Vídeo de música

Rabba Rabba
Veja o vídeo de música de {trackName} de {artistName}

Créditos

PERFORMING ARTISTS
Humane Sagar
Humane Sagar
Performer
Ananya Sritam Nanda
Ananya Sritam Nanda
Performer
Anubhav Mohanty
Anubhav Mohanty
Actor
Ray Elina Samantray
Ray Elina Samantray
Actor
K Muralikrishna
K Muralikrishna
Conductor
COMPOSITION & LYRICS
Prem Anand
Prem Anand
Composer
Subrata Swain
Subrata Swain
Lyrics
PRODUCTION & ENGINEERING
Tarang Cine Productions
Tarang Cine Productions
Producer

Letra

ନା-ନା-ନା ନା-ନା-ନା ଗୋଟିଏ ଜୀବନ ଲାଗେ ଶୂନ-ଶୂନ ଖୋଜୁଛି ଶହେଟି ଜନ୍ମ ଶହେଟି ସପନ ଲାଗେ ଶୂନ-ଶୂନ ଖୋଜୁଛି ହଜାରେ ସ୍ଵପ୍ନ ପ୍ରେମ ମୋର ହେଇଯିବ ପ୍ରେମ ମୋର ହେଇଯିବ ଜୀବନ୍ତ ଜୀବନ୍ତ रब्बा, रब्बा रब्बा दे दे मुझे महोलत ହୋ-ହୋ, रब्बा, रब्बा रब्बा दे दे मुझे महोलत ଗୋଟିଏ ଫଗୁଣ ଲାଗେ ଶୂନ-ଶୂନ ଖୋଜୁଛି ଶହେ ଫଗୁଣ ଶହେଟି ଶ୍ରାବଣ ଲାଗେ ଶୂନ-ଶୂନ ଖୋଜୁଛି ଲକ୍ଷେ ଶ୍ରାବଣ ପ୍ରେମ ମୋର ହେଇଯିବ ପ୍ରେମ ମୋର ହେଇଯିବ ଜୀବନ୍ତ, ଜୀବନ୍ତ रब्बा, रब्बा रब्बा दे दे मुझे महोलत ହୋ-ହୋ, रब्बा, रब्बा रब्बा दे दे मुझे महोलत Everywhere I see only you My love is so true O princess! My heart is only you କଥା ଜମା ସରୁନାହିଁ କଥାହେଲେ ମନ ଜମା ପୁରୁନାହିଁ ଦେଖାହେଲେ ବାଟ ଜମା ସରୁନାହିଁ କେତେବେଳେ ଛୋଟ ଲାଗେ ସାରାଦିନ ତୁ ଥିଲେ ଗୋଟିଏ କାରଣ ଲାଗେ ଶୂନ-ଶୂନ ଖୋଜୁଛି ଶହେ କାରଣ ଫୁଲର ତୋରଣ ଲାଗେ ଶୂନ-ଶୂନ ଖୋଜୁଛି ପ୍ରେମ-ତୋରଣ ପ୍ରେମ ମୋର ହେଇଯିବ ପ୍ରେମ ମୋର ହେଇଯିବ ଜୀବନ୍ତ, ଜୀବନ୍ତ रब्बा, रब्बा रब्बा दे दे मुझे महोलत ହୋ-ହୋ, रब्बा, रब्बा (ହୋ-ହୋ, रब्बा, रब्बा) रब्बा दे दे मुझे महोलत (रब्बा दे दे मुझे महोलत) ନା-ନା-ନା ନା-ନା-ନା ପାଦ ଜମା ଲାଗୁନାହିଁ ମାଟି ତଳେ ଆଖି ଜମା ବୁଝୁନାହିଁ କେତେବେଳେ ନିଦ ଜମା ଲାଗେନାହିଁ କେତେବେଳେ ମହୁ ଝରେ ସାରାରାତି ତୁ ଥିଲେ ଗୋଟିଏ ବନ୍ଧନ ଲାଗେ ଶୂନ-ଶୂନ ଖୋଜୁଛି ଶହେ ବନ୍ଧନ ଗୋଟିଏ ମିଳନ ଲାଗେ ଶୂନ-ଶୂନ ଖୋଜୁଛି ଲକ୍ଷେ ମିଳନ ପ୍ରେମ ମୋର ହେଇଯିବ ପ୍ରେମ ମୋର ହେଇଯିବ ଜୀବନ୍ତ, ଜୀବନ୍ତ रब्बा, रब्बा रब्बा दे दे मुझे महोलत ହୋ-ହୋ, रब्बा, रब्बा रब्बा दे दे मुझे महोलत ହୋ-ହୋ, रब्बा, रब्बा रब्बा दे दे मुझे महोलत ହୋ-ହୋ, रब्बा, रब्बा रब्बा दे दे मुझे महोलत ନା-ନା-ନା
Writer(s): Prem Anand Lyrics powered by www.musixmatch.com
instagramSharePathic_arrow_out