album cover
Something Something
301
Odia
Something Something은(는) 앨범에 수록된 곡으로 2025년 7월 7일일에 Sun Music에서 발매되었습니다.Something Something - Single
album cover
발매일2025년 7월 7일
라벨Sun Music
멜로디에 강한 음악
어쿠스틱 악기 중심
발랑스
춤추기 좋은 음악
에너지
BPM96

뮤직 비디오

뮤직 비디오

크레딧

실연 아티스트
Udit Narayan
Udit Narayan
실연자
Ira Mohanty
Ira Mohanty
실연자
작곡 및 작사
Vinushan Vishnukumar
Vinushan Vishnukumar
작사가 겸 작곡가
Mithulan Vasan
Mithulan Vasan
작사가 겸 작곡가
Vithurshaan Kanesarajah
Vithurshaan Kanesarajah
작사가 겸 작곡가
프로덕션 및 엔지니어링
Srikant Gautam
Srikant Gautam
프로듀서

가사

ହେ-ହେ-ହେ
ହେ-ହେ-ହେ
ହେ-ହେ-ହେ, ହେହେ
ଆଖି ସାଥେ ଆଖି ଯେବେ ମିଶିଯାଏ ରେ
ଆଖି ସାଥେ ଆଖି ଯେବେ ମିଶିଯାଏ ରେ
ହୋ, ଆଖି ସାଥେ ଆଖି ଯେବେ ମିଶିଯାଏ ରେ
ହୁଏ ତୋ ଛାତିରେ
ହୁଏ ମୋ ଛାତିରେ
Something, something (something)
Something, something (something)
Something, something, something
ଛାଇ ସାଥେ ଛାଇ ଯେବେ ମିଶିଯାଏ ରେ
ହୋ, ଛାଇ ସାଥେ ଛାଇ ଯେବେ ମିଶିଯାଏ ରେ
ହୁଏ ତୋ ଛାତିରେ
ହୁଏ ମୋ ଛାତିରେ
Something, something (something)
Something, something (something)
Something, something, something
ହେ, Something, something (something)
Something, something (something)
Something, something, something
(Something)
(Something)
(Something)
ଭାରି ଭିଡ଼ ଭିତରେ ତ ଭଲ ଲାଗେ ଜଣେ
ଭଲ ଲାଗେ ବୋଲି ସିଏ ତା ପାଖକୁ ଟାଣେ
ହେ-ହେ-ହେ, ଟାଣି ହେଇ ଯାଉଛି ମୁଁ ଜାଣେନା କୁଆଡେ
ଜାଣିଦେଲା ପରେ ମୋତେ ଭାରି ହସ ମାଡ଼େ
ହସ ସାଥେ ହସ ଯେବେ ମିଶିଯାଏ ରେ
ହୋ, ହସ ସାଥେ ହସ ଯେବେ ମିଶିଯାଏ ରେ
ହୁଏ ତୋ ଛାତିରେ
ହୁଏ ମୋ ଛାତିରେ
Something, something
Something, something
Something, something, something
Something, something
Something, something
Something, something, something
(Something)
(Something)
(Something)
ଫଗୁ ଫରୁଆରେ ଯେବେ ଫେରେ ତ ଫଗୁଣ
ଭଲ ପାଇବାକୁ ଆସି ପକାଏ ସେ ରାଣ
ହୋ, ରାଣ ଆସି ପକେଇଲା ଆଖିକୁ ସପନ
ମନେଇ ରଖିବ ତାର ଅମାନିଆ ମନ
ମନ ସାଥେ ମନ ଯେବେ ମିଶିଯାଏ ରେ
ହୋ, ମନ ସାଥେ ମନ ଯେବେ ମିଶିଯାଏ ରେ
ହୁଏ ତୋ ଛାତିରେ
ହୁଏ ମୋ ଛାତିରେ
Something, something
Something, something
Something, something, something
Something, something
Something, something
Something, something, something
Something
Something
Something, something
Something, something, something
Some-something
Something, something
Something
Written by: Mithulan Vasan, Vinushan Vishnukumar, Vithurshaan Kanesarajah
instagramSharePathic_arrow_out􀆄 copy􀐅􀋲

Loading...