Vídeo da música

ପ୍ରେମ ଖଞ୍ଜଣୀ | Prema Khanjani | Video Song | Odia Song | Guddu Gangster | Asad | Sailendra | Sivani
Assista ao videoclipe da música {trackName} de {artistName}

Créditos

PERFORMING ARTISTS
Humane Sagar
Humane Sagar
Performer
Aseema Panda
Aseema Panda
Performer
Asad Nizam
Asad Nizam
Performer
Tapu Nayak
Tapu Nayak
Performer
COMPOSITION & LYRICS
Asad Nizam
Asad Nizam
Composer
Tapu Nayak
Tapu Nayak
Songwriter

Letra

ଶୁନ୍ ମଇନା ତୋ ପାଇଁ slow-motion ରେ ନାଚୁଛି ମୁଁ ଧିନ୍-ତାକା-ଧିନ୍-ତାକା-ଧିନ୍-ତାକା-ଧିନ୍ ଧିନ୍-ତାକା-ଧିନ୍-ତାକା-ଧିନ୍-ତାକା-ଧିନ୍ ଶୁନ୍ ମଇନା ତୋ ପାଇଁ ଦୁଲୁକୁଛି ମୁଁ Heart ଖାଲି ଧିନ୍-ତାକା-ଧିନ୍-ତାକା-ଧିନ୍-ତାକା-ଧିନ୍ ଧିନ୍-ତାକା-ଧିନ୍-ତାକା-ଧିନ୍-ତାକା-ଧିନ୍ ମୁଁ ତୋର ରାଜା, ତୁ ମୋର ରାଣୀ Start ହଉ ରେ ପ୍ରେମ-କାହାଣୀ ଘୋ-ଘୋ ରାଣୀ, କରିଲୁ ତୁ ଗୁଣି ଫାସ ବସେଇ ନେବି ଲୋ ଟାଣି ଆ' ଛିଞ୍ଚିଦେବି ଦେହରେ ପ୍ରେମ ମଧୁର ପାଣି (ପାଣି, ପାଣି) ଛାତି ତଳେ ବଜେଇଲୁ ପ୍ରେମ ଖଞ୍ଜଣୀ, ହୋ ଛାତି ତଳେ ବଜେଇଲୁ ପ୍ରେମ ଖଞ୍ଜଣୀ ଛାତି-ଛାତି, ଛାତି ତଳେ ବଜେଇଲୁ ପ୍ରେମ ଖଞ୍ଜଣୀ ପ୍ରେମର Geography ଶିଖେଇ ତତେ ଦେବି ଏକେଲା ଆସିବୁ ତୋର class ମୁଁ ନେବି ଭାଷଣ ଦେଇ ତୁ, କାହିଁକି ମାରୁ ତେଲ? ଭାଉ ମୁଁ ଦେବିନି, ବସିଥା ଟାଣି ପାଲ ଏ ମୋର baby, risk ନେଲେ ନେବି ଦିନେ ତ ତତେ ନେବି ଉଡେଇ ତୋ କଥା ଭାବି life ସାରିଦେବି ଇଶାରା ମୋର ବୁଝୁନୁ କାହିଁ? ମୋର ନିଛାଟିଆ ମନରେ ଦେଲୁ ଚାନ୍ଦୁଆ ଟାଣି (ଟାଣି, ଟାଣି) ଛାତି ତଳେ ବଜେଇଲୁ ପ୍ରେମ ଖଞ୍ଜଣୀ ଛାତି ତଳେ ବଜେଇଲୁ ପ୍ରେମ ଖଞ୍ଜଣୀ ଛାତି-ଛାତି, ଛାତି ତଳେ ବଜେଇଲୁ ପ୍ରେମ ଖଞ୍ଜଣୀ ଆଖିରେ ସାହିତ୍ୟ ମତେ ପଢ଼େଇ ଦବୁ ପରୀକ୍ଷା ଆସିଲେ copy ଯୋଗଉଥିବୁ ହୋ, ନହକା ଅଣ୍ଟା ତୋ ଲାଗୁଛି rough ଖାତା ଗାରେଇ ଦେବି ମୁଁ, ଦିନେ ମନେ ରଖିଥା ଏ ମୋର जानू, କାଇଁ ତୁ କହୁନୁ ମନରେ ଅଛି ମୋ ପାଇଁ ଯାହା? Okay କରିଦେଲେ story hit ହବ ମନ ବାରୁଦରେ ଲଗାନି ନିଆଁ ପୁଣି ସଂକୀର୍ତ୍ତନ ଚାଲିବ ଯେବେ ହେବୁ ଘରଣୀ (ଘରଣୀ, ଘରଣୀ) ଛାତି ତଳେ ବଜେଇଲୁ ପ୍ରେମ ଖଞ୍ଜଣୀ, ହାଏ ଛାତି ତଳେ ବଜେଇଲୁ ପ୍ରେମ ଖଞ୍ଜଣୀ ଛାତି-ଛାତି, ଛାତି ତଳେ ବଜେଇଲୁ ପ୍ରେମ ଖଞ୍ଜଣୀ
Writer(s): Asad Nizam, Tapu Nayak Lyrics powered by www.musixmatch.com
instagramSharePathic_arrow_out