Clip vidéo

Pheri Aasa Tame Male
Regarder le vidéoclip de {trackName} par {artistName}

Crédits

INTERPRÉTATION
Humane Sagar
Humane Sagar
Interprète
COMPOSITION ET PAROLES
Siban Swain
Siban Swain
Paroles/Composition
PRODUCTION ET INGÉNIERIE
Ashwin Kumar
Ashwin Kumar
Production

Paroles

ତୁମ ପେରିଚୟରେ ମୁଁ ଆଜି ବାଟ ଚାଲୁଛି ଶିଖେଇଲ ତଥାପି ବି ଅଧା ବାକି ରହିଛି ଓ, ତୁମ ପେରିଚୟରେ ମୁଁ ଆଜି ବାଟ ଚାଲୁଛି ଶିଖେଇଲ ତଥାପି ବି ଅଧା ବାକି ରହିଛି ଅଧା ଘଢ଼ା ହେଇ ତୁମ ବାଟ ଚାହିଁଛି ଫେରି ଆସ ତମେ, ଫେରି ଆସ ଫେରି ଆସ ତମେ, ଫେରି ଆସ ଫେରି ଆସ ତମେ, ଫେରି ଆସ ଫେରି ଆସ ତମେ, ଫେରି ଆସ ଦିଗହରା ପକ୍ଷୀଟିକୁ କାଇଁ ଜାଗା ଦେଲ? କଥା ଦେଇ ଫେରିବାର ବାଟ ଭୁଲିଗଲ ଓ, ଲେଖୁ-ଲେଖୁ ଲେଖା ମୋର ଅଧା ରହିଯାଏ ଭାବୁ-ଭାବୁ ଭାବନାରୁ ସ୍ବପ୍ନ ସରିଯାଏ ଆଖି ପାହାନ୍ତାରୁ ସ୍ବପ୍ନ ଦୁରେଇଯାଏ ଫେରି ଆସ ତମେ, ଫେରି ଆସ ଫେରି ଆସ ତମେ, ଫେରି ଆସ ଫେରି ଆସ ତମେ, ଫେରି ଆସ ଫେରି ଆସ ତମେ, ଫେରି ଆସ ଏତେ ଭଲ ମଣିଷଟେ କାଇଁ ତୁମେ ହେଲ? ଜିଇଁବାର ପ୍ରତି ପାଦେ ସ୍ମୃତି ଢାଳିଦେଲ ଓ, ଜୀବନର ଦୋ'ଛକିରେ ଚାହିଁଛି ମୁ ବସି କେବେ ତୁମ ସ୍ପର୍ଶ ପାଇ ଫେରିବ ମୋ ଖୁସି ପାଦତଳୁ ମାଟି ଆଜି ଯାଉଛି ଖସି ଫେରି ଆସ ତମେ ଫେରି ଆସ ଫେରି ଆସ ତମେ, ଫେରି ଆସ ଫେରି ଆସ ତମେ, ଫେରି ଆସ ଫେରି ଆସ ତମେ, ଫେରି ଆସ
Lyrics powered by www.musixmatch.com
instagramSharePathic_arrow_out