Видео

HATA DHARI CHALUTHA | ODIA ALBUM | BINAYA & JASMINE | HUMANE SAGAR & SITAL KABI | NK SEM | SB MUSIC
Смотреть видео на песню «{artistName} — {trackName}»

Создатели

ИСПОЛНИТЕЛИ
Humane Sagar
Humane Sagar
Исполнитель
Sital Kabi
Sital Kabi
Исполнитель
МУЗЫКА И СЛОВА
P. Sarada
P. Sarada
Тексты песен
Pintu Das
Pintu Das
Композитор

Слова

ସବୁ ଅପେକ୍ଷାର ଅନ୍ତ ଘଟିଲା ଯେବେ ତୋ ସାଥେ ଦେଖାହେଲା ସବୁ ସ୍ବପ୍ନ ଆଜି ସତ ଲାଗିଲା ଯେବେ ତୋ ସାଥେ ଦେଖାହେଲା ଚାହିଁଥିଲି ତୋ ବାଟକୁ, ଖୋଜୁଥିଲି ତୋ ପ୍ରେମକୁ ଚାହିଁଥିଲି ତୋ ବାଟକୁ, ଖୋଜୁଥିଲି ତୋ ପ୍ରେମକୁ ଆସିଲୁ ଯଦି ଯିବୁନି ଚାଲି, ମୋ ଛାତି ତଳେ ରହିଥା ମୋ ହାତଧରି ଚାଲୁଥା, ହାତଧରି ଚାଲୁଥା ମୋ ହାତଧରି ଚାଲୁଥା, ହାତଧରି ଚାଲୁଥା ସବୁ ଋତୁ ମତେ ପ୍ରେମ ଲାଗିଲା ଯେବେ ତୋ ସାଥେ ଦେଖାହେଲା ସବୁ ମେଘ ଆଜି ରଙ୍ଗ ଢାଳିଲା ଯେବେ ତୋ ସାଥେ ଦେଖାହେଲା ଖୋଜୁଥିଲି ଏ ଦିନକୁ, ପାଇଗଲି ତୋ ପ୍ରେମକୁ ଖୋଜୁଥିଲି ଏ ଦିନକୁ, ପାଇଗଲି ତୋ ପ୍ରେମକୁ ଆସିଲୁ ଯଦି ଯିବୁନି ଚାଲି, ମୋ ସାଥୀ ହେଇ ରହିଥା ମୋ ହାତଧରି ଚାଲୁଥା, ହାତଧରି ଚାଲୁଥା ମୋ ହାତଧରି ଚାଲୁଥା, ମୋ ହାତଧରି ଚାଲୁଥା ଦେହକୁ ମିଳେତ ଥରେ ଜୀବନ ସେମିତି ମିଳିଛୁ ମତେ ତୁ ଯିବୁନି କେବେ ତୁ ମୋଠୁ ଦୂରେଇ ପାରିବି ନାହିଁ ରେ ବଞ୍ଚି ମୁଁ ହଁ, ନଈକୁ ମିଳେତ ଥରେ ସାଗର ସେମିତି ମିଳିଛୁ ମତେ ତୁ କେମିତି ଯିବି ରେ ତୋଠୁ ଦୂରେଇ? ଛାତିର ସ୍ପନ୍ଦନ ମୋର ତୁ ବାଟ ମୋର ସରେ ତୋ ପାଖେ, ଦୂରେ ଗଲେ ଆଖିତ ଡ଼ାକେ ବାଟ ମୋର ସରେ ତୋ ପାଖେ, ଦୂରେ ଗଲେ ଆଖିତ ଡ଼ାକେ ଆସିଲୁ ଯଦି ଯିବୁନି ଚାଲି, ତୁ ବର୍ଷା ହେଇ ଝରୁଥା ମୋ ହାତଧରି ଚାଲୁଥା, ମୋ ହାତଧରି ଚାଲୁଥା ମୋ ହାତଧରି ଚାଲୁଥା, ହାତଧରି ଚାଲୁଥା ଜୀବନେ ମିଳିଲେ ଥରେ खजाना କିଏ ସେ ଅଛି ରେ ନିଏନା? ରଖିଛି ତତେ ମୁଁ ଛାତି ଭିତରେ ତୋ ପ୍ରେମ ମୋ ପାଇଁ खजाना ହୋ, କଅଁଳ ପାଦରେ ଯେବେ ଚାଲୁ ତୁ ମାଟିଟା ଲାଗେ ରେ ରୂପେଲି ହୋ, କିଏ ସେ ଗଢିଲା ତତେ ରୂପାରେ? ତୋ ରୂପରେ ଚମକେ ବିଜୁଳି ଏତେ ଭଲ ପାଇବା ଦେଖି, ଡ଼ରଲାଗେ ଦବୁକି ଠକି ଏତେ ଭଲ ପାଇବା ଦେଖି, ଡ଼ରଲାଗେ ଦବୁକି ଠକି ଆସିଲୁ ଯଦି ଯିବୁନି ଚାଲି, ମୋ ପାଖେ-ପାଖେ ରହିଥା ମୋ ହାତଧରି ଚାଲୁଥା, ହାତଧରି ଚାଲୁଥା ମୋ ହାତଧରି ଚାଲୁଥା, ମୋ ହାତଧରି ଚାଲୁଥା
Writer(s): Pintu Das, P Sarada Lyrics powered by www.musixmatch.com
instagramSharePathic_arrow_out