Στίχοι

ହେ, hello ରାନୀ, ହାଏ ରାନୀ Hello ରାନୀ, ହାଏ ରାନୀ କହୁଚିସି ତୋର୍ ଗଲାବେଲେ, ଆଏଲା ବେଲେ ଦେଖୁଥିସି ତୋର୍ ଗୁଟେ ନଜରେ ଦିଲ୍ ଘାଏଲା ହେଲା ତୋର୍ ଚାଖି-ଚାହାନୀ ମୋତେ ଫସେଇଦେଲା ରେ ମୋର darling, ମୋର darling ମୋର darling, darling, darling ମୋର୍ darling ଦେଖି ମୁଲମୁଲ୍ ହସୁଛେ (ହସୁଛେ) ତୋର୍ hero କେ ଦେଖ୍ ଇଆଡ଼େ ନାଚୁଛେ ମୋର୍ darling ଦେଖି ଲାଜେଲାଜେ ହେଉଛେ ତୋର୍ hero କେ ଦେଖ୍ ଇଆଡ଼େ ନାଚୁଛେ ଛୁମୁକ୍ ଛୁମୁକ୍ ଚାଲି ତୋର୍ ଧକ୍ ଧକ୍ ହେଲା ଦିଲଟା ମୋର ଝୁମେଇଲା ତୋର୍ ପ୍ରେମର୍ ନିଶା ମୋର darling, ମୋର darling ମୋର darling, darling, darling ମୋର୍ darling ଦେଖି ମୁଲମୁଲ୍ ହସୁଛେ (ହସୁଛେ) ତୋର୍ hero କେ ଦେଖ୍ ଇଆଡ଼େ ନାଚୁଛେ ମୋର୍ darling ଦେଖି ଲାଜେଲାଜେ ହସୁଛେ ତୋର୍ hero କେ ଦେଖ୍ ଇଆଡ଼େ ନାଚୁଛେ ରଙ୍ଗବତୀ ତୋର୍ କଜଲି-ଆଖି, ପ୍ରେମର୍ ରଙ୍ଗେ ମତେ ଧୀରେ, ଧୀରେ,ଧୀରେ ଗୁରୀ ରଙ୍ଗେଇଦେ (ରଙ୍ଗେଇଦେ) ତୋର୍ ଓଠ ଲାଲିଥି ମହୁ ଝରେ, ହସି ଦେସୁ ତୁଇ ମୁଲୁର, ମୁଲୁର, ମୁଲୁର ତୋର୍ ମୁଲକି ହସି ରେଶମୀ ରେଶମୀ ତୋର୍ ବାଲ୍ ଚିକିମିକିଆ ଗୁରା ଗାଲ୍ ରସିଆ ତୋର୍ ବନିଗଲି ମୋର darling, ମୋର darling ମୋର୍ ସୁନକୁ ସୁନା darling ମୋର୍ darling ଦେଖି ମୁଲମୁଲ୍ ହସୁଛେ (ହସୁଛେ) ତୋର୍ hero କେ ଦେଖ୍ ଇଆଡ଼େ ନାଚୁଛେ ମୋର୍ darling ଦେଖି ମୁଲମୁଲ୍ ହସୁଛେ ତୋର୍ hero କେ ଦେଖ୍ ଇଆଡ଼େ ନାଚୁଛେ ଲାଜକୁଆଁରି ତୁଇ ମୋର ଲବଙ୍ଗଲତା, ଖଣମଧୁରୀ ମିଠା, ମିଠା, ମିଠା ତୋର୍ ମିଠା କଥା (ମିଠା କଥା) ତୋର୍ ପ୍ରେମର୍ ଝୁଲାଥି ଦେ ଝୁଲେଇ ତୋର୍ ଆଁଚଲଠି ମତେ ଦେ ଟିକେ ସୁନାରେ ଲୁକେଇ ହାଏରେ ମୋର ଚୁଲବୁଲି, ଚେହେରା ତୋର୍ ମଖମଲି ରଙ୍ଗେଲି ଦେଲୁ କାଏଁ ମହନି? ମୋର darling, ମୋର darling ମୋର୍ ସୁନକୁ ସୁନା darling ମୋର୍ darling ଦେଖି ମୁଲମୁଲ୍ ହସୁଛେ (ହସୁଛେ) ତୋର୍ hero କେ ଦେଖ୍ ଇଆଡ଼େ ନାଚୁଛେ ମୋର୍ darling ଦେଖି ମୁଲମୁଲ୍-ମୁଲ୍ ହସୁଛେ ତୋର୍ hero କେ ଦେଖ୍ ଇଆଡ଼େ ନାଚୁଛେ ମୋର୍ darling ଦେଖି ମୁଲମୁଲ୍ ହସୁଛେ ତୋର୍ hero କେ ଦେଖ୍ ଇଆଡ଼େ ନାଚୁଛେ
Writer(s): John Lennon, Paul Mccartney Lyrics powered by www.musixmatch.com
instagramSharePathic_arrow_out