뮤직 비디오

Tike Tike Achinha Tu
{artistName}의 {trackName} 뮤직 비디오 보기

크레딧

실연 아티스트
Humane Sagar
Humane Sagar
실연자
Diptirekha Padhi
Diptirekha Padhi
실연자
Swaraj Barik
Swaraj Barik
배우
Bhoomika Dash
Bhoomika Dash
배우
Tapas Saragharia
Tapas Saragharia
지휘자
작곡 및 작사
Prem Anand
Prem Anand
작곡가
Arun Mantri
Arun Mantri
작사
프로덕션 및 엔지니어링
Deepak Mishra
Deepak Mishra
영상 프로듀서

가사

ହୋ-ହୋ-ହୋ ହୋ-ହୋ-ହୋ ହୋ-ହୋ-ହୋ ହୋ-ହୋ-ହୋ ଟିକେ-ଟିକେ ଅଚିହ୍ନା ତୁ ଟିକେ-ଟିକେ ଚିହ୍ନା ଟିକେ-ଟିକେ ଅଚିହ୍ନା ତୁ ଟିକେ-ଟିକେ ଚିହ୍ନା ଏଣେ ତେଣେ ଚାଲୁ-ଚାଲୁ ହାତ ଠାରି ଡ଼ାକିଦେଲୁ କହି ତତେ ପାରିଲିନି ନା", ହାଏ, ନା" ଟିକେ-ଟିକେ ଅଜଣା ତୁ ଟିକେ-ଟିକେ ଜଣା ଟିକେ-ଟିକେ ଅଜଣା ତୁ ଟିକେ-ଟିକେ ଜଣା ବଢ଼େଇଲୁ ଯଦି ହାତ ସାଥୀ ହୋଇ କିଛି ବାଟ ମୋ ସାଥିରେ ଚାଲିଯିବୁ ଆ..." ଟିକେ-ଟିକେ ଅଚିହ୍ନା ତୁ ଟିକେ-ଟିକେ ଚିହ୍ନା ଟିକେ-ଟିକେ ଅଜଣା ତୁ ଟିକେ-ଟିକେ ଜଣା ଦେଖାହୁଏ, ଯେବେ-ଯେବେ ଭିଡ଼ରେ ମଡ଼ରେ ଆପଣାର-ଆପଣାର ଲାଗୁ ମତେରେ ହୋ, ବାଟ ଏବେ ଭୁଲିଯାଏ ତତେ ମୁଁ ଦେଖିରେ ଚାଲୁ-ଚାଲୁ-ଚାଲୁ-ଚାଲୁ ଧୋକା ହୁଏରେ ଭେଟ ହେଲେ ତୋ ସାଥେ ଲାଗେ ଭାରି ଭଲ ମୋତେ ଲାଜରେ ମୁଁ ଭିଜିଯାଏ ଛାଁ", ହାଏ ଛାଁ" ଛାଁ" ଟିକେ-ଟିକେ ଅଚିହ୍ନା ତୁ ଟିକେ-ଟିକେ ଚିହ୍ନା ଟିକେ-ଟିକେ ଅଜଣା ତୁ ଟିକେ-ଟିକେ ଜଣା ହୋ-ହୋ-ହୋ ହୋ-ହୋ-ହୋ ହୋ-ହୋ-ହୋ ନା-ନା-ନା ନା-ନା-ନା ନା-ନା-ନା ଛବି ତୋର ଆଙ୍କେ ଯେତେ ସମୟ ସରେନା ଯେତେ ରଙ୍ଗ ବୋଳିଲେ ବି ମନ ବୁଝେନା ହଁ, ଲୁଚି-ଲୁଚି ତତେ ଦେଖେ କାଇଁ ମୁଁ ଜାଣେନା ପୁଣି ଦେଖା କରିବାକୁ ଖୋଜେ ବାହାନା ଏମିତି ତୁ ସବୁବେଳେ ଛବି ହୋଇ ଛାତିତଳେ ଲୁଚି-ଛପି ଲୁଚି-ଛପି ଥା", ତୁ ଥା" ଟିକେ-ଟିକେ ଅଜଣା ତୁ ଟିକେ-ଟିକେ ଜଣା ଟିକେ-ଟିକେ ଅଚିହ୍ନା ତୁ ଟିକେ-ଟିକେ ଚିହ୍ନା ହୋ-ହୋ-ହୋ ହୋ-ହୋ-ହୋ ହୋ-ହୋ-ହୋ
Writer(s): Prem Anand Lyrics powered by www.musixmatch.com
instagramSharePathic_arrow_out