Tekst Utworu

ସା-ରା-ରା ସା-ରା-ରା ସିଲି-ସିଲି ସିଲି-ସିଲି ସା-ରା-ରା ସା-ରା-ରା, ସିଲି-ସିଲି ସା-ରା-ରା ସା-ରା-ରା, ସିଲି-ସିଲି ମୁଁ ପଢ଼ିଦେଲି ପଢ଼ିଦେଲି ତୋ ମନକଥା ପଢ଼ିଦେଲି ପଢ଼ୁ-ପଢ଼ୁ ଭଲ ପାଇଗଲି, ପାଇଗଲି ସା-ରା-ରା ସା-ରା-ରା, ସିଲି-ସିଲି ସା-ରା-ରା ସା-ରା-ରା, ସିଲି-ସିଲି ମୋ ବାଟରେ ମୁଁ ଯାଉଥିଲି ମୁଁ ତତେ ଦେଖି ରହିଗଲି ଦେଖୁ-ଦେଖୁ ମନ ଦେଇଗଲି, ଦେଇଗଲି ସା-ରା-ରା ସା-ରା-ରା, ସିଲି-ସିଲି ସା-ରା-ରା ସା-ରା-ରା, ସିଲି-ସିଲି ହୃଦୟର ଚିଠି ନେଇ ଦବା ପାଇଁ ଜଣକୁ ଆଖି ଦୁଇ ପକ୍ଷୀ ମୋର ଉଡ଼ିଗଲେ ଦୂରକୁ ଦୂରେ ଦୂରେ ଖୋଜି-ଖୋଜି ପାଇଗଲି ଜଣକୁ ଆଜି ଯାଏଁ ମନେ-ମନେ ଖୋଜୁଥିଲି ଯାହାକୁ ମୁଁ ଛୁଇଁଦେଲି ଛୁଇଁଦେଲି ତୋ ମନକୁ ମୁଁ ଛୁଇଁଦେଲି ଛାତି ତଳେ ତୋର ଘର କଲି, ଘର କଲି ସା-ରା-ରା ସା-ରା-ରା, ସିଲି-ସିଲି ସା-ରା-ରା ସା-ରା-ରା, ସିଲି-ସିଲି ପ୍ରେମଋତୁ ଅଚାନକ ଛୁଇଁଯାଏ ଏମିତି ଭଲଲାଗେ ପୃଥିବୀଟା ନୂଆ-ନୂଆ ଯେମିତି ଆଖି କଥା ଆଖି ବୁଝେ, ମନ ଜାଣି ହୁଏନା ଅଧାକଥା ବୁଝି ହୁଏ, ଅଧା ବୁଝି ହୁଏନା ମୋ ନିଦକୁ ମୁଁ ହଜେଇଲି ମୋ ସପନ ମୁଁ ସଜେଇଲି ନୂଆ ଦୁନିଆଁରେ ପାଦ ଦେଲି, ପାଦ ଦେଲି ସା-ରା-ରା ସା-ରା-ରା, ସିଲି-ସିଲି ସା-ରା-ରା ସା-ରା-ରା, ସିଲି-ସିଲି ମୁଁ ପଢ଼ିଦେଲି ପଢ଼ିଦେଲି ତୋ ମନକଥା ପଢ଼ିଦେଲି ପଢ଼ୁ-ପଢ଼ୁ ଭଲ ପାଇଗଲି, ପାଇଗଲି ସା-ରା-ରା ସା-ରା-ରା, ସିଲି-ସିଲି ସା-ରା-ରା ସା-ରା-ରା, ସିଲି-ସିଲି ସା-ରା-ରା ସା-ରା-ରା, ସିଲି-ସିଲି ସା-ରା-ରା ସା-ରା-ରା, ସିଲି-ସିଲି
Writer(s): Srikant Gautam, Manmath Mishra Lyrics powered by www.musixmatch.com
instagramSharePathic_arrow_out