Vídeo da música
Vídeo da música
Créditos
INTERPRETAÇÃO
Arabinda Muduli
Interpretação
COMPOSIÇÃO E LETRA
Arabinda Muduli
Composição
Santha Kabi Bhima Bhoi
Letra
Letra
ମହିମା ଆଜ୍ଞା ଜଗତେ ଖ୍ୟାତ
ମହିମା ଆଜ୍ଞା ଜଗତେ ଖ୍ୟାତ
ଏ କଳିଯୁଗରେ, ଏ କଳିଯୁଗରେ
ଏ କଳିଯୁଗରେ, ଏ କଳିଯୁଗରେ
ଏ କଳିଯୁଗରେ ନାମ ବିଖ୍ୟାତ
ମହିମା ଆଜ୍ଞା ଜଗତେ ଖ୍ୟାତ
ମହିମା ଆଜ୍ଞା ଜଗତେ ଖ୍ୟାତ
କଳିଯୁଗେ ସାତ୍ଵିକ ମତ
ଏକା କ୍ଷର ହୋଇଲା ଜାତ
କଳିଯୁଗେ ସାତ୍ଵିକ ମତ
ଏକା କ୍ଷର ହୋଇଲା ଜାତ
ଶୂନ୍ୟରୁ ଶମ୍ଭୁ ତ ସେ ପୁରୁଷ ଜାତ
ଶୂନ୍ୟରୁ ଶମ୍ଭୁ ତ ସେ ପୁରୁଷ ଜାତ
ନର ଦେହରେ କେ କରିବ ଅନ୍ତ
ମହିମା ଆଜ୍ଞା ଜଗତେ ଖ୍ୟାତ
ମହିମା ଆଜ୍ଞା ଜଗତେ ଖ୍ୟାତ
କ୍ଷୀର ପାନେ ତୋଷିଲେ ଚିତ୍ତ
ମହି ଭ୍ରମଣରେ ଉସତ
କ୍ଷୀର ପାନେ ତୋଷିଲେ ଚିତ୍ତ
ମହି ଭ୍ରମଣରେ ଉସତ
ବାଛି ଭକତଙ୍କୁ ଆଜ୍ଞା ଦେଲ ତାଙ୍କୁ
ବାଛି ଭକତଙ୍କୁ ଆଜ୍ଞା ଦେଲ ତାଙ୍କୁ
ବୋଇଲ ହୁଅ ବଧୂ ତମତ
ମହିମା ଆଜ୍ଞା ଜଗତେ ଖ୍ୟାତ
ମହିମା ଆଜ୍ଞା ଜଗତେ ଖ୍ୟାତ
ପାପ ଆତ୍ମା ଦାମ୍ଭିକ ଚିତ
ସେ ସ୍ଥାନେ ନ ହେଉ ପଗତ
ପାପ ଆତ୍ମା ଦାମ୍ଭିକ ଚିତ
ସେ ସ୍ଥାନେ ନ ହେଉ ପଗତ
ଯହିଁ ରେ ପାବଛ ସତର ଜତମ
ଯହିଁ ରେ ପାବଛ ସତର ଜତମ
ସେଠାରେ ପାପକ ହେଉଛି ହତ
ମହିମା ଆଜ୍ଞା ଜଗତେ ଖ୍ୟାତ
ମହିମା ଆଜ୍ଞା ଜଗତେ ଖ୍ୟାତ
ଧ୍ୱନି ପୁରି ଅଛି ସମସ୍ତ
ସେ ଧ୍ୱନିରେ ଦିଅ ତୁ ଚିତ୍ତ
ଧ୍ୱନି ପୁରି ଅଛି ସମସ୍ତ
ସେ ଧ୍ୱନିରେ ଦିଅ ତୁ ଚିତ୍ତ
କହେ ଭୀମଭୋଇ ଶ୍ରୀଗୁରୁଙ୍କୁ ଧ୍ୟାୟୀ
କହେ ଭୀମଭୋଇ ଶ୍ରୀଗୁରୁଙ୍କୁ ଧ୍ୟାୟୀ
ରଖ ବା ନ ରଖ ମୁଁ ତୁମ୍ଭ ବୃତ୍ୟ
ମହିମା ଆଜ୍ଞା ଜଗତେ ଖ୍ୟାତ
ମହିମା ଆଜ୍ଞା ଜଗତେ ଖ୍ୟାତ
ଏ କଳିଯୁଗରେ, ଏ କଳିଯୁଗରେ
ଏ କଳିଯୁଗରେ, ଏ କଳିଯୁଗରେ
ଏ କଳିଯୁଗରେ ନାମ ବିଖ୍ୟାତ
ମହିମା ଆଜ୍ଞା ଜଗତେ ଖ୍ୟାତ
ମହିମା ଆଜ୍ଞା ଜଗତେ ଖ୍ୟାତ
ମହିମା ଆଜ୍ଞା ଜଗତେ ଖ୍ୟାତ
ମହିମା ଆଜ୍ଞା ଜଗତେ ଖ୍ୟାତ
Written by: Arabinda Muduli, Santha Kabi Bhima Bhoi


