Ruku Suna의 상위 곡
유사한 곡
크레딧
실연 아티스트
Ruku Suna
보컬
Aseema Panda
보컬
작곡 및 작사
Malaya Mishra
작곡가
Nirmala Panda
작사
가사
ଲଚକମଣି, ଜୁରା-ବେଣି, ଆଲୋ ମୋ ରିବନ-ଫିତା
ମୋତେ ଛାଡ଼ି ସୁନା-ଗୁରୀ ଯିବୁନି ଲୋ ଗଜମୁକୁତା
वादा କରିଛି ରସିଆ ରେ, ରହିଥିବି life-long
ଫିକା-ଫିକା ତୋ ଜୀବନରେ ଢାଳିଦେବି ପ୍ରେମର୍ ରଙ୍ଗ
ଦିଲ୍ ଭିତରେ ତୁ ଥା'
ଲଚକମଣି, ଜୁରା-ବେଣି, ଆଲୋ ମୋ ରିବନ-ଫିତା
ମୋତେ ଛାଡ଼ି ସୁନା-ଗୁରୀ ଯିବୁନି ଲୋ ଗଜମୁକୁତା
ହୃଦୟ ମୋ ସୁନା-ପଞ୍ଜୁରୀ ଟିଏ, ତୁ ମୋ ପୋଷା ମଇନା
ଶିଖେଇବି ତୋତେ ଯା'ନା ଲୋ, प्यार ଵାଲା sweet गाना
ତୁ ମୋ romantic-hero, ଆ' କରିବା romance
ଭିଜେଇଦେ ପ୍ରେମ ବର୍ଷାରେ, ମିଳିଛି ଆଜି ତ chance
ଲୁଚି-ଲୁଚି ଆସିଯା ଥରେ, खुल्लमखुल्ला बेधड़क
ଶୁଣିଯା ଛାତିର ତୁ धड़कन, ତୋ ନାଁରେ ଧକ୍-ଧକ୍
ଆଲୋ ମୋ ସରମିଲତା
ଲଚକମଣି, ମୋ ଜୁରା-ବେଣି, ମୁଁ ତୋ ରିବନ-ଫିତା
ତୋତେ ଛାଡ଼ି ଯିବିନାହିଁ, ମୁଁ ତୋ ଗଜମୁକୁତା
नीली-नीली आँखी ରେ ମୋର ତୁ କଜଳର ଗାର
ରାତିରେ ଆସୁ ସପନରେ, ଆରେ ନୁଆ ନାଗର
ଆରେ, ଝିଲିମିଲି ତୋର୍ ଚେହେରା, ଭିଜା-ଭିଜା ମିଠା-ହସ
ନିଶା-ନିଶା ଚାହାଣିରେ କରିଦେଲୁଣି ବେହୋସ
क़रीब आजा दीवाना रे, ବାନ୍ଧିଦେବି ବାହୁରେ
ଧନ, ଘରଟେ କରି ରହିଯା ତୁ ମୋ ପ୍ରେମ ଗଳିରେ
ସାଥୀଟେ ହେଇ ବସିଥା'
ଲଚକମଣି, ଜୁରା-ବେଣି, ଆଲୋ ମୋ ରିବନ-ଫିତା
ମୋତେ ଛାଡ଼ି ସୁନା-ଗୁରୀ ଯିବୁନି ଲୋ ଗଜମୁକୁତା
Lyrics powered by www.musixmatch.com