Μουσικό βίντεο

Tu Mo Hero - Title Track | Tu Mo Hero | Jyoti & Jhilik | Human Sagar & Asima Panda | Baida
Δείτε το μουσικό βίντεο του {trackName} από {artistName}

Συντελεστές

PERFORMING ARTISTS
Human Sagar
Human Sagar
Performer
Asima Panda
Asima Panda
Performer
Jhilik
Jhilik
Actor
Jyoti
Jyoti
Actor
COMPOSITION & LYRICS
Baida
Baida
Composer
Nirmal Nayak
Nirmal Nayak
Lyrics

Στίχοι

ଆରେ ଆଜିଠାରୁ start ହେଲା प्यार की गाड़ी Ready, ready ତୁ ready ମୁଁବି ready ଆରେ ଆଜିଠାରୁ start ହେଲା प्यार की गाड़ी Ready, ready ତୁ ready ମୁଁବି ready ଏଇ ଦୁନିଆଁ ଯଦି ପଚାରେ ତୁ କଣ ଦବୁ ଉତ୍ତର? ତୁ, ତୁ, ତୁ ମୋ hero ତୁ, ତୁ, ତୁ ମୋ hero ତୁ, ତୁ, ତୁ ମୋ hero ତୁ ମୋ hero ମୁଁ, ମୁଁ, ମୁଁ ତୋ hero ମୁଁ, ମୁଁ, ମୁଁ ତୋ hero ମୁଁ, ମୁଁ, ମୁଁ ତୋ hero ମୁଁ ତୋ hero ହଁ मार गोली ଥିଲେ ଥାଉ Mummy କି Daddy प्यार ଆମ ଚାଲିବରେ ଛପର फाड़ी ଏଇ love story ମାମଲାରେ ତୁ କଣ ହବୁରେ ମୋର? ମୁଁ, ମୁଁ, ମୁଁ ତୋ hero ମୁଁ, ମୁଁ, ମୁଁ ତୋ hero ମୁଁ, ମୁଁ, ମୁଁ ତୋ hero ମୁଁ ତୋ hero ତୁ, ତୁ, ତୁ ମୋ hero ତୁ, ତୁ, ତୁ ମୋ hero ତୁ, ତୁ, ତୁ ମୋ hero ତୁ ମୋ hero ଆଲୋ ମୋର दिल जानिया କରିଦେଲୁ ମୋତେ किमियाँ ଯେବେଠୁ ତୋ ସାଥେ love ହେଇଛି ଛାତିତଳେ ringtone ring ହଉଚି ମୁଁ लैला, ତୁ मजनू କେମିତିରେ କହ ବୁଝୁନୁ ତୋ ପାଇଁ ମନ ମୋ twist ହଉଚି Miss କଲେ missed-call ଚାଲି ଯାଉଛି କହ କହୁଛି जानी ଆଜି ଧକ-ଧକ ଦିଲ ତୋର ତୁ, ତୁ, ତୁ ମୋ hero ତୁ, ତୁ, ତୁ ମୋ hero ତୁ, ତୁ, ତୁ ମୋ hero ତୁ ମୋ hero ମୁଁ, ମୁଁ, ମୁଁ ତୋ hero ମୁଁ, ମୁଁ, ମୁଁ ତୋ hero ମୁଁ, ମୁଁ, ମୁଁ ତୋ hero ମୁଁ ତୋ hero ଏମିତି ତୁ ଦିୱାନା ଖଣ୍ଡେ ଖୋଜେ ତତେ monday ରୁ sunday ଯେବେଠୁ ତତେ ମୁଁ ଦେଲି line ସବୁଦିନ ଲାଗେ ମୋତେ valentine ହାଏ ତୋର ପ୍ରେମର cement ଯୋଡିଦେଲା permanent କେମିତି ତୋଠାରୁ ହେବି ଅଲଗା? जो होगा darling ହାଏ देखा जाएगा ଆରେ breaking-news ହବ ଏଇ hit ଯୋଡି ଆମର ମୁଁ, ମୁଁ, ମୁଁ ତୋ hero ମୁଁ, ମୁଁ, ମୁଁ ତୋ hero ମୁଁ, ମୁଁ, ମୁଁ ତୋ hero ମୁଁ ତୋ hero ହଁ ତୁ, ତୁ, ତୁ ମୋ hero ତୁ, ତୁ, ତୁ ମୋ hero ତୁ, ତୁ, ତୁ ମୋ hero ତୁ ମୋ hero ମୁଁ, ମୁଁ, ମୁଁ ତୋ hero ମୁଁ, ମୁଁ, ମୁଁ ତୋ hero ମୁଁ, ମୁଁ, ମୁଁ ତୋ hero ମୁଁ ତୋ hero
Writer(s): Nirmal Nayak, Baida Lyrics powered by www.musixmatch.com
instagramSharePathic_arrow_out