Créditos

ARTISTAS INTÉRPRETES
Arabinda Muduli
Arabinda Muduli
Intérprete
COMPOSICIÓN Y LETRA
Arabinda Muduli
Arabinda Muduli
Composición
Arun Chandra Mohanty
Arun Chandra Mohanty
Letra

Letra

ଗୋପପୁର ବାସୀ ସର୍ବେ ହୋଇ ଦୁଃଖି
ସିଂହଦ୍ୱାରେ ହେଲେ ଜୁଟ
ସିଂହଦ୍ୱାରେ ହେଲେ ଜୁଟ
ଶ୍ରୀଜଗନ୍ନାଥଙ୍କୁ ନେଇ ଯିବା ପାଇଁ
କରିଛନ୍ତି ଧର୍ମଘଟ
ଆହେ ନଟ, ନନ୍ଦ ସୁତ
ଆହେ ନଟ, ନନ୍ଦ ସୁତ
ଶୁଣ ଗୁହାରି ଶ୍ରୀପତି ହେ
ମଲୁ ଆମ୍ଭେ ଗୋପ ଯୁବତୀ
ପ୍ରଭୁ ଘେନିବ କୋଟି ପ୍ରଣତି ହେ
ମଲୁ ଆମ୍ଭେ ଗୋପ ଯୁବତୀ
ହେଉ ଶୁଣିବା ଆମ ଆପତ୍ତି ହେ
ମଲୁ ଆମ୍ଭେ ଗୋପ ଯୁବତୀ
ଗୋପପୁର ବାସୀ ସର୍ବେ ହୋଇ ଦୁଃଖି
ସିଂହଦ୍ୱାରେ ହେଲେ ଜୁଟ
ଗୋପପୁର ବାସୀ ସର୍ବେ ହୋଇ ଦୁଃଖି
ସିଂହଦ୍ୱାରେ ହେଲେ ଜୁଟ
ଶ୍ରୀଜଗନ୍ନାଥଙ୍କୁ ନେଇ ଯିବା ପାଇଁ
ଶ୍ରୀଜଗନ୍ନାଥଙ୍କୁ ନେଇ ଯିବା ପାଇଁ
କରିଛନ୍ତି ଧର୍ମଘଟ
ଆହେ ନଟ, ନନ୍ଦ ସୁତ
ଆହେ ନଟ, ନନ୍ଦ ସୁତ
ଶୁଣ ଗୁହାରି ଶ୍ରୀପତି ହେ
ମଲୁ ଆମ୍ଭେ ଗୋପ ଯୁବତୀ
ପ୍ରଭୁ ଘେନିବ କୋଟି ପ୍ରଣତି ହେ
ମଲୁ ଆମ୍ଭେ ଗୋପ ଯୁବତୀ
ତୁମରି ଠିକଣା ପାଇ ଆସିଛୁ ସକଳେ ଧାଇଁ
ତୁମରି ଠିକଣା ପାଇ ଆସିଛୁ ସକଳେ ଧାଇଁ
ଚାଲ ପ୍ରାଣବନ୍ଧୁ ଫେରିଯିବା ଚାଲ ଗୋପ ବୃନ୍ଦାବନ ଭୂଇଁ
ଚାଲ ପ୍ରାଣବନ୍ଧୁ ଫେରିଯିବା ଚାଲ ଗୋପ ବୃନ୍ଦାବନ ଭୂଇଁ
ନାହିଁ ନାହିଁ କର ନାହିଁ
ନାହିଁ ନାହିଁ କର ନାହିଁ
ପ୍ରଭୁ ନୀଳାଚଳ ହାତୀ ହେ
ମଲୁ ଆମ୍ଭେ ଗୋପ ଯୁବତୀ
ପ୍ରଭୁ ଘେନିବ କୋଟି ପ୍ରଣତି ହେ
ମଲୁ ଆମ୍ଭେ ଗୋପ ଯୁବତୀ
ମହାରାଣୀ ଯଶୋଦେଇ ଆଖିକି ତ ଦିଶୁନାହିଁ
ମହାରାଣୀ ଯଶୋଦେଇ ଆଖିକି ତ ଦିଶୁନାହିଁ
ନନ୍ଦ ମହାରାଜା ରୋଦନ କରନ୍ତି, କାହିଁ ମୋ କଳା କହ୍ନେଇ?
ନନ୍ଦ ମହାରାଜା ରୋଦନ କରନ୍ତି, କାହିଁ ମୋ କଳା କହ୍ନେଇ?
ରାଧା ଧ୍ୱନି ବାଇଆଣି, ରାଧା ଧ୍ୱନି ବାଇଆଣି
ହୁଏ ଶିରିକ୍ଷେତ୍ର ପତି ହେ
