Video musicale
Video musicale
Crediti
PERFORMING ARTISTS
Aseema Panda
Performer
COMPOSITION & LYRICS
Suresh Panda
Composer
Gaurab Dija
Songwriter
Testi
ହାତୀ ଝୁଲଇ ରେ, ହାତୀ ଝୁଲଇ ରେ
ଆରେ, ଦିଶଇ କେଡେ ସୁନ୍ଦର, ହରିବୋଲ
ରାଧେ-ରାଧେ, ରାଧେ-ରାଧେ, ରାଧେ ରାଧେ
ବୋଲ ରାଧେ-ରାଧେ, ରାଧେ-ରାଧେ, ରାଧେ ରାଧେ
ରାଧେ-ରାଧେ, ରାଧେ-ରାଧେ, ରାଧେ ରାଧେ
ରାଧେ-ରାଧେ, ରାଧେ-ରାଧେ, ରାଧେ ରାଧେ
ହଁ, ରାଧେ-ରାଧେ, ହଁ, ରାଧେ-ରାଧେ
ହାତୀ ଝୁଲଇ ରେ, ହାତୀ ଝୁଲଇ ରେ, ହାତୀ ଝୁଲଇ ରେ
ଦିଶଇ କେଡେ ସୁନ୍ଦର
ହାତୀ ଝୁଲଇ ରେ, ହାତୀ ଝୁଲଇ ରେ, ହାତୀ ଝୁଲଇ ରେ
ଦିଶଇ କେଡେ ସୁନ୍ଦର
ଅପରୂବ ହାତୀ କାହୁଁ ଆସିଅଛି
ଅପରୂବ ହାତୀ କାହୁଁ ଆସିଅଛି
କିବା ଏ ନୀଳ ମନ୍ଦାର
ହାତୀ ଝୁଲଇ ରେ, ହାତୀ ଝୁଲଇ ରେ, ହାତୀ ଝୁଲଇ ରେ
ଦିଶଇ କେଡେ ସୁନ୍ଦର
ଏ ହାତୀ ଝୁଲଇ ରେ, ହାତୀ ଝୁଲଇ ରେ, ହାତୀ ଝୁଲଇ ରେ
ଦିଶଇ କେଡେ ସୁନ୍ଦର
(ବୋଲ ହରି ବୋଲ, ବୋଲ ହରି ବୋଲ, ବୋଲ ହରି ବୋଲ)
(ବୋଲ ବୋଲ, ବୋଲ ହରିବୋଲ, ବୋଲ ହରିବୋଲ, ବୋଲ ହରିବୋଲ)
ଦେଖ ଦେଖ ସଖି ବକ୍ର ଭଙ୍ଗୀ ଆଖି, ଚାହାଣି ବିଷମ ଝଟା
ଆହା, ଚାହାଣି ବିଷମ ଝଟା
ମତ୍ତ୍ୱ କଳେବର ହେଲା କାଳେ ଆଉ, ମତ୍ତ୍ୱ କଳେବର ହେଲା କାଳେ ଆଉ
ନ କରିବ କେଉଁ ହତ୍ତା
ହାତୀ ଝୁଲଇ ରେ, ହାତୀ ଝୁଲଇ ରେ, ହାତୀ ଝୁଲଇ ରେ
ଆହାଃ, ଦିଶଇ କେଡେ ସୁନ୍ଦର
ହାତୀ ଝୁଲଇ ରେ, ଝୁଲ-ଝୁଲ ଝୁଲଇ ରେ, ହଁ-ହଁ ଝୁଲଇ ରେ
ଦିଶଇ କେଡେ ସୁନ୍ଦର
(ବୋଲ ହରି ବୋଲ, ବୋଲ ହରି ବୋଲ, ବୋଲ ହରି ବୋଲ)
(ବୋଲ ବୋଲ, ବୋଲ ହରିବୋଲ, ବୋଲ ହରିବୋଲ, ବୋଲ ହରିବୋଲ)
ହାତୀ ଝୁଲଇ ରେ
ଆହାଃ, ଦିଶଇ କେଡେ ସୁନ୍ଦର
(ବୋଲ ହରି ବୋଲ, ବୋଲ ହରି ବୋଲ, ବୋଲ ହରି ବୋଲ)
(ବୋଲ ବୋଲ, ବୋଲ ହରିବୋଲ, ବୋଲ ହରିବୋଲ, ବୋଲ ହରିବୋଲ)
ଗଜ କପାଳକୁ ସୁନ୍ଦର ଦିଶଇ ଚନ୍ଦ୍ରବିନ୍ଦୁ ଉହାଡ଼ ପରା
ଆହା, ଚନ୍ଦ୍ରବିନ୍ଦୁ ଉହାଡ଼ ପରା
ସୁନ୍ଦରୀ କପାଳେ ସିନ୍ଦୁର ଲାଗିଲେ, ସୁନ୍ଦରୀ କପାଳେ ସିନ୍ଦୁର ଲାଗିଲେ
କାଳେ ନ ହବ କି ତରା
ହାତୀ ଝୁଲଇ ରେ, ହାତୀ-ହାତୀ ଝୁଲଇ ରେ, ହାତୀ ଝୁଲଇ ରେ
ହାଁ, ଦିଶଇ କେଡେ ସୁନ୍ଦର
ହାତୀ ଝୁଲଇ ରେ, ହାତୀ ଝୁଲଇ ରେ, ହାତୀ ଝୁଲଇ ରେ
ଦିଶଇ କେଡେ ସୁନ୍ଦର
(ବୋଲ ହରି ବୋଲ, ବୋଲ ହରି ବୋଲ, ବୋଲ ହରି ବୋଲ)
(ବୋଲ ବୋଲ, ବୋଲ ହରିବୋଲ, ବୋଲ ହରିବୋଲ, ବୋଲ ହରିବୋଲ)
ହାତୀ ଝୁଲଇ ରେ, ଦେଖ ଝୁଲଇ ରେ, ଦେଖ ଦେଖ ଝୁଲଇ ରେ
ହାତୀ ଝୁଲଇ ରେ...
Written by: Gaurab Dija, Suresh Panda