Vídeo musical

Hrudaya Bichara Khoje To Sahara - Sad Film Song | Nibedita,Babushan | Jhilik | ହୃଦୟ ବିଚରା | Sidharth
Mira el vídeo musical de {trackName} de {artistName}

Presentada en

Créditos

PERFORMING ARTISTS
Babushan
Babushan
Performer
Namita Agrawal
Namita Agrawal
Performer
Nibedita
Nibedita
Performer
Amlan
Amlan
Actor
COMPOSITION & LYRICS
Bikash Das
Bikash Das
Composer
Srikant Goutam
Srikant Goutam
Lyrics

Letras

ହୃଦୟ ବିଚରା ଖୋଜେ ତୋ ସାହାରା ହୃଦୟ ବିଚରା ଖୋଜେ ତୋ ସାହାରା ହୃଦୟ ବିଚରା ଖୋଜେ ତୋ ସାହାରା ଏକା-ଏକା ମୁଁ ଅଧୁରା, ନଈକୂଳ କି किनारा ଜଳେ ରାତିସାରା ଖୋଜେ ମୁଁ, ଖୋଜେ ମୁଁ କଉଠି ତୁ? କଉଠି ତୁ? ଛାତିତଳେ ତୋର କରିଛି ମୁଁ ଘର ଖୋଜିଲେ ପାଇବୁ ହୃଦୟରେ ତୋର ପାଖେ-ପାଖେ ଅଛି ମୁଁ ଖୋଜେ ମୁଁ, ଖୋଜେ ମୁଁ କଉଠି ତୁ? କଉଠି ତୁ? ହୃଦୟ ବିଚରା ଖୋଜେ ତୋ ସାହାରା ରକତ ଝରାଏ ଚଲାପଥ ମୋର କଣ୍ଟା ଖାଲି ବାଟସାରା ରକତ ଝରାଏ ଚଲାପଥ ମୋର କଣ୍ଟା ଖାଲି ବାଟସାରା ବିରହ ନିଆଁରେ କୁହୁଳି-କୁହୁଳି ଜଳୁଛି ମୁଁ ରାତିସାରା, ଜଳୁଛି ମୁଁ ରାତିସାରା ସଞ୍ଜ ଆସେ ନଇଁ, ଜହ୍ନ ଆସେ ଉଇଁ କହିବାକୁ ଖାଲି ମୁଁ ତୋରି ପାଇଁ ପାଖେ-ପାଖେ ଅଛି ମୁଁ ଖୋଜେ ମୁଁ, ଖୋଜେ ମୁଁ କଉଠି ତୁ? କଉଠି ତୁ? ହୃଦୟ ବିଚରା ଖୋଜେ ତୋ ସାହାରା ମନ ମୋ କହୁଛି ଏଇଠି କଉଠି ପାଖେ-ପାଖେ ଅଛୁ ମୋର ମନ ମୋ କହୁଛି ଏଇଠି କଉଠି ପାଖେ-ପାଖେ ଅଛୁ ମୋର କେମିତି ଜାଣିବି କଉବାଟେ ଗଲେ ଦେଖାହେବ ପୁଣି ତୋର, ଦେଖାହେବ ପୁଣି ତୋର ସପନର ପଥେ ଚାହିଁଛି ମୁଁ ତତେ ହାତଧରି ମୋର ନେଇଯାରେ ମତେ ପାଖେ-ପାଖେ ଅଛି ମୁଁ ଖୋଜେ ମୁଁ, ଖୋଜେ ମୁଁ କଉଠି ତୁ? କଉଠି ତୁ? ହୃଦୟ ବିଚରା ଖୋଜେ ତୋ ସାହାରା ହୃଦୟ ବିଚରା ଖୋଜେ ତୋ ସାହାରା
Lyrics powered by www.musixmatch.com
instagramSharePathic_arrow_out