album cover
Ishqiyan
album cover
Ishqiyan was released on April 26, 2018 by Amara Muzik as a part of the album Ishqiyan - Single
April 26, 2018
LabelAmara Muzik
BPM
Melodicness
Acousticness
Valence
Danceability
Energy

Lyrics

Feel my love
Feel my love
Feel my love
Feel my love
ତୋ हलका सा ଇଶାରା
ମୋ ହୃଦୟଟା ସାରା
ତୋ हलका सा ଇଶାରା
ମୋ ହୃଦୟଟା ସାରା
ଛାଟିଦେଲା ପ୍ରେମ ଛିଟା
ଛିଟା ଲାଗିଲା ରେ ମିଠା
ତୋ ରୂପ ରଙ୍ଗରେ ମୁଁ ଘାଇଲା ହେଲିଣି
ମୋତେ ଲାଗୁଛି ମୁଁ ତୋ ବିନା ଆଉ ରହିପାରିବିନି
ମୋତେ ଲାଗୁଛି ମୁଁ ତୋ ବିନା ଆଉ ରହିପାରିବିନି
ମନ ମୋର ସେବେଠାରୁ ଶୋଷରେ
ଯେବେ ଦେଖିଲି ପ୍ରଥମ ଥର
ନିଦ-ଭୁଲା ଆଖି ମୋର ଖୋଜେ ରେ
ଖାଲି ଟିକିଏ ଝଲକ ତୋର
ଖାଲି ତୁ, ଖାଲି ତୁ
ତୋ ବିନା କିଛି ଚାହୁଁନି
ମୋତେ ଲାଗୁଛି ମୁଁ ତୋ ବିନା ଆଉ ରହିପାରିବିନି
ମୋତେ ଲାଗୁଛି ମୁଁ ତୋ ବିନା ଆଉ ରହିପାରିବିନି
ଗୋଟେ ଋତୁ ଲାଗିଲା ରେ ଅଧିକା
ଯେବେ ମିଶିଲା ଆଖିରେ ଆଖି
ସେଇ ଋତୁ ପ୍ରେମ-ଋତୁ ଜାଣିଥା
ଖାଲି ତୋ ମୁହଁ ଦିଏ ରେ ଆଙ୍କି
ଖାଲି ତୁ, ଖାଲି ତୁ
ତୋ ବିନା କିଛି ଚାହୁଁନି
ମୋତେ ଲାଗୁଛି ମୁଁ ତୋ ବିନା ଆଉ ରହିପାରିବିନି
ମୋତେ ଲାଗୁଛି ମୁଁ ତୋ ବିନା ଆଉ ରହିପାରିବିନି
ତୋ हलका सा ଇଶାରା
ମୋ ହୃଦୟଟା ସାରା
ତୋ हलका सा ଇଶାରା
ମୋ ହୃଦୟଟା ସାରା
ଛାଟିଦେଲା ପ୍ରେମ ଛିଟା
ଛିଟା ଲାଗିଲା ରେ ମିଠା
ତୋ ରୂପ ରଙ୍ଗରେ ମୁଁ ଘାଇଲା ହେଲିଣି
ମୋତେ ଲାଗୁଛି ମୁଁ ତୋ ବିନା ଆଉ ରହିପାରିବିନି