Vídeo musical

Gariba Premika Boli Bhangidelu Hrudaya | Odia Hit Sad Song | Humane Sagar | Studio Version
Mira el vídeo musical de {trackName} de {artistName}

Créditos

PERFORMING ARTISTS
Human Sagar
Human Sagar
Performer
COMPOSITION & LYRICS
Manas Kumar
Manas Kumar
Composer
Tiger Ji
Tiger Ji
Songwriter

Letras

ଧନୀ କି ଗରିବ ପ୍ରେମରେ ନଥାଏ ଜାତି କି ଅଜାତି ପ୍ରେମରେ ନଥାଏ ପ୍ରେମ ନୁହେଁ ଏଠି ପାପ ପ୍ରେମ ନୁହେଁ ଅଭିଶାପ ବୁଝିଯା ଲୋ ପ୍ରିୟା, ବୁଝିଯା ଲୋ ପ୍ରିୟା ଜୀବନଠୁ ବେସି ତତେ ଭଲପାଏ ଘୃଣା କରନା, ଘୃଣା କରନା ତୋ ପାଇଁ ହୃଦୟ ମୋ ଦିନ-ରାତି କାନ୍ଦୁଥାଏ ଲୋ ଦିନ-ରାତି କାନ୍ଦୁଥାଏ ଘୃଣା କରନା, ଘୃଣା କରନା ତୋ ପାଇଁ ହୃଦୟ ମୋ ଦିନ-ରାତି କାନ୍ଦୁଥାଏ ଲୋ ଦିନ-ରାତି କାନ୍ଦୁଥାଏ ଗୋଟିଏ ରାତିରେ ଗୋଟିଏ ସପନ ଦେଖୁଛି ତୋରି ପାଇଁ, ଦେଖୁଛି ତୋରି ପାଇଁ ହୋ କହିବୁ ଯଦି ତୁ ଦେବି ମୁଁ ଜୀବନ ଦେଖେଇ ଦେବା ପାଇଁ, ଦେଖେଇ ଦେବା ପାଇଁ ହୃଦୟ ମୋ ଛୋଟ ନୁହେଁ ପ୍ରେମ ମୋର ମିଛ ନୁହେଁ ଦେଖିଯା ଲୋ ପ୍ରିୟା, ଦେଖିଯା ଲୋ ପ୍ରିୟା ନିଜଠାରୁ ବେଶି ତତେ ଭାବୁଥାଏ ଘୃଣା କରନା, ଘୃଣା କରନା ତୋ ପାଇଁ ହୃଦୟ ମୋ ଦିନ-ରାତି କାନ୍ଦୁଥାଏ ଲୋ ଦିନ-ରାତି କାନ୍ଦୁଥାଏ ଘୃଣା କରନା, ଘୃଣା କରନା ତୋ ପାଇଁ ହୃଦୟ ମୋ ଦିନ-ରାତି କାନ୍ଦୁଥାଏ ଦିନ-ରାତି କାନ୍ଦୁଥାଏ ଲୁହର ନଈରେ ଭାସୁଛି ଜୀବନ ଖୋଜିଲେ ପାଉନି କୂଳ, ଖୋଜିଲେ ପାଉନି କୂଳ ଅଦିନ ଝଡ଼ର ସାଜି ତୁ ପବନ ଭାଙ୍ଗୁଛୁ ଦୁଃଖର ଡାଳ, ଭାଙ୍ଗୁଛୁ ଦୁଃଖର ଡାଳ ମନ ତୋର ଉଡ଼ା ପକ୍ଷୀ ଯାନା ତୁ ମୋତେ ଠକି ଶୁଣିଯା ଲୋ ପ୍ରିୟା, ଶୁଣିଯା ଲୋ ପ୍ରିୟା ତୋ ନାଁରେ କେତେ ଗୀତ ଗାଉଥାଏ ଘୃଣା କରନା, ଘୃଣା କରନା ତୋ ପାଇଁ ହୃଦୟ ମୋ ଦିନ-ରାତି କାନ୍ଦୁଥାଏ ଲୋ ଦିନ-ରାତି କାନ୍ଦୁଥାଏ ଘୃଣା କରନା, ଘୃଣା କରନା ତୋ ପାଇଁ ହୃଦୟ ମୋ ଦିନ-ରାତି କାନ୍ଦୁଥାଏ ଦିନ-ରାତି କାନ୍ଦୁଥାଏ
Writer(s): Manas Kumar, Tiger Ji Lyrics powered by www.musixmatch.com
instagramSharePathic_arrow_out