Видео

Hrudayara Ei Sunyataku (ହୃଦୟର ଏଇ ଶୁନ୍ୟତାକୁ) Odia Song Lyrics | Sekhar Ghosh | Odia Evergreen Song
Смотреть видео на песню «{artistName} — {trackName}»

Создатели

ИСПОЛНИТЕЛИ
Sekhar Ghosh
Sekhar Ghosh
Исполнитель
МУЗЫКА И СЛОВА
Mohammad Mushir
Mohammad Mushir
Композитор
Nizam
Nizam
Автор песен

Слова

ହୃଦୟର ଏଇ ଶୂନ୍ୟତାକୁ ଆଜି ପଚାରି ମୁଁ ଯେବେ ଶୁଣେ ପ୍ରତାରଣା କିଏ କାହାକୁ ଦେଇଛି? ପ୍ରତିଧ୍ୱନି କହେ ତୁମେ, ତୁମେ, ତୁମେ ହୃଦୟର ଏଇ ଶୂନ୍ୟତାକୁ ଆଜି ପଚାରି ମୁଁ ଯେବେ ଶୁଣେ ପ୍ରତାରଣା କିଏ କାହାକୁ ଦେଇଛି? ପ୍ରତିଧ୍ୱନି କହେ ତୁମେ, ତୁମେ, ତୁମେ ତୁମେ ମୋ ମନର ସୀମାରେଖା ଡେଇଁ ସହଜେ ପାରିଛ ଯାଇ ତୁମେ ମୋ ମନର ସୀମାରେଖା ଡେଇଁ ସହଜେ ପାରିଛ ଯାଇ ହେଲେ ମୋ ପାଦଟି ତୁମ ସ୍ମୃତିରେଖା ଟପିଯାଇ ପାରିନାହିଁ ହେଲେ ମୋ ପାଦଟି ତୁମ ସ୍ମୃତିରେଖା ଟପିଯାଇ ପାରିନାହିଁ ଜଣେନା କାହିଁକି ମୋ ନୀରବତାକୁ ବିରହ ତୁମରି ନୀତି ଚୁମେ ପ୍ରତାରଣା କିଏ କାହାକୁ ଦେଇଛି? ପ୍ରତିଧ୍ୱନି କହେ ତୁମେ, ତୁମେ, ତୁମେ ଥିଲା ସେ କିପରି ଭାବ-ପ୍ରବଣତା ହସୁଛି ମୁଁ ମନେ-ମନେ ଥିଲା ସେ କିପରି ଭାବ-ପ୍ରବଣତା ହସୁଛି ମୁଁ ମନେ-ମନେ ତୋଳିବାକୁ ଏକ କୁହୁଡ଼ିର ଘର ବହାରିଥିଲି ମୁଁ ଦିନେ ତୋଳିବାକୁ ଏକ କୁହୁଡ଼ିର ଘର ବହାରିଥିଲି ମୁଁ ଦିନେ ସେ କୁହୁଡ଼ି ଘର ଗଲା ଭାଙ୍ଗି ଯା'ର, ପ୍ରୀତିର ପ୍ରାଚୀର ଥିଲ ତୁମେ ପ୍ରତାରଣା କିଏ କାହାକୁ ଦେଇଛି? ପ୍ରତିଧ୍ୱନି କହେ ତୁମେ, ତୁମେ, ତୁମେ
Writer(s): Mushir, Nizam Lyrics powered by www.musixmatch.com
instagramSharePathic_arrow_out