album cover
Darling
album cover
Utwór Darling został wydany 28 stycznia 2021 przez Riyanshi Music jako część albumu Darling - Single
Released28 stycznia 2021
WytwórniaRiyanshi Music
JęzykEnglish
BPM
Melodyjność
Akustyczność
Valence
Taneczność
Energia

Tekst Utworu

ହେ, hello ରାନୀ, ହାଏ ରାନୀ
Hello ରାନୀ, ହାଏ ରାନୀ କହୁଚିସି
ତୋର୍ ଗଲାବେଲେ, ଆଏଲା ବେଲେ ଦେଖୁଥିସି
ତୋର୍ ଗୁଟେ ନଜରେ ଦିଲ୍ ଘାଏଲା ହେଲା
ତୋର୍ ଚାଖି-ଚାହାନୀ ମୋତେ ଫସେଇଦେଲା ରେ
ମୋର darling, ମୋର darling
ମୋର darling, darling, darling
ମୋର୍ darling ଦେଖି ମୁଲମୁଲ୍ ହସୁଛେ (ହସୁଛେ)
ତୋର୍ hero କେ ଦେଖ୍ ଇଆଡ଼େ ନାଚୁଛେ
ମୋର୍ darling ଦେଖି ଲାଜେଲାଜେ ହେଉଛେ
ତୋର୍ hero କେ ଦେଖ୍ ଇଆଡ଼େ ନାଚୁଛେ
ଛୁମୁକ୍ ଛୁମୁକ୍ ଚାଲି ତୋର୍
ଧକ୍ ଧକ୍ ହେଲା ଦିଲଟା ମୋର
ଝୁମେଇଲା ତୋର୍ ପ୍ରେମର୍ ନିଶା
ମୋର darling, ମୋର darling
ମୋର darling, darling, darling
ମୋର୍ darling ଦେଖି ମୁଲମୁଲ୍ ହସୁଛେ (ହସୁଛେ)
ତୋର୍ hero କେ ଦେଖ୍ ଇଆଡ଼େ ନାଚୁଛେ
ମୋର୍ darling ଦେଖି ଲାଜେଲାଜେ ହସୁଛେ
ତୋର୍ hero କେ ଦେଖ୍ ଇଆଡ଼େ ନାଚୁଛେ
ରଙ୍ଗବତୀ ତୋର୍ କଜଲି-ଆଖି, ପ୍ରେମର୍ ରଙ୍ଗେ ମତେ
ଧୀରେ, ଧୀରେ,ଧୀରେ ଗୁରୀ ରଙ୍ଗେଇଦେ (ରଙ୍ଗେଇଦେ)
ତୋର୍ ଓଠ ଲାଲିଥି ମହୁ ଝରେ, ହସି ଦେସୁ ତୁଇ
ମୁଲୁର, ମୁଲୁର, ମୁଲୁର ତୋର୍ ମୁଲକି ହସି
ରେଶମୀ ରେଶମୀ ତୋର୍ ବାଲ୍
ଚିକିମିକିଆ ଗୁରା ଗାଲ୍
ରସିଆ ତୋର୍ ବନିଗଲି
ମୋର darling, ମୋର darling
ମୋର୍ ସୁନକୁ ସୁନା darling
ମୋର୍ darling ଦେଖି ମୁଲମୁଲ୍ ହସୁଛେ (ହସୁଛେ)
ତୋର୍ hero କେ ଦେଖ୍ ଇଆଡ଼େ ନାଚୁଛେ
ମୋର୍ darling ଦେଖି ମୁଲମୁଲ୍ ହସୁଛେ
ତୋର୍ hero କେ ଦେଖ୍ ଇଆଡ଼େ ନାଚୁଛେ
ଲାଜକୁଆଁରି ତୁଇ ମୋର ଲବଙ୍ଗଲତା, ଖଣମଧୁରୀ
ମିଠା, ମିଠା, ମିଠା ତୋର୍ ମିଠା କଥା (ମିଠା କଥା)
ତୋର୍ ପ୍ରେମର୍ ଝୁଲାଥି ଦେ ଝୁଲେଇ
ତୋର୍ ଆଁଚଲଠି ମତେ ଦେ ଟିକେ ସୁନାରେ ଲୁକେଇ
ହାଏରେ ମୋର ଚୁଲବୁଲି, ଚେହେରା ତୋର୍ ମଖମଲି
ରଙ୍ଗେଲି ଦେଲୁ କାଏଁ ମହନି?
ମୋର darling, ମୋର darling
ମୋର୍ ସୁନକୁ ସୁନା darling
ମୋର୍ darling ଦେଖି ମୁଲମୁଲ୍ ହସୁଛେ (ହସୁଛେ)
ତୋର୍ hero କେ ଦେଖ୍ ଇଆଡ଼େ ନାଚୁଛେ
ମୋର୍ darling ଦେଖି ମୁଲମୁଲ୍-ମୁଲ୍ ହସୁଛେ
ତୋର୍ hero କେ ଦେଖ୍ ଇଆଡ଼େ ନାଚୁଛେ
ମୋର୍ darling ଦେଖି ମୁଲମୁଲ୍ ହସୁଛେ
ତୋର୍ hero କେ ଦେଖ୍ ଇଆଡ଼େ ନାଚୁଛେ
Written by: RADHE GARDIA, Rajiv Gond
instagramSharePathic_arrow_out􀆄 copy􀐅􀋲

Loading...