गाने

ହାଏ ଲୋ ରଙ୍ଗି, ବୟସ ତୋ କାଚିଦଉଚି ଛାତିତଳେ band ବାଜା ନାଚିଦଉଚି ହେଇ, ହାଏ ଲୋ ରଙ୍ଗି, ବୟସ ତୋ କାଚିଦଉଚି ଛାତିତଳେ band ବାଜା ନାଚିଦଉଚି ବେଣି ତୋର ଝୁଲୁରୁ-ପୁଲୁରୁ, ଝୁଲୁରୁ-ପୁଲୁରୁ, ଝୁଲୁରୁ-ପୁଲୁରୁ କଲା ମୋତେ କୁଲୁରୁ-ବୁଲୁରୁ, କୁଲୁରୁ-ବୁଲୁରୁ, କୁଲୁରୁ-ବୁଲୁରୁ ବେଣି ତୋର ଝୁଲୁରୁ-ପୁଲୁରୁ କଲା ମୋତେ କୁଲୁରୁ-ବୁଲୁରୁ ଆଉ ରହି ପାରୁନାହିଁ ଫିଟା, ଫିଟା, ଫିଟା, ଫିଟା, ଫିଟା ଲୋ ଫିଟା ତୋ ରିବନ-ଫିତା, ତୋ ରିବନ-ଫିତା ତୋ ରିବନ-ଫିତା, ତୋ ରିବନ-ଫିତା ଆଲୋ, ଫିଟା, ଫିଟା, ଫିଟା, ଫିଟା, ଫିଟା (ତୋ ବୋଉକୁ ଛତା, ତୋ ବାପାକୁ ଜୋତା) (ତୋ ନାଁ ନେଇକି...) ତୋ ରିବନ-ଫିତା, ତୋ ରିବନ-ଫିତା ତୋ ରିବନ-ଫିତା, ତୋ ରିବନ-ଫିତା ହଁ, କୁଞ୍ଚ-କୁଞ୍ଚିଆ ବାଳରେ ତୋ ବାସ୍ନା-ତେଲ ରୁମକୁ-ଝୁମା, ଗୁଦୁଲୁ-ଗୁମା, ଆହା ଟିକେ ତୋତେ କରିବି ଗେଲ ଆଲୋ, କୁଞ୍ଚ-କୁଞ୍ଚିଆ ବାଳରେ ତୋ ବାସ୍ନା-ତେଲ ରୁମକୁ-ଝୁମା, ଗୁଦୁଲୁ-ଗୁମା, ଆହା ଟିକେ ତୋତେ କରିବି ଗେଲ ପୁଚ୍-ପୁଚିଆ ଗାଲ ତୋର, ଗୋଲାପ ଫୁଲ ଘୁଟୁରୁ ଗୁମା, ତାଳ ଗୋଟମା, ଏମିତି ସୁନ୍ଦରୀ କେଉଁଠି ଥିଲ? ହସ ତୋର ମୁଲୁରୁ-ମୁଲୁରୁ, ମୁଲୁରୁ-ମୁଲୁରୁ, ମୁଲୁରୁ-ମୁଲୁରୁ କାଲିଜା ମୋ ଦୁଲୁରୁ-ଦୁଲୁରୁ, ଦୁଲୁରୁ-ଦୁଲୁରୁ, ଦୁଲୁରୁ-ଦୁଲୁରୁ ହସ ତୋର ମୁଲୁରୁ-ମୁଲୁରୁ କାଲିଜା ମୋ ଦୁଲୁରୁ-ଦୁଲୁରୁ ଆଉ ରଙ୍ଗ ଦେଖାନାହିଁ ଫିଟା, ଫିଟା, ଫିଟା, ଫିଟା ରେ bag ଫିଟା ତୋ ରିବନ-ଫିତା, ତୋ ରିବନ-ଫିତା ତୋ ରିବନ-ଫିତା, ତୋ ରିବନ-ଫିତା ଆରେ, ଫିଟା, ଫିଟା, ଫିଟା, ଫିଟା, ଫିଟା, ହାଏ (ତୋ ବୋଉକୁ ଛତା, ତୋ ବାପାକୁ ଜୋତା) (ତୋ ନାଁ ନେଇକି...) ତୋ ରିବନ-ଫିତା, ତୋ ରିବନ-ଫିତା ତୋ ରିବନ-ଫିତା, ତୋ ରିବନ-ଫିତା ହଁ, ଏମିତି ମୁହଁ ପାଇଲୁ ଝିଅ, କହ କଉଠୁ ତୋରି ପାଇଁ ଶୋଇପାରୁନି, ରାତିସାରା ହୁଁ ଏ ବସ-ଉଠୁ ଆଲୋ-ଆଲୋ, ଏମିତି ମୁହଁ ପାଇଲୁ ଝିଅ, କହ କଉଠୁ ତୋରି ପାଇଁ ଶୋଇପାରୁନି, ରାତିସାରା ହୁଁ ଏ ବସ-ଉଠୁ ରସମଲେଇ ଏତେ ଫୁଲେଇ ହେଲୁ କେବେଠୁ? ଆଖିରେ ମଣି ନଉଚୁ ଟାଣି, ଧରେଇ ଦଉଚୁ ଲୁଣି Biscuit କଥା ତୋର କୁନ୍ଦୁରୁ-କୁନ୍ଦୁରୁ, କୁନ୍ଦୁରୁ-କୁନ୍ଦୁରୁ, କୁନ୍ଦୁରୁ-କୁନ୍ଦୁରୁ କାମ ତୋର ଛୁନ୍ଦୁରୁ-ମୁନ୍ଦୁରୁ, ଛୁନ୍ଦୁରୁ-ମୁନ୍ଦୁରୁ, ଛୁନ୍ଦୁରୁ-ମୁନ୍ଦୁରୁ କଥା ତୋର କୁନ୍ଦୁରୁ-କୁନ୍ଦୁରୁ କାମ ତୋର ଛୁନ୍ଦୁରୁ-ମୁନ୍ଦୁରୁ ସବୁ ଧରା ପଡ଼ିଲାଣି ଫିଟା, ଫିଟା, ଫିଟା, ଫିଟା, sudden ଫିଟା ତୋ ରିବନ-ଫିତା, ତୋ ରିବନ-ଫିତା ତୋ ରିବନ-ଫିତା, ତୋ ରିବନ-ଫିତା ଆଲୋ, ଫିଟା, ଫିଟା, ଫିଟା, ଫିଟା, ଫିଟା, ହାଏ (ତୋ ବୋଉକୁ ଛତା, ତୋ ବାପାକୁ ଜୋତା) (ତୋ ନାଁ ନେଇକି, ଅଣ୍ଟା ସୂତା, ସୂତା, ସୂତା) ତୋ ରିବନ-ଫିତା, ତୋ ରିବନ-ଫିତା ତୋ ରିବନ-ଫିତା, ତୋ ରିବନ-ଫିତା ତୋ ରିବନ-ଫିତା, ତୋ ରିବନ-ଫିତା ତୋ ରିବନ-ଫିତା, ତୋ ରିବନ-ଫିତା, ହାଏ
Lyrics powered by www.musixmatch.com
instagramSharePathic_arrow_out