Teledysk
Podobne Utwory
Kredyty
PERFORMING ARTISTS
Anshuman Satapathy
Performer
Kuldeep Pattanaik
Performer
Aseema Panda
Performer
Abhishek Panda
Actor
COMPOSITION & LYRICS
Anshuman Satapathy
Composer
Tekst Utworu
ରାଗିଗଲେ ତୁ ମନେଇବି ଯାଇ ତୋ ଆଗରେ
ରୁଷିଗଲେ ତୁ ବୁଝେଇବି ଯାଇ ତୋ ପାଖରେ
ତୁ ଥିଲେ ମୋ ସାଥିରେ
ଏ ଦୁନିଆଁଟା ଲାଗେ ଅଛି ରେ
ମନଟାବି ହସେ ଖୁସିରେ ତୋତେ ଦେଖିଦେଲା ପରେ, ହୋ
ଭଲପାଏ, ପାଏ, ତୋତେ ରେ
ଭୁଲିଯାଏ, ଭୁଲିଯାଏ, ମୋତେ ରେ
ପାଗଳ ମୁଁ କାଇଁ ତୋ ପାଇଁ ରେ?
ଭୁଲିଯାଏ, ଯାଏ, ମୋତେ ରେ
ଯେତେ ମାନ ଅଭିମାନ ଥିଲା ସବୁ ଖାଲି ତୋପାଇଁ
ମୋ ମନ ଏତେ ଖୁସି ଦେଖି ହୁଏ ତୋତେ କାହିଁ?
ଯେତେ ମାନ ଅଭିମାନ ଥିଲା ଯାହା, ସବୁକିଛି ବୋଧେ ଖାଲି ତୋ ପାଇଁ
ନିଜଠୁ ବି ବେଶୀ ଭଲପାଏ ତୋତେ
ବୁଝିବି ତୁ ଅବୁଝା ହେଉ କାଇଁ?
ତୋ ମୁହଁରୁ ମୋ ନାଁଟା ଏତେ ମିଠା କାହିଁ ଲାଗେ ରେ?
ମୁଁ ଭାବେ ସେ କଥାଟା ହେଲେ କହି ପାରୁନି
କାହିଁକି ଲାଜରେ?
ତୁ ଥିଲେ ମୋ ସାଥିରେ
ଏ ଦୁନିଆଁଟା ଲାଗେ ଅଛି ରେ
ମନଟାବି ହସେ ଖୁସିରେ ତୋତେ ଦେଖିଦେଲା ପରେ
ଭଲପାଏ, ପାଏ, ତୋତେ ରେ
ଭୁଲିଯାଏ, ଭୁଲିଯାଏ, ମୋତେ ରେ
ପାଗଳ ମୁଁ କାଇଁ ତୋ ପାଇଁ ରେ?
ଭୁଲିଯାଏ, ଯାଏ, ମୋତେ ରେ
ନୀରବତା ତୋର ଯେବେ ମୋ ପାଇଁ ଥାଏ ରେ
ଦୂର-ଦୂର ତୋର ଆଖି ମୋତେ କାଇଁ ଲାଗେ ରେ?
ସବୁକିଛି ତୁ ଆଜି ମୋ ପାଇଁ ରେ
ପ୍ରେମଟା ଜଣାପଡେ ଦୂରେ ଯେବେ କେହି ଥାଏ ରେ
ଭଲପାଏ, ପାଏ, ତୋତେ ରେ
ଭୁଲିଯାଏ, ଭୁଲିଯାଏ, ମୋତେ ରେ
ପାଗଳ ମୁଁ କାଇଁ ତୋ ପାଇଁ ରେ?
ଭୁଲିଯାଏ, ଯାଏ, ମୋତେ ରେ
Writer(s): Anshuman Satapathy
Lyrics powered by www.musixmatch.com