album cover
Bada Singharane Bera
Religious
Bada Singharane Bera은(는) {albumName} 앨범에 수록된 곡으로 2000년 3월 4일일에 Tips Industries Ltd에서 발매되었습니다.Amrit Dhara
album cover
발매일2000년 3월 4일
라벨Tips Industries Ltd
멜로디에 강한 음악
어쿠스틱 악기 중심
발랑스
춤추기 좋은 음악
에너지
BPM179

뮤직 비디오

뮤직 비디오

크레딧

실연 아티스트
Chitta Jena
Chitta Jena
실연자
프로덕션 및 엔지니어링
Tips Industries Ltd
Tips Industries Ltd
프로듀서

가사

ବଡ ସିଂହାରରେ ବେଶ ହୁଅ ପଛେ
ଶୋଇବ ନାହିଁ ଚକ୍ରଧର
ବଡ ସିଂହାରରେ ବେଶ ହୁଅ ପଛେ
ଶୋଇବ ନାହିଁ ଚକ୍ରଧର
ତୁମେ ଶୋଇଗଲେ କଥା ସରିଯିବ
ତୁମେ ଶୋଇଗଲେ କଥା ସରିଯିବ
ଆହେ, ଜଗତେ ଘଟିବ ଅନ୍ଧାର
ଜଗତେ ଘଟିବ ଅନ୍ଧାର
ବଡ ସିଂହାରରେ ବେଶ ହୁଅ ପଛେ
ଶୋଇବ ନାହିଁ ଚକ୍ରଧର
ରତନ ପଲଙ୍କ ସଜଡା ହୋଇଛି
ଶ୍ରୀଅଙ୍ଗ ପହୁଡ଼ ହୋଇବା ପାଇଁ
ଲଷ୍ମୀ ଠାକୁରାଣୀ ଚାହିଁ ବସିଛନ୍ତି
ଶ୍ରୀଚରଣ ଦୁଇ ସେବିବା ପାଇଁ
କେମିତି କରିବି ମନା? ମୋ ଦୋଷ ନ କର ଘେନା
କେମିତି କରିବି ମନା? ମୋ ଦୋଷ ନ କର ଘେନା
ଚକାନୟନରେ ପଲକ ପଡିଲେ
ଚକାନୟନରେ ପଲକ ପଡିଲେ
ଆହେ, ପ୍ରଳୟ ହୋଇବ ସଂସାର
ପ୍ରଳୟ ହୋଇବ ସଂସାର
ବଡ ସିଂହାରରେ ବେଶ ହୁଅ ପଛେ
ଶୋଇବ ନାହିଁ ଚକ୍ରଧର
ଆଲୁଅରୁ କେତେ ଅନ୍ଧାର ଫରକ
ତୁମକୁ ତ ଜଣା ନଥିବ ସତେ
ତୁମେ କି ଚକାନୟନକୁ ଜଗତ ଭରସା କରିଛି କେତେ
ସୁଖୀଙ୍କ ସୁଖ ପସରା, ଦୁଖୀଙ୍କ ଦୁଃଖ ପାସୋରା
ସୁଖୀଙ୍କ ସୁଖ ପସରା, ଦୁଖୀଙ୍କ ଦୁଃଖ ପାସୋରା
ରହିଥିଲେ ସଦା ଚଞ୍ଚଳ ସେ ଆଖି
ରହିଥିଲେ ସଦା ଚଞ୍ଚଳ ସେ ଆଖି
ଆହେ, ଜଗତ ହୋଇବ ଉଦ୍ଧାର
ଜଗତ ହୋଇବ ଉଦ୍ଧାର
ବଡ ସିଂହାରରେ ବେଶ ହୁଅ ପଛେ
ଶୋଇବ ନାହିଁ ଚକ୍ରଧର
ବଡ ସିଂହାରରେ ବେଶ ହୁଅ ପଛେ
ଶୋଇବ ନାହିଁ ଚକ୍ରଧର
ତୁମେ ଶୋଇଗଲେ କଥା ସରିଯିବ
ତୁମେ ଶୋଇଗଲେ କଥା ସରିଯିବ
ଆହେ, ଜଗତେ ଘଟିବ ଅନ୍ଧାର
ଜଗତେ ଘଟିବ ଅନ୍ଧାର
ବଡ ସିଂହାରରେ ବେଶ ହୁଅ ପଛେ
ଶୋଇବ ନାହିଁ ଚକ୍ରଧର
ବଡ ସିଂହାରରେ ବେଶ ହୁଅ ପଛେ
ଶୋଇବ ନାହିଁ ଚକ୍ରଧର
ବଡ ସିଂହାରରେ ବେଶ ହୁଅ ପଛେ
ଶୋଇବ ନାହିଁ ଚକ୍ରଧର
Written by: Prafulla Kar, Sibu
instagramSharePathic_arrow_out􀆄 copy􀐅􀋲

Loading...