クレジット
PERFORMING ARTISTS
MrinmayMS
Performer
COMPOSITION & LYRICS
MrinmayMS
Songwriter
PRODUCTION & ENGINEERING
MrinmayMS
Producer
歌詞
ଏଇ ପବନ ଟା କାଇଁ ମହକୁ ଥାଏ
ତୋ ସ୍ପର୍ଶ ଟେ ପାଇଲେ
ମୋର ଏଇ ଓଠ ଆପେ ଆପେ ଗାଏ
ତୋର ସୁର ଟେ ଶୁଣିଲେ
ତୁ ଥିଲେ ପାଖରେ
ଏମିତି କାଇଁ ହୁଏ
ହୃଦୟର ସ୍ପନ୍ଦନ ବଢିଯାଏ
ମୋର
ମନ ପ୍ରଜାପତି ଉଡିଯାଏ
ହୃଦୟର ସ୍ପନ୍ଦନ ବଢିଯାଏ
ମୋର
ମନ ପ୍ରଜାପତି ଉଡିଯାଏ
ଆଖି ତୋର କହେ
ମତେ କେତେ କଥା
ମୁଁ ସବୁ ବୁଝିଯାଏ
କିଛି ଅଭୁଝା ରହେନା
ସମୟଟା କାଇଁ
ଜଣାପଡେ ନାହିଁ
ଏସବୁ ସତ ନା ମୋର
ମନର କଳ୍ପନା
ଅଧିକା ମୁଁ କହିବାକୁ ଚାହେଁ
କିନ୍ତୁ କହୁ କହୁ ରହିଯାଏ
ତୁ ଥିଲେ ପାଖରେ
ଏମିତି କାଇଁ ହୁଏ
ହୃଦୟର ସ୍ପନ୍ଦନ ବଢିଯାଏ
ମୋର
ମନ ପ୍ରଜାପତି ଉଡିଯାଏ
ହୃଦୟର ସ୍ପନ୍ଦନ ବଢିଯାଏ
ମୋର
ମନ ପ୍ରଜାପତି ଉଡିଯାଏ
ଦୂରତା ବଢ଼ିଲେ କାଇଁ
ଲାଗୁଚି ଡର
ମୋ ପ୍ରେମକୁ ନ ଲାଗୁ
କାହା ନଜର
ଗୋଟେ ଖୁସି ମାଗିବି
ହେ ଈଶ୍ୱର
ଆମ ପ୍ରେମ ହେଉ ସାତ ଜନ୍ମର
ତୁ ଥିଲେ ପାଖରେ ଏମିତି କାଇଁ ହୁଏ
ହୃଦୟର ସ୍ପନ୍ଦନ ବଢିଯାଏ
ମୋର
ମନ ପ୍ରଜାପତି ଉଡିଯାଏ
ହୃଦୟର ସ୍ପନ୍ଦନ ବଢିଯାଏ
ମୋର
ମନ ପ୍ରଜାପତି ଉଡିଯାଏ
Writer(s): Mrinmayms
Lyrics powered by www.musixmatch.com