Ακούστε το άλμπουμ Kahiki Manepadu Ete (From "Sita Rama Nka Bahaghara Kalijugare") από Humanne Sagar

Kahiki Manepadu Ete (From "Sita Rama Nka Bahaghara Kalijugare")

Humanne Sagar

Odia

311 Shazams

Μουσικό βίντεο

Kanhi ki Mane Padu Ate😭😞 New Broken 💔 Lyrics short #shorts #ytshorts
Δείτε το μουσικό βίντεο του {trackName} από {artistName}

Συντελεστές

PERFORMING ARTISTS
Humanne Sagar
Humanne Sagar
Performer
COMPOSITION & LYRICS
Kishan Kavadiya
Kishan Kavadiya
Composer
Arun Mantri
Arun Mantri
Songwriter

Στίχοι

କାହିଁକି ମନେ ପଡୁ ଏତେ? ତୁ ଥରୁଟେ କହିଦେଇ ଯାରେ କାହିଁକି ମନେ ପଡୁ ଏତେ? ତୁ ଥରୁଟେ କହିଦେଇ ଯାରେ କାହିଁକି ଏକା କଲୁ ମତେ? ତୁ ଥରୁଟେ ଆ ଫେରି ଆରେ ନଥିଲୁ ତୁ କେବେ ମୋ ହୃଦୟରେ ତଥାପି କାଇଁ ତତେ ମନ ଝୁରେ? ନଥିଲୁ ତୁ କେବେ ମୋ ହୃଦୟରେ ତଥାପି କାଇଁ ତତେ ମନ ଝୁରେ? କାହିଁକି ମନେ ପଡୁ ଏତେ? ତୁ ଥରୁଟେ କହିଦେଇ ଯାରେ ମନକୁ ତୋର ପଚାରି କହ କଣ ଇଚ୍ଛା ତାର? କୋଉ ସମ୍ପର୍କ ଥିଲା ଆମର କି ନାଁ ତାର? ନଥିଲା କେବେ ଆମ ଭିତରେ ସେମିତି କିଛି କଥା ତଥାପି କାଇଁ ହଉନି ସହି ଆଜି ନୀରବତା? କେବେ ଏଇ ନୀରବତା ଭାଙ୍ଗିବ କହିଦେ ମନସାରା ସେଇ ରଙ୍ଗ ଲାଗିବ କହିଦେ କେବେ ଏଇ ଜୀବନରେ ହସ ଟିକେ ଫୁଟିବରେ? ମରୁ ଭୂମି ପାଲଟିବ ଗୋଲାପର ବଗିଚାରେ ନଥିଲୁ ତୁ କେବେ ମୋ ହୃଦୟରେ ତଥାପି କାଇଁ ତତେ ମନ ଝୁରେ? ନିଶ୍ଵାସ ମୋର ତୋ ବିନା ସତେ ଚାଲୁନି ଆଜିକାଲି ବିଶ୍ଵାସ ଜମା ହଉନି ତୁ ମୋ ପାଖେ ନାହୁଁ ବୋଲି ଯୋଉ ଆଖିରେ ସପନ ଥିଲା ସେ ଢାଳେ ଲୁହ ସେଇ ଲୁହରେ କେଜାଣି କାଇଁ ଦିଶେ ତୋ ମୁଁହ ପାଖେ ଥିବା ମଣିଷର ଅଳପ ଆଦର ହଜିଗଲେ ମନ ଖୋଜେ ତାକୁ ବାରମ୍ବାର ହଜି ଗଲୁ କଉଠି ରେ? ଧରା ମତେ ଦେ ଥରେ ଅନ୍ଧପରି ଲାଗେ ମତେ ତୋ ବିନା ଅନ୍ଧାରରେ ନଥିଲୁ ତୁ କେବେ ମୋ ହୃଦୟରେ ତଥାପି କାଇଁ ତତେ ମନ ଝୁରେ?
Writer(s): Kishan Kavadiya Lyrics powered by www.musixmatch.com
instagramSharePathic_arrow_out