Music Video

Credits

PERFORMING ARTISTS
Humane Sagar
Humane Sagar
Performer
COMPOSITION & LYRICS
SS Prasad
SS Prasad
Composer
Siban Swain
Siban Swain
Lyrics
PRODUCTION & ENGINEERING
AK Sta
AK Sta
Producer
SkyTouch Music Series
SkyTouch Music Series
Producer

Lyrics

କିଛି ଲୁହ ଝରିଥିଲା ଖୁସିରେ ତତେ ପାଇଗଲା ପରେ ବାକି ଲୁହ ଝରେ ଆଜି ଦୁଃଖରେ ତୁ ଚାଲିଗଲା ପରେ କିଛି ଲୁହ ଝରିଥିଲା ଖୁସିରେ ତତେ ପାଇଗଲା ପରେ ବାକି ଲୁହ ଝରେ ଆଜି ଦୁଃଖରେ ତୁ ଚାଲିଗଲା ପରେ ନୀରବ ରହିଛି ହୃଦୟ ଲୋ ମୋର ନିଗାଡି ଦଉଛି ଆଖିଲୁହ ମୋର ତତେ ଲୋ ଦେଖୁଛି ଖାଲି ସେ ଲୁହ ଭିତରେ କିଛି ଲୁହ ଝରିଥିଲା ଖୁସିରେ ତତେ ପାଇଗଲା ପରେ ବାକି ଲୁହ ଝରେ ଆଜି ଦୁଃଖରେ ତୁ ଚାଲିଗଲା ପରେ ଫେରିବୁ କି ନାହଁ ଜାଣିନି ମୁଁ ପ୍ରିୟା ତଥାପି ରହିବି ଚାହିଁ ଜୀବନ ସାରା ଗୋଟିଏ ପ୍ରେମକୁ ଯୁଗଟେ ନିଅଣ୍ଟ କେମିତି ଦବୁ ଲୋ ଆଉ କାହାକୁ ଧରା? ଫେରିବୁ କି ନାହଁ ଜାଣିନି ମୁଁ ପ୍ରିୟା ତଥାପି ରହିବି ଚାହିଁ ଜୀବନ ସାରା ଗୋଟିଏ ପ୍ରେମକୁ ଯୁଗଟେ ନିଅଣ୍ଟ କେମିତି ଦବୁ ଲୋ ଆଉ କାହାକୁ ଧରା? ଇଛା ମୋ ହଉଛି ନିଘୋଡ ନିଦରେ ସବୁଦିନ ପାଇଁ ଶୋଇଯାନ୍ତି ରେ ତତେ ଲୋ ଅପେକ୍ଷା କରି ସବୁ ଜନମରେ କିଛି ଲୁହ ଝରିଥିଲା ଖୁସିରେ ତତେ ପାଇଗଲା ପରେ ବାକି ଲୁହ ଝରେ ଆଜି ଦୁଃଖରେ ତୁ ଚାଲିଗଲା ପରେ ଫେରି ଯଦି ହୁଏ ସେ ପିଲା ଦିନକୁ ଦୁରେଇ ରୁହନ୍ତି ମୁଁ ପ୍ରେମ ଠାରୁ ନିଜକୁ ଆଉଥରେ ଗଢି ମୁଁ ତୋଳନ୍ତି ଜୀବନରେ ପ୍ରେମ ନକରିବାକୁ ଓ, ଫେରି ଯଦି ହୁଏ ସେ ପିଲା ଦିନକୁ ଦୁରେଇ ରୁହନ୍ତି ମୁଁ ପ୍ରେମ ଠାରୁ ନିଜକୁ ଆଉଥରେ ଗଢି ମୁଁ ତୋଳନ୍ତି ଜୀବନରେ ପ୍ରେମ ନକରିବାକୁ ନିରୀହ ପ୍ରାଣରେ ନିଶ୍ଵାସର ଭାର ଚାପି-ଚାପି ନିଏ ଜୀବନକୁ ମୋର ତୋ ପ୍ରେମ ବଞ୍ଚିବାକୁ ଦେଲାନି ଶାନ୍ତିରେ ହୋହୋ-ହୋ-ହୋ-ଓ ହୁଁହୁଁ-ହୁଁହୁଁ-ହୁଁ-ହୁଁ ହୋହୋ-ହୋ-ନାନା-ନା
Writer(s): Ss Prasad Lyrics powered by www.musixmatch.com
instagramSharePathic_arrow_out