ପ୍ରେମ, ପ୍ରେମ, ପ୍ରେମ
ଲାଲା-ଲାଲା-ଲାଲା, ଲାଲା-ଲାଲା
ହୁଁ-ହୁଁ, ଆ-ଆ
ଯଉବନରୁ ଅପରାଧ, ତହିଁରୁ ଜାତ କ୍ଷମା
କ୍ଷମାରୁ ଜାତ ହୁଅଇ ଲାଜ, ଲାଜରୁ ଜାତ ପ୍ରେମ, ପ୍ରେମ, ପ୍ରେମ, ପ୍ରେମ
ପ୍ରେମ, ପ୍ରେମ, ପ୍ରେମ, ପ୍ରେମ
ପ୍ରେମ, ପ୍ରେମ, ପ୍ରେମ, ପ୍ରେମ
ପ୍ରେମ, ପ୍ରେମ, ପ୍ରେମ, ପ୍ରେମ
ପ୍ରେମ, ପ୍ରେମ, ପ୍ରେମ, ପ୍ରେମ
Writer(s): Prafulla Kar
Lyrics powered by www.musixmatch.com