Видео

Ae Prema Khali Tori Pain - Studio Version | Tu Kahide I Love You | Bishnu & Ananya
Смотреть видео на песню «{artistName} — {trackName}»

Создатели

ИСПОЛНИТЕЛИ
Bishnu Mohan Kabi
Bishnu Mohan Kabi
Исполнитель
Ananya Sritam Nanda
Ananya Sritam Nanda
Исполнитель
Rakesh
Rakesh
Актер/актриса
Sanmanita
Sanmanita
Актер/актриса
МУЗЫКА И СЛОВА
Arun Mantri
Arun Mantri
Тексты песен
Durga
Durga
Композитор
Nabs
Nabs
Композитор
Saroj
Saroj
Композитор

Слова

ମୁଁ ତତେ ଖାଲି ଚାହେଁ, ତତେ ଖାଲି ଭଲ ପାଏ ଭଲ ମୋତେ ପାଉକି ନାହିଁ? ମୁଁ ମୋତେ ଭୁଲି ଯାଏ, ତତେ ଖାଲି ଭାବୁଥାଏ ମୋ କଥା ତୁ ଭାବୁକି ନାହିଁ? ଓ ସାଥିରେ, ମୋ ଗୀତରେ ତୁ ଅଛୁରେ ମୋ ଭିତରେ କାହାକୁ କହିବୁ ନାହିଁ ଏ ପ୍ରେମ ଖାଲି ତୋରି ପାଇଁ ଏ ପ୍ରେମ ଖାଲି ତୋରି ପାଇଁ ସବୁ ରାତିରେ ଏଇ ଛାତିରେ କହେ ମୋ ସ୍ପନ୍ଦନ ତତେ ଛାଡ଼ି ମୁଁ ଭାବି ପାରେନା ଏଇ ମୋ ଜୀବନ ଏ ଜୀବନେ, ଏ ସପନେ ଅଛୁ ଖାଲି ତୁହି ତୁ ଏ ମନର ସବୁ ଗଳିରେ ଭେଟୁଚିରେ ତତେ ମୁଁ ଆ ପାଖେ ମୋର, ଥା ପାଖେ ମୋର ଏ ଦିନ, ରାତି ସବୁ ତୋର ତୋ ହସ ମୋର, ମୋ ହସ ତୋର ତୋ ବିନା ଆଉ ସବୁ ପର ଓ ସାଥିରେ, ମୋ ଆଖିରେ ତୁ ଅଛୁରେ ମୋ ଓଠରେ ଭୁଲି ମୁଁ ପାରିବି ନାହିଁ ଏ ପ୍ରେମ ଖାଲି ତୋରି ପାଇଁ ଏ ପ୍ରେମ ଖାଲି ତୋରି ପାଇଁ ଦବାକୁ ତତେ ନଥିଲା କିଛି, ଦେଇଛି ମୋ ହୃଦୟ ତୋ ସାଥିରେ ସରିଯାଉରେ ବାକି ଯେତେ ସମୟ ତୋ ନାଁ ଧରି ରାତିରେ ଶୁଏ, ସକାଳୁ ମୁଁ ଉଠେରେ ତତେ ଭାବି ମୁଁ ବାଟରେ ଚାଲେ, ତତେ ଭାବି ଝୁଣ୍ଟେ ରେ ତୁ ଚାହିଁଦେଲେ, ତୁ ଛୁଇଁଦେଲେ ତୋ ପ୍ରେମ ମୋତେ ଛୁଇଁ ଯାଏ ମୋ ଦୁନିଆରେ, ମୋ ଜୀବନରେ ମୁଁ ତତେ ଖାଲି ତତେ ପାଏ ଓ ସାଥିରେ ମୋ ମନରେ ତୁ ଅଛୁରେ ମୋ ସ୍ବପ୍ନରେ ତୁ ନଥିଲେ ମୁଁ ନାହିଁ ଏ ପ୍ରେମ ଖାଲି ତୋରି ପାଇଁ ଏ ପ୍ରେମ ଖାଲି ତୋରି ପାଇଁ ଏ ପ୍ରେମ ଖାଲି ତୋରି ପାଇଁ ଏ ପ୍ରେମ ଖାଲି ତୋରି ପାଇଁ
Writer(s): Nabs Nabs, Saroj Saroj, Durga Durga, Arun Mantri Lyrics powered by www.musixmatch.com
instagramSharePathic_arrow_out