Kredity

PERFORMING ARTISTS
Narendra Kumar
Narendra Kumar
Performer
COMPOSITION & LYRICS
Shantiraj Khosla
Shantiraj Khosla
Composer
Dr.Swami Arupananda
Dr.Swami Arupananda
Lyrics

Texty

ବଡଦାଣ୍ଡ ଧୂଳି ଉଡୁଛି ରେ, ଉଡୁଛି ରେ, ଉଡୁଛି
ଆକାଶରୁ ଫୁଲ ଝଡୁଛି ରେ, ଝଡୁଛି ରେ, ଝଡୁଛି
ବଡଦାଣ୍ଡ ଧୂଳି ଉଡୁଛି ରେ, ଉଡୁଛି ରେ, ଉଡୁଛି
ଆକାଶରୁ ଫୁଲ ଝଡୁଛି ରେ, ଝଡୁଛି ରେ, ଝଡୁଛି
ଚକ ଚାଲୁଛି, ଅଖ ଚାଲୁଛି
ଚକ ଚାଲୁଛି, ଅଖ ଚାଲୁଛି, ରହି-ରହିକା ରଥ ଚାଲୁଛି
ଶଙ୍ଖ, ଘଣ୍ଟ, ହୁଳହୁଳି ଦୁରୁ ଶୁଭୁଛି
ଝୁଲି-ଝୁଲି, ଝୁଲି-ଝୁଲି, କିଏ ଆସୁଛି?
ଝୁଲି-ଝୁଲି, ଝୁଲି-ଝୁଲି, କିଏ ଆସୁଛି?
(ଝୁଲି-ଝୁଲି, ଝୁଲି-ଝୁଲି, କିଏ ଆସୁଛି?)
(ଝୁଲି-ଝୁଲି, ଝୁଲି-ଝୁଲି, କିଏ ଆସୁଛି?)
କାଳିଆ ଦେହକୁ ଲୋ ତାର, ଶୋଭାପାଏ ମଲ୍ଲି-ଗଜରା
ମୁରୁକି ହସେ ଯିଏ ସେହି, ବଡ଼ ଦାଣ୍ଡେ କରେ ନଖରା
କାଳିଆ ଦେହକୁ ଲୋ ତାର, ଶୋଭାପାଏ ମଲ୍ଲି-ଗଜରା
ମୁରୁକି ହସେ ଯିଏ ସେହି, ବଡ଼ ଦାଣ୍ଡେ କରେ ନଖରା
ପାଦ ତା ହଲେ, ଦେହ ତା ହଲେ
ପାଦ ତା ହଲେ, ଦେହ ତା ହଲେ, ମଥା ଉପରେ ଟାହିଆ ଝୁଲେ
ସରଗରୁ ଗଙ୍ଗାଜଳ ଇନ୍ଦ୍ର ଚିଞ୍ଚୁଛି
ଝୁଲି-ଝୁଲି, ଝୁଲି-ଝୁଲି, କିଏ ଆସୁଛି?
ଝୁଲି-ଝୁଲି, ଝୁଲି-ଝୁଲି, କିଏ ଆସୁଛି?
(ଝୁଲି-ଝୁଲି, ଝୁଲି-ଝୁଲି, କିଏ ଆସୁଛି?)
(ଝୁଲି-ଝୁଲି, ଝୁଲି-ଝୁଲି, କିଏ ଆସୁଛି?)
ରଥରେ ବସିଗଲେ ସେହି, କିଏ କେତେ ହୁଏ ନେହୁରା
ଭକତ ଆଖିରେ ସେ ଖେଳେ, ସତେକି ଲୋ ନୟନ-ହୀରା
ରଥରେ ବସିଗଲେ ସେହି, କିଏ କେତେ ହୁଏ ନେହୁରା
ଭକତ ଆଖିରେ ସେ ଖେଳେ, ସତେକି ଲୋ ନୟନ-ହୀରା
ସବୁ ଯାଣୁଛି, ସବୁ ଶୁଣୁଛି
ସବୁ ଯାଣୁଛି, ସବୁ ଶୁଣୁଛି, ବଡ଼ ରସିକ ମନ କିଣୁଛି
ଭକତ ପାଖରେ ରଥ ବନ୍ଧା ପଡିଛି
ଝୁଲି-ଝୁଲି, ଝୁଲି-ଝୁଲି, କିଏ ଆସୁଛି?
ଝୁଲି-ଝୁଲି, ଝୁଲି-ଝୁଲି, କିଏ ଆସୁଛି?
(ଝୁଲି-ଝୁଲି, ଝୁଲି-ଝୁଲି, କିଏ ଆସୁଛି?)
(ଝୁଲି-ଝୁଲି, ଝୁଲି-ଝୁଲି, କିଏ ଆସୁଛି?)
ବଡଦାଣ୍ଡ ଧୂଳି ଉଡୁଛି ରେ, ଉଡୁଛି ରେ, ଉଡୁଛି
ଆକାଶରୁ ଫୁଲ ଝଡୁଛି ରେ, ଝଡୁଛି ରେ, ଝଡୁଛି
ବଡଦାଣ୍ଡ ଧୂଳି ଉଡୁଛି ରେ, ଉଡୁଛି ରେ, ଉଡୁଛି
ଆକାଶରୁ ଫୁଲ ଝଡୁଛି ରେ, ଝଡୁଛି ରେ, ଝଡୁଛି
ଚକ ଚାଲୁଛି, ଅଖ ଚାଲୁଛି
ଚକ ଚାଲୁଛି, ଅଖ ଚାଲୁଛି, ରହି-ରହିକା ରଥ ଚାଲୁଛି
ଶଙ୍ଖ, ଘଣ୍ଟ, ହୁଳହୁଳି ଦୁରୁ ଶୁଭୁଛି
(ଝୁଲି-ଝୁଲି, ଝୁଲି-ଝୁଲି, କିଏ ଆସୁଛି?)
(ଝୁଲି-ଝୁଲି, ଝୁଲି-ଝୁଲି, କିଏ ଆସୁଛି?)
(ଝୁଲି-ଝୁଲି, ଝୁଲି-ଝୁଲି, କିଏ ଆସୁଛି?)
(ଝୁଲି-ଝୁଲି, ଝୁଲି-ଝୁଲି, କିଏ ଆସୁଛି?)
(ଝୁଲି-ଝୁଲି, ଝୁଲି-ଝୁଲି, କିଏ ଆସୁଛି?)
(ଝୁଲି-ଝୁଲି, ଝୁଲି-ଝୁଲି, କିଏ ଆସୁଛି?)
Written by: Dr.Swami Arupananda, Shantiraj Khosla
instagramSharePathic_arrow_out

Loading...