album cover
JhalaMala
album cover
JhalaMala è stato pubblicato il 18 giugno 2023 da Odisha Records Official come parte dell'album JhalaMala - Single
18 giugno 2023
EtichettaOdisha Records Official
BPM114
Melodicità
Acousticità
Valence
Ballabilità
Energia

Testi

ଝଲମଲ, ଝଲମଲ
ଝଲମଲ, ଝଲମଲ
ତୋ पतली-कमर ଦେଖି ରେ ମୁଁ ହେଲି ପାଗଲ
ତୋ पतली-कमर ଦେଖି ରେ ମୁଁ ହେଲି ପାଗଲ
ହେଲି ପାଗଲ
ଝଲମଲ, ଆଖି ହେଲା ଝଲମଲ
ଝଲମଲ, ଆଖି ହେଲା ଝଲମଲ
ତୋ hero ବାଲା look ଦେଖି ରେ ମୁଁ ହେଲି ଘାୟଲ
ତୋ hero ବାଲା look ଦେଖି ରେ ମୁଁ ହେଲି ଘାୟଲ
ହେଲି ଘାୟଲ
ଝଲମଲ, ଆଖି ହେଲା ଝଲମଲ
ଝଲମଲ, ଆଖି ହେଲା ଝଲମଲ
ଆଲୋ ମୋ ନଖରାବାଲି, ହାଏ, ରୂପ ତୋର ସଜମଲ୍ଲି
କି ଯାଦୁ କଲୁ ତୁ ଦିୱାନା ହେଲି? ହାଁ
ହାଏ-ହାଏ, ଭଲ ତ ଲାଗିଲୁ ବୋଲି, ହାଏ, ତୋ ପାଇଁ ସଜେଇ ହେଲି
ତୋ ପାଖେ ନିଜକୁ ହଜେଇଦେଲି
ମୋ ନଜର ଚୋରେଇ ନେଲା ରେ, ହାଏ, ତୋ ପାୟଲ
ମୋ ନଜର ଚୋରେଇ ନେଲା ରେ, ହାଏ, ତୋ ପାୟଲ
ତୋ ପାୟଲ
ଝଲମଲ, ଆଖି ହେଲା ଝଲମଲ
ଝଲମଲ, ଆଖି ହେଲା ଝଲମଲ
ଏ ଚଗଲି ମନକୁ ମୋର, କାଳେ ନେଇଯିବ ଆସି ଚୋର
ଲୁଚେଇ ରଖିଛି, ଲାଗୁଛି ଡର
ଆଲୋ ମୋ ସରମୀ-ଲତା, ଥରେ ବୁଝିଯା ମୋ ମନ କଥା
ଥରୁଟେ ତୋ ମନ ମୋତେ ଦେଇଥା
ଯେବେ ବୁଝିଗଲି ତ ଇଶାରା, ମୋତେ ଲାଗିଲା ଭଲ
ଯେବେ ବୁଝିଗଲି ତ ଇଶାରା, ମୋତେ ଲାଗିଲା ଭଲ
ଲାଗିଲା ଭଲ
ଝଲମଲ, ଆଖି ହେଲା ଝଲମଲ
ଝଲମଲ, ଆଖି ହେଲା ଝଲମଲ
ଝଲମଲ, ଆଖି ହେଲା ଝଲମଲ
ଝଲମଲ, ଆଖି ହେଲା ଝଲମଲ
Written by: Abinash Mishra, Sunil Maharana
instagramSharePathic_arrow_out􀆄 copy􀐅􀋲

Loading...