Songteksten

First time ଗୋଟେ ଝିଅ ତୁ କରିଲୁ ପାଗଳ ତୋତେ ଖାଲି ଖୋଜିହେଲି ସଞ୍ଜଠୁ ସକାଳ First time ଗୋଟେ ଝିଅ ତୁ କରିଲୁ ପାଗଳ ତୋତେ ଖାଲି ଖୋଜିହେଲି ସଞ୍ଜଠୁ ସକାଳ ତୁ ଯେବେ ଛାହିଁଦେଲୁ ମୋ ମନକୁ ଛୁଇଁଦେଲୁ ତୁ ଯେବେ ଛାହିଁଦେଲୁ ମୋ ମନକୁ ଛୁଇଁଦେଲୁ ମୁଁ ଆଉ ନାହିଁ ମୋର First time ଗୋଟେ ପୁଅ ତୁ କରିଲୁ ପାଗଳ ତୋତେ ଖାଲି ଖୋଜିହେଲି ସଞ୍ଜଠୁ ସକାଳ ତୁ ଯେବେ ମିଳିଗଲୁ ନିଦ ମୋର ଚୋରି କଲୁ ତୁ ଯେବେ ମିଳିଗଲୁ ନିଦ ମୋର ଚୋରି କଲୁ ଭୁଲିଗଲି ବାଟ ମୋର ଯେବେ ତୋତେ ଭାବେ ତୁ କିଛି କହିଲା ପରି ମୋତେ ଶୁଭେ ଯେବେ ଆଖି ମିଶେ ସବୁଠି ତୋ ମୁହଁ ଖାଲି ମୋତେ ଦିଶେ First time ଗୋଟେ ଝିଅ ତୁ ଲାଗିଲୁ ସୁନ୍ଦର ତୋ ମୁହଁରୁ ଝରିଗଲା ଗୋଲାପୀ ଅଭିର ତୁ ଯେବେ ଡାକିନେଲୁ ସାତରଙ୍ଗ ମାଖିଦେଲୁ ତୁ ଯେବେ ଡାକିନେଲୁ ସାତରଙ୍ଗ ମାଖିଦେଲୁ ସତ ଲାଗେ ସ୍ବପ୍ନ ମୋର ଉଡେ ଆଜି ଉଡେ ତୋ ଦେହର ମିଠା ବାସ୍ନା ଚାରିଆଡେ ଏଇ ଚଲାବାଟେ ଯୁଆଡେ ମୁ ଯାଏ ଆଜି ତୋତେ ଭେଟେ First time ଗୋଟେ ଝିଅ ତୁ ଲାଗିଲୁ ନିଜର ତୋ ପାଖରୁ ଫେରେନାହିଁ ଆଉ ମୋ ନଜର ତୁ ଯେବେ ହସିଦେଲୁ ମୋ ଛାତିରେ ବସିଗଲୁ ତୁ ଯେବେ ହସିଦେଲୁ ମୋ ଛାତିରେ ବସିଗଲୁ କଲୁ ଗୋଟେ ଛୋଟ ଘର First time ଗୋଟେ ଝିଅ ତୁ କରିଲୁ ପାଗଳ ତୋତେ ଖାଲି ଖୋଜିହେଲି ସଞ୍ଜଠୁ ସକାଳ
Writer(s): Arun Mantri, Baidyanath Dash Lyrics powered by www.musixmatch.com
instagramSharePathic_arrow_out