Créditos

PERFORMING ARTISTS
Debasish Mishra
Debasish Mishra
Performer
Neha Niharika
Neha Niharika
Performer
COMPOSITION & LYRICS
Sumit Dixit
Sumit Dixit
Songwriter

Letra

ଖଣ୍ଡତାରା ଖସୁଥିଲା ସଞ୍ଜ ଆକାଶରୁ
ତାରା କାନେ ଛୁପି କହିଲି ଯାହା ଚାହେଁ ମତେ ମିଳୁ
ଚାହୁଁ-ଚାହୁଁ ମୋ ଇଚ୍ଛା ସେ କଲା ପୂରଣ
ପାଇଗଲି ମୋ ଜୀବନ
ପାଇଗଲି ମୋ ଜୀବନ
ଏମିତିକା ଏ ରୋଗ
ଜମା, ଜମା ଛାଡେନା
ବଇଦ କି ଓଷଧ, କିଛି କାମ କରେନା
ଏମିତିକା ଏ ରୋଗ
ଜମା, ଜମା ଛାଡେନା
ବଇଦ କି ଓଷଧ, କିଛି କାମ କରେନା
ଚୋରା ବାଲି ହେଇ ଟାଣିନେଲୁ ପାଖକୁ
ଲାଗିଲୁ ତୁ ବେଶିଠୁ ବି ବେଶି-ବେଶି ନିଜର
ହୃଦୟ ଲଫାପାରେ ତତେ ସାଇତିଛି ମୁଁ
କରିନେଲି ତୋ ନାଆକୁ ଠିକଣା ଯେ ମୋର
ହଁ, ଜୁଳୁଜୁଳିଆର ହାଲକା କିରଣ ତୁ
ବିଛେଇଲୁ ଅନ୍ଧାର ପରି ଦିନ ଚାଦର
ପ୍ରଜାପତିର ସଜ-ରଙ୍ଗ ତୁ
ସିଞ୍ଚିଦେ ଚାରିପାଖେ ପୀରତିର ଅଭୀର
ଆଖି ପାଖେ ଚାରିପାଖେ ଫୁଟେ ସୁରମୟୀ ଋତୁ
ଋତୁ କାନେ ଛୁପି କହିଲି ଯାହା ଚାହେଁ ମତେ ମିଳୁ
ଚାହୁଁ-ଚାହୁଁ ମୋ ଇଚ୍ଛା ସେ କଲା ପୂରଣ
ପାଇଗଲି ମୋ ଜୀବନ
ପାଇଗଲି ମୋ ଜୀବନ
ଏମିତିକା ଏ ରୋଗ
ଜମା, ଜମା ଛାଡେନା
ବଇଦ କି ଓଷଧ, କିଛି କାମ କରେନା
ଏମିତିକା ଏ ରୋଗ
ଜମା, ଜମା ଛାଡେନା
ବଇଦ କି ଓଷଧ, କିଛି କାମ କରେନା
ଏମିତିକା ଏ ରୋଗ (ଏମିତିକା ଏ ରୋଗ)
ଜମା, ଜମା ଛାଡେନା (ଜମା, ଜମା ଛାଡେନା)
Written by: Sumit Dixit
instagramSharePathic_arrow_out

Loading...