Vídeo musical

Janu Tame Chamkucha Music Video| Raaz , Simamayee, Gdm Bablu , Kabir Prasad |Humane Sagar|Odia Song
Mira el vídeo musical de {trackName} de {artistName}

Créditos

PERFORMING ARTISTS
Humane Sagar
Humane Sagar
Performer
COMPOSITION & LYRICS
Bimugdha Das
Bimugdha Das
Composer
Akshya Samal
Akshya Samal
Songwriter

Letras

ଜାନୁ ତମେ ଚମକୁଚ, ଚମକୁଚ ଏତେ କାଇଁ ଚମକୁଚ? ଜାନୁ ତମେ ଚମକୁଚ, ଚମକୁଚ ଏତେ କାଇଁ ଚମକୁଚ? ଜାନୁ ତମେ ଚମକୁଚ, ଚମକୁଚ ଏତେ କାଇଁ ଚମକୁଚ? ଜାନୁ ତମେ ଚମକୁଚ, ଚମକୁଚ ଏତେ କାଇଁ ଚମକୁଚ? କେବେ ହସୁଚ, କେବେ ରାଗୁଚ କେବେ ଚାହିଁକି ପୁଣି ମୁହଁ ମୋଡ଼ିଯାଉଚ ଜାନୁ ତମେ ଜାଳୁଚ, ଜାଳୁଚ ବହି ଜାଳିଦଉଚ ଜାନୁ ତମେ ଚମକୁଚ, ଚମକୁଚ ଏତେ କାଇଁ ଚମକୁଚ? ଘରୁ ଯେବେ ଆସ ପାଦ କାଢ଼ି ଅଗଣାକୁ ନ ବରଷିବାକୁ କହେ ମେଘକୁ କାଳେ ସିଏ ଛୁଇଁ ଭାରି ଖୁସି ହେଇଯିବ ତାକୁ ଦେଖି ମନ ଇର୍ଷା କରିବ ତମେ ଚାଲୁଚ, ପୁଣି ଝୁଣ୍ଟୁଚ ମିଛେ ବୟସର ଦୋଷ ଦେଇ ଦଉଚ ଜାନୁ ତମେ ଜାଳୁଚ, ଜାଳୁଚ ବହି ଜାଳିଦଉଚ ଜାନୁ ତମେ ଚମକୁଚ, ଚମକୁଚ ଏତେ କାଇଁ ଚମକୁଚ? ଗାଁ ଗଳିବାଟେ ଯେବେ ଯାଅ ଚାଲି-ଚାଲି ଧୀରେ-ଧୀରେ ତମେ ଚାହଁ ବୁଲିକି ପାଖକୁ ମୁଁ ଗଲେ ରହିଯାଅ ସେଇଠି ଯେ ମୁହାଁ-ମୁହିଁ ହେଲେ କିଛି ହୁଏ କି? ଭଲପାଉଚ, ଆସି କହୁଚ ହେଲେ କୁହ ତ, ତମେ କାଇଁ ଏତେ ଡରୁଚ? ଜାନୁ ତମେ ଜାଳୁଚ, ଜାଳୁଚ ବହି ଜାଳିଦଉଚ ଜାନୁ ତମେ ଚମକୁଚ, ଚମକୁଚ ଏତେ କାଇଁ ଚମକୁଚ?
Writer(s): Akshya Samal, Bimugdha Das Lyrics powered by www.musixmatch.com
instagramSharePathic_arrow_out