Hudební video

Suna Jhulanare Jhuluchi
Přehrát hudební video {trackName} od interpreta {artistName}

Kredity

PERFORMING ARTISTS
Mohammed Aziz
Mohammed Aziz
Performer
COMPOSITION & LYRICS
Purnachandra Khuntia
Purnachandra Khuntia
Composer
Panchanan Nayak
Panchanan Nayak
Songwriter

Texty

ଆକାଶରେ ହସେ ଚାନ୍ଦ, ସରସୀରେ କଇଁ (ଆହା, କି ଅପୂର୍ବ ଶୋଭା ଏ ନେତ୍ର ଦେଖଇ) (ଆକାଶରେ ହସେ ଚାନ୍ଦ, ସରସୀରେ କଇଁ) (ଆହା, କି ଅପୂର୍ବ ଶୋଭା ଏ ନେତ୍ର ଦେଖଇ) ସୁନା ଝୁଲଣାରେ ଝୁଲୁଚି ଦେଖ କହ୍ନେଇ ସୁନା ଝୁଲଣାରେ ଝୁଲୁଚି ଦେଖ କହ୍ନେଇ ବାହୁ ଝୁଲଣାରେ ତାର ରାଧିକା ମାଇଁ ବାହୁ ଝୁଲଣାରେ ତାର ରାଧିକା ମାଇଁ ଆଜି ତ ପୁନେଇଁ, କାହ୍ନୁ ସାଥେ ରାଇ ଏମିତି ବିଚିତ୍ର ଲୀଳା ଜଗତରେ ନାହିଁ ଆଜି ତ ପୁନେଇଁ, କାହ୍ନୁ ସାଥେ ରାଇ ଏମିତି ବିଚିତ୍ର ଲୀଳା ଜଗତରେ ନାହିଁ (ସୁନା ଝୁଲଣରେ ଝୁଲୁଚି ଦେଖଲୋ କହ୍ନେଇ) ବାହୁ ଝୁଲଣାରେ ତାର ରାଧିକା ମାଇଁ ବାହୁ ଝୁଲଣାରେ ତାର ରାଧିକା ମାଇଁ କୋମଳ ଶ୍ରୀଅଙ୍ଗେ ଶୋଭା ପାଟ ପିତାମ୍ବରୀ ତ୍ରିଭଙ୍ଗୀ ଠାଣିରେ ଦେଖ ନାଚେ ବଂଶୀଧାରି ରାଧିକା ହାତରେ ଧରି ରଙ୍ଗ ପିଚକାରି ଶ୍ୟାମଳ ଦେହରେ ଦେଲା ନାଲିରଙ୍ଗ ମାରି କି ସୁନ୍ଦର... କି ସୁନ୍ଦର ଦିଶୁଛି ମୋ କଳା-କହ୍ନେଇ ଖିଲି-ଖିଲି ହସୁଚି ଲୋ ରାଧିକା ମାଇଁ ଖିଲି-ଖିଲି ହସୁଚି ଲୋ ରାଧିକା ମାଇଁ (ସୁନା ଝୁଲଣରେ ଝୁଲୁଚି ଦେଖଲୋ କହ୍ନେଇ) ବାହୁ ଝୁଲଣାରେ ତାର ରାଧିକା ମାଇଁ ବାହୁ ଝୁଲଣାରେ ତାର ରାଧିକା ମାଇଁ ନାଟୁଆ କହ୍ନେଇ ଦେଖ କଳା ରଙ୍ଗ ଧରି ସୁନ୍ଦରୀ ରାଧିକା ଗାଲେ ଦେଲା ରଙ୍ଗ ମାରି ରାଧିକା ଗାଲରେ କଳା ଦିଶେ କେଡ଼େ ତୋରା କହ୍ନେଇ ଗାଲରେ ନାଲି ସକାଳର ଖରା ତ୍ରିଭୁବନେ... ତ୍ରିଭୁବନେ ଏମିତିକା ରଙ୍ଗତ ନାହିଁ ସେଇ ରଙ୍ଗ ସତ୍ୟ-ଶିବ-ସୁନ୍ଦର ଅଟଇ ସେଇ ରଙ୍ଗ ସତ୍ୟ-ଶିବ-ସୁନ୍ଦର ଅଟଇ ସୁନା ଝୁଲଣାରେ ଝୁଲୁଚି ଦେଖ କହ୍ନେଇ ସୁନା ଝୁଲଣାରେ ଝୁଲୁଚି ଦେଖ କହ୍ନେଇ ବାହୁ ଝୁଲଣାରେ ତାର ରାଧିକା ମାଇଁ ବାହୁ ଝୁଲଣାରେ ତାର ରାଧିକା ମାଇଁ ଆଜିତ ପୁନେଇଁ, କାହ୍ନୁ ସାଥେ ରାଇ ଏମିତି ବିଚିତ୍ର ଲୀଳା ଜଗତରେ ନାହିଁ ଆଜିତ ପୁନେଇଁ, କାହ୍ନୁ ସାଥେ ରାଇ ଏମିତି ବିଚିତ୍ର ଲୀଳା ଜଗତରେ ନାହିଁ (ସୁନା ଝୁଲଣରେ ଝୁଲୁଚି ଦେଖଲୋ କହ୍ନେଇ) ବାହୁ ଝୁଲଣାରେ ତାର ରାଧିକା ମାଇଁ (ବାହୁ ଝୁଲଣାରେ ତାର ରାଧିକା ମାଇଁ) ଓ, ବାହୁ ଝୁଲଣାରେ ତାର ରାଧିକା ମାଇଁ (ବାହୁ ଝୁଲଣାରେ ତାର ରାଧିକା ମାଇଁ)
Writer(s): Panchanan Nayak, Purnachandra Khuntia Lyrics powered by www.musixmatch.com
instagramSharePathic_arrow_out