ମଲୁ ଆମ୍ଭେ ଗୋପ ଯୁବତୀ
ପ୍ରଭୁ ଘେନିବ କୋଟି ପ୍ରଣତି ହେ
ମଲୁ ଆମ୍ଭେ ଗୋପ ଯୁବତୀ
ହେଉ ଶୁଣିବା ଆମ ଆପତ୍ତି ହେ
ମଲୁ ଆମ୍ଭେ ଗୋପ ଯୁବତୀ
ଶୁଣ ଗୋପପୁର ବାସୀ, ଶୁଣ ଗୋପପୁର ବାସୀ
ମୁଁ ତୁମର କଳା ଶଶୀ
ଶୁଣ ଗୋପପୁର ବାସୀ, ମୁଁ ତୁମର କଳା ଶଶୀ
ଯୁଗ ପରେ ଯୁଗ ବିତି ଗଲେ ପୁଣି ଦ୍ଵାପରେ ଉଠିବା ହସି
ଯୁଗ ପରେ ଯୁଗ ବିତି ଗଲେ ପୁଣି ଦ୍ଵାପରେ ଉଠିବା ହସି
ଯୁଗ ପରେ ଯୁଗ ବିତି ଗଲେ ପୁଣି ଦ୍ଵାପରେ ଉଠିବା ହସି
ତୁମ ପାଇଁ ବଂଶୀ ବାଇ
ତୁମ ପାଇଁ ବଂଶୀ ବାଇ
ସଖି ଚାହିଁଛି ମୁଁ ନୀତି ହେ
ଭକତ ଋଣ ଭଣନ୍ତି
ଗୋପପୁର ବାସୀ ସର୍ବେ ହୋଇ ଦୁଃଖି
ସିଂହଦ୍ୱାରେ ହେଲେ ଜୁଟ
ଗୋପପୁର ବାସୀ ସର୍ବେ ହୋଇ ଦୁଃଖି
ସିଂହଦ୍ୱାରେ ହେଲେ ଜୁଟ
ଶ୍ରୀଜଗନ୍ନାଥଙ୍କୁ ନେଇ ଯିବା ପାଇଁ
ଶ୍ରୀଜଗନ୍ନାଥଙ୍କୁ ନେଇ ଯିବା ପାଇଁ
କରିଛନ୍ତି ଧର୍ମଘଟ
ଆହେ ନଟ, ନନ୍ଦ ସୁତ
ଆହେ ନଟ, ନନ୍ଦ ସୁତ
ଶୁଣ ଗୁହାରି ଶ୍ରୀପତି ହେ
ମଲୁ ଆମ୍ଭେ ଗୋପ ଯୁବତୀ
ମଲୁ ଆମ୍ଭେ ଗୋପ ଯୁବତୀ
ପ୍ରଭୁ ଘେନିବ କୋଟି ପ୍ରଣତି ହେ
ମଲୁ ଆମ୍ଭେ ଗୋପ ଯୁବତୀ
ଗୋପପୁର ବାସୀ ସର୍ବେ ହୋଇ ଦୁଃଖି
ସିଂହଦ୍ୱାରେ ହେଲେ ଜୁଟ
ଗୋପପୁର ବାସୀ ସର୍ବେ ହୋଇ ଦୁଃଖି
ସିଂହଦ୍ୱାରେ ହେଲେ ଜୁଟ
ଶ୍ରୀଜଗନ୍ନାଥଙ୍କୁ ନେଇ ଯିବା ପାଇଁ
ଶ୍ରୀଜଗନ୍ନାଥଙ୍କୁ ନେଇ ଯିବା ପାଇଁ
କରିଛନ୍ତି ଧର୍ମଘଟ
ଆହେ ନଟ, ନନ୍ଦ ସୁତ
ଆହେ ନଟ, ନନ୍ଦ ସୁତ
ଶୁଣ ଗୁହାରି ଶ୍ରୀପତି ହେ
ମଲୁ ଆମ୍ଭେ ଗୋପ ଯୁବତୀ
ପ୍ରଭୁ ଘେନିବ କୋଟି ପ୍ରଣତି ହେ
ମଲୁ ଆମ୍ଭେ ଗୋପ ଯୁବତୀ
ପ୍ରଭୁ ଘେନିବ କୋଟି ପ୍ରଣତି ହେ
ଭକତ ଋଣ ଭଣନ୍ତି
ପ୍ରଭୁ ଘେନିବ କୋଟି ପ୍ରଣତି ହେ
ମଲୁ ଆମ୍ଭେ ଗୋପ ଯୁବତୀ
ପ୍ରଭୁ ଘେନିବ କୋଟି ପ୍ରଣତି ହେ
ମଲୁ ଆମ୍ଭେ ଗୋପ ଯୁବତୀ
ମଲୁ ଆମ୍ଭେ ଗୋପ ଯୁବତୀ
ମଲୁ ଆମ୍ଭେ ଗୋପ ଯୁବତୀ
Written by: Arabinda Muduli, Arun Chandra Mohanty
instagramSharePathic_arrow_out

Loading...