Songteksten

ଲଚକମଣି, ଜୁରା-ବେଣି, ଆଲୋ ମୋ ରିବନ-ଫିତା ମୋତେ ଛାଡ଼ି ସୁନା-ଗୁରୀ ଯିବୁନି ଲୋ ଗଜମୁକୁତା वादा କରିଛି ରସିଆ ରେ, ରହିଥିବି life-long ଫିକା-ଫିକା ତୋ ଜୀବନରେ ଢାଳିଦେବି ପ୍ରେମର୍ ରଙ୍ଗ ଦିଲ୍ ଭିତରେ ତୁ ଥା' ଲଚକମଣି, ଜୁରା-ବେଣି, ଆଲୋ ମୋ ରିବନ-ଫିତା ମୋତେ ଛାଡ଼ି ସୁନା-ଗୁରୀ ଯିବୁନି ଲୋ ଗଜମୁକୁତା ହୃଦୟ ମୋ ସୁନା-ପଞ୍ଜୁରୀ ଟିଏ, ତୁ ମୋ ପୋଷା ମଇନା ଶିଖେଇବି ତୋତେ ଯା'ନା ଲୋ, प्यार ଵାଲା sweet गाना ତୁ ମୋ romantic-hero, ଆ' କରିବା romance ଭିଜେଇଦେ ପ୍ରେମ ବର୍ଷାରେ, ମିଳିଛି ଆଜି ତ chance ଲୁଚି-ଲୁଚି ଆସିଯା ଥରେ, खुल्लमखुल्ला बेधड़क ଶୁଣିଯା ଛାତିର ତୁ धड़कन, ତୋ ନାଁରେ ଧକ୍-ଧକ୍ ଆଲୋ ମୋ ସରମିଲତା ଲଚକମଣି, ମୋ ଜୁରା-ବେଣି, ମୁଁ ତୋ ରିବନ-ଫିତା ତୋତେ ଛାଡ଼ି ଯିବିନାହିଁ, ମୁଁ ତୋ ଗଜମୁକୁତା नीली-नीली आँखी ରେ ମୋର ତୁ କଜଳର ଗାର ରାତିରେ ଆସୁ ସପନରେ, ଆରେ ନୁଆ ନାଗର ଆରେ, ଝିଲିମିଲି ତୋର୍ ଚେହେରା, ଭିଜା-ଭିଜା ମିଠା-ହସ ନିଶା-ନିଶା ଚାହାଣିରେ କରିଦେଲୁଣି ବେହୋସ क़रीब आजा दीवाना रे, ବାନ୍ଧିଦେବି ବାହୁରେ ଧନ, ଘରଟେ କରି ରହିଯା ତୁ ମୋ ପ୍ରେମ ଗଳିରେ ସାଥୀଟେ ହେଇ ବସିଥା' ଲଚକମଣି, ଜୁରା-ବେଣି, ଆଲୋ ମୋ ରିବନ-ଫିତା ମୋତେ ଛାଡ଼ି ସୁନା-ଗୁରୀ ଯିବୁନି ଲୋ ଗଜମୁକୁତା
Lyrics powered by www.musixmatch.com
instagramSharePathic_arrow_out