Topsongs van Humane Sagar
Vergelijkbare songs
Credits
PERFORMING ARTISTS
Humane Sagar
Performer
COMPOSITION & LYRICS
Siban Swain
Songwriter
PRODUCTION & ENGINEERING
Ashwin Kumar
Producer
Songteksten
ତୁମ ପେରିଚୟରେ ମୁଁ ଆଜି ବାଟ ଚାଲୁଛି
ଶିଖେଇଲ ତଥାପି ବି ଅଧା ବାକି ରହିଛି
ଓ, ତୁମ ପେରିଚୟରେ ମୁଁ ଆଜି ବାଟ ଚାଲୁଛି
ଶିଖେଇଲ ତଥାପି ବି ଅଧା ବାକି ରହିଛି
ଅଧା ଘଢ଼ା ହେଇ ତୁମ ବାଟ ଚାହିଁଛି
ଫେରି ଆସ ତମେ, ଫେରି ଆସ
ଫେରି ଆସ ତମେ, ଫେରି ଆସ
ଫେରି ଆସ ତମେ, ଫେରି ଆସ
ଫେରି ଆସ ତମେ, ଫେରି ଆସ
ଦିଗହରା ପକ୍ଷୀଟିକୁ କାଇଁ ଜାଗା ଦେଲ?
କଥା ଦେଇ ଫେରିବାର ବାଟ ଭୁଲିଗଲ
ଓ, ଲେଖୁ-ଲେଖୁ ଲେଖା ମୋର ଅଧା ରହିଯାଏ
ଭାବୁ-ଭାବୁ ଭାବନାରୁ ସ୍ବପ୍ନ ସରିଯାଏ
ଆଖି ପାହାନ୍ତାରୁ ସ୍ବପ୍ନ ଦୁରେଇଯାଏ
ଫେରି ଆସ ତମେ, ଫେରି ଆସ
ଫେରି ଆସ ତମେ, ଫେରି ଆସ
ଫେରି ଆସ ତମେ, ଫେରି ଆସ
ଫେରି ଆସ ତମେ, ଫେରି ଆସ
ଏତେ ଭଲ ମଣିଷଟେ କାଇଁ ତୁମେ ହେଲ?
ଜିଇଁବାର ପ୍ରତି ପାଦେ ସ୍ମୃତି ଢାଳିଦେଲ
ଓ, ଜୀବନର ଦୋ'ଛକିରେ ଚାହିଁଛି ମୁ ବସି
କେବେ ତୁମ ସ୍ପର୍ଶ ପାଇ ଫେରିବ ମୋ ଖୁସି
ପାଦତଳୁ ମାଟି ଆଜି ଯାଉଛି ଖସି
ଫେରି ଆସ ତମେ ଫେରି ଆସ
ଫେରି ଆସ ତମେ, ଫେରି ଆସ
ଫେରି ଆସ ତମେ, ଫେରି ଆସ
ଫେରି ଆସ ତମେ, ଫେରି ଆସ
Lyrics powered by www.musixmatch.com