Clip vidéo

Sharmili | Dil Banjara 2| Odia Song | Raja D | Humane Sagar | Sradha | Sovan | Asad Nizam| DFilms|OM
Regarder le vidéoclip de {trackName} par {artistName}

Crédits

INTERPRÉTATION
Humane Sagar
Humane Sagar
Interprète
COMPOSITION ET PAROLES
Asad Nizam
Asad Nizam
Composition
Puspak Parida
Puspak Parida
Paroles/Composition

Paroles

ମୋ ପାଇଁ ଏ ପ୍ରେମ ତୋର ଦାମୀ ଗୋଟେ ଉପହାର ଓ, ମୋ ପାଇଁ ଏ ପ୍ରେମ ତୋର ଦାମୀ ଗୋଟେ ଉପହାର ତୋ ପାଇଁ ମନରେ ଖୁସିର ଲହରୀ ସପନ ନଇଁରେ ଯାଏ ମୁଁ ପହଁରି ତୋତେ ପାଇ ସବୁ ଭୁଲିଯାଏ ମୁଁ ଆଜିକାଲି ହାଏ ରେ ଶର୍ମିଲି, ଆସିଛୁ ତୁ ବୋଲି ଦୁନିଆ ଲାଗେ ରଙ୍ଗୋଲି ରଙ୍ଗୋଲି ହାଏ ରେ ଶର୍ମିଲି, ଆସିଛୁ ତୁ ବୋଲି ଦୁନିଆ ଲାଗେ ରଙ୍ଗୋଲି ରଙ୍ଗୋଲି କହିଦେ ହେଲୁ ତୁ ଭଲ କାଇଁ ଏତେ? ମନରେ ଲୁଚେଇ ରଖିଦେଲି ତୋତେ କହିଦେ ହେଲୁ ତୁ ଭଲ କାଇଁ ଏତେ? ମନରେ ଲୁଚେଇ ରଖିଦେଲି ତୋତେ ମେଘକୁ କହିଛି ବରଷିବୁ କାଲି ତୋ ସାଥିରେ ଟିକେ ଭିଜିବି ମୁଁ ବୋଲି ଭିଜିବୁ କି ନା କହିଦେ ରେ ତୁ ଓଠ ଖୋଲି ହାଏ ରେ ଶର୍ମିଲି, ଆସିଛୁ ତୁ ବୋଲି ଦୁନିଆ ଲାଗେ ରଙ୍ଗୋଲି ରଙ୍ଗୋଲି ହାଏ ରେ ଶର୍ମିଲି, ଆସିଛୁ ତୁ ବୋଲି ଦୁନିଆ ଲାଗେ ରଙ୍ଗୋଲି ରଙ୍ଗୋଲି ଯେବେଠୁ ତୋ ପାଖେ ଅଟକିଛି ପାଦ ସବୁଠି ଶୁଭୁଚି ତୋ ନାଁ ଶବଦ ଯେବେଠୁ ତୋ ପାଖେ ଅଟକିଛି ପାଦ ସବୁଠି ଶୁଭୁଚି ତୋ ନାଁ ଶବଦ ତୋତେ ମୁଁ କାହିଁକି ହୁଏ ଏତେ ଖୋଜି? ଜାଣିଚୁ ଯଦି ତୁ କହିଦେରେ ଆଜି ଲାଗୁଛି ତୋ ପାଇଁ ଜିଇଁବାର ରାହା ପାଇଗଲି ହାଏ ରେ ଶର୍ମିଲି, ଆସିଛୁ ତୁ ବୋଲି ଦୁନିଆ ଲାଗେ ରଙ୍ଗୋଲି ରଙ୍ଗୋଲି ହାଏ ରେ ଶର୍ମିଲି, ଆସିଛୁ ତୁ ବୋଲି ଦୁନିଆ ଲାଗେ ରଙ୍ଗୋଲି ରଙ୍ଗୋଲି
Writer(s): Asad Nizam, Puspak Parida Lyrics powered by www.musixmatch.com
instagramSharePathic_arrow_out