Top-Songs von Humane Sagar
Ähnliche Songs
Credits
PERFORMING ARTISTS
Humane Sagar
Performer
Ananya Nanda
Performer
COMPOSITION & LYRICS
Prem Anand
Composer
Subrata Swain
Songwriter
Songtexte
ଧିରେ ଧିରେ ଭଲ ପାଇଗଲି
ଯେବେ ତୋ ସାଥିରେ ଦେଖା ହେଲି
ଯେବେ ତୋ ସାଥିରେ ଦେଖା ହେଲି
ଧିରେ ଧିରେ ମନ ଦେଇଦେଲି
ଯେବେ ତୋ ସାଥିରେ କଥାହେଲି
ଯେବେ ତୋ ସାଥିରେ କଥାହେଲି
ବୋଧେ ଏ ପ୍ରେମ ରହିବନି କାଲି
ସମୟ କହିବ ଯିବ ବୋଲି
ଜାଣେନା କାହିଁକି ଦେଖା ହେଲି
ଜାଣେନା କାହିଁକି ଦେଖା ହେଲି
କିଛି ସ୍ବପ୍ନ ସତ ହୁଏ, କିଛି ସତ ହୁଏନା
ସତ ହୁଏନା
କିଛି ପ୍ରେମ ଚାଲୁ ଚାଲୁ
କେବେ ବାଟ ଭୁଲେନା
ବାଟ ଭୂଲେନା
ଧିରେ ଧିରେ ତୋତେ ବୁଝିଗଲି
ଯେବେ ଛାଇ ତୋର ଛୁଇଁ ଦେଲି
ଯେବେ ଛାଇ ତୋର ଛୁଇଁ ଦେଲି
ବୋଧେ ଏ ଛାଇ ରହିବନି କାଲି
ଅନ୍ଧାର ଆସିଲେ ଯିବ ଚାଲି
ଜାଣେନା କାହିଁକି ଛାଇ ହେଲି
ଜାଣେନା କାହିଁକି ଛାଇ ହେଲି
ବେଳେ ବେଳେ ଖୋଜୁ ଖୋଜୁ
ଆଜି ତୋତେ ପାଇଛି
ତୋତେ ପାଇଛି
କେତେବେଳେ କଉ କଥା
କିଏ ଅବା ଜାଣିଛି
କିଏ ଜାଣିଛି
ଧିରେ ଧିରେ ତୋତେ ଜାଣିଗଲି
ଯେବେ ସ୍ବପ୍ନ ତୋର ଦେଖିଦେଲି
ଯେବେ ସ୍ବପ୍ନ ତୋର ଦେଖିଦେଲି
ବୋଧେ ଏ ସ୍ବପ୍ନ ରହିବନି କାଲି
ସକାଳ ଆସିଲେ ଯିବ ଚାଲି
ଜାଣେନା କାହିଁକି ସ୍ବପ୍ନ ହେଲି
ଜାଣେନା କାହିଁକି ସ୍ବପ୍ନ ହେଲି
Writer(s): Prem Anand
Lyrics powered by www.musixmatch.com