Видео

Beni Halai Official || Sambalpuri Video || Bijay, Ft- Alen Suna
Смотреть видео на песню «{artistName} — {trackName}»

Создатели

ИСПОЛНИТЕЛИ
Bijay Anand Sahu
Bijay Anand Sahu
Исполнитель
Trilochan Sabar
Trilochan Sabar
Исполнитель
МУЗЫКА И СЛОВА
Bijay Anand Sahu
Bijay Anand Sahu
Композитор

Слова

Hey, hey, ସମ୍ବଲପୁରୀ style ନନୀର୍ ଚାଲି ଦେଖି, ଝୁମକା ଦେଖି ପାଗଲ୍ ହେନି ରେ ତାର୍ ଆଖି ଦେଖି, କାଜଲ୍ ଦେଖି ରସି ଗନି ରେ ତାର୍ ବେନି ହଲେଇ ମୁଲକି ହସି ନେ ଫସେଇଦେଲା ଆମକେ ଧନ, ଦେଖିଇକରି ସେ (Hey, hey, ସମ୍ବଲପୁରୀ style) ନନୀର୍ ଚାଲି ଦେଖି, ଝୁମକା ଦେଖି ପାଗଲ୍ ହେନି ରେ ତାର୍ ଆଖି ଦେଖି, କାଜଲ୍ ଦେଖି ରସି ଗନି ରେ ତାର୍ ବେନି ହଲେଇ ମୁଲକି ହସି ନେ ଫସେଇଦେଲା ଆମକେ ଧନ, ଦେଖିଇକରି ସେ Silky silky ବାଲ୍, ନନୀର୍ ଗୁରା ଗୁରା ଗାଲ୍ ତୋରା ଆଡୁ ଦେଖ୍, ପୁରା ଦିଶୁଛେ କମାଲ୍ ଏନ୍ତା ଲାଗୁଛେ ଯେନ୍ତା କରିଦେବା ଧମାଲ୍ ନନୀ କେନ୍ତା ହାଲଚାଲ୍? ନନୀ କେନ୍ତା ହାଲଚାଲ୍? ଶୁନ୍, ଶୁନ୍, ଶୁନ୍ baby, ସମ୍ବଲପୁରୀ ଧୂନ୍ ସମ୍ବଲପୁରୀ गाना ଟି vibes ବିଲା tune गाना ଦେଖି କହିଦେମି କେତେ ଲାଗିଛେ ନୁନ୍ ଧ୍ୟାନଦେଇ କରି ତୁଇ ମୋର୍ କଥା ଶୁନ୍ Feelings ଵାଲା प्यार ତୋର୍ ସାଙ୍ଗେ ୟାର୍ ଯିବୁ ବଲେ ଠିଆ ହଇଛେ ଚାର୍-ଚକିଆ Car ଶୁନ୍, ଶୁନ୍, ଶୁନ୍-ଶୁନ୍-ଶୁନ୍ It's me Alen Suna, hashtag boom! ଯେନ୍ ଆଡ଼େ ଗଲେ, ଯାହିଁ ମୁଇଁ ଥିଲେ, ତାକେ ଦେଖି ଦେସି କେନ୍ତା ମୁଇଁ କହେମି, ମନ୍ ମୁହି ନେସି ତାହର୍ ମୁଲକି ହସି? ଯେନ୍ ଆଡ଼େ ଗଲେ, ଯାହିଁ ମୁଇଁ ଥିଲେ, ତାକେ ଦେଖି ଦେସି କେନ୍ତା ମୁଇଁ କହେମି, ମନ୍ ଭରିଯାଏସି, ତାହର୍ ମୁଲକି ହସି? ନନୀର୍ କଥା ଶୁନି, କଥା ଜାନି ହାରି ଗନି ରେ ତାର୍ ଚୁଡ଼ି ଦେଖି, ଗଜରା ଦେଖି ମରିଗନି ରେ ତାର୍ ଅଣ୍ଟା-ହଲା, ଗରିଆ-ଧରା ନେ ଫସେଇଦେଲା ଆମକେ ଧନ, ଦେଖିଇକରି ସେ (Hey, hey, ସମ୍ବଲପୁରୀ style) ନନୀର୍ ଚାଲି ଦେଖି, ଝୁମକା ଦେଖି ପାଗଲ୍ ହେନି ରେ ତାର୍ ଆଖି ଦେଖି, କାଜଲ୍ ଦେଖି ରସି ଗନି ରେ ତାର୍ ବେନି ହଲେଇ ମୁଲକି ହସି ନେ ଫସେଇଦେଲା ଆମକେ ଧନ, ଦେଖିଇକରି ସେ
Writer(s): Bijay Anand Sahu Lyrics powered by www.musixmatch.com
instagramSharePathic_arrow_out