歌詞

ମାଝୀରେ... ଶେଷ ଶ୍ରାବଣ, ପୂରୁବା ପବନ, ବହି ଯାଏ, ମାଝୀରେ ଝୁରେ ରାଇ ପରାଣ ମାଝୀରେ... ବୃନ୍ଦାବନେ କଳାକାହ୍ନୁ ଖେଳ ଦେଖି ରାଧା ହେଲା ବାଇ ଆପଣାର ବୋଲି ଭାବି ମନେ-ମନେ ସେ ଯେ ଗଲା ଧାଇଁ କହ ରେ ମାଝୀ, କିଏ ବା ଆଜି ବୁଝେ ତାର ମନ? ଭଲାବିହି ହେଲା ବାମ ଝୁରେ ରାଇ ପରାଣ ମାଝୀରେ... ଜାଣେନା ସେ କିଏ ପର ଏଠି, କିଏ ପୁଣି ଆପଣାର କିଏ ତାର ପରବାସ ପୁଣି, କାହିଁ ଅବା ନିଜ ଘର? କହ ରେ ମାଝୀ, କିଏ ବା ଆଜି ବୁଝେ ତାର ମନ?
Writer(s): Prafulla Kar Lyrics powered by www.musixmatch.com
instagramSharePathic_arrow_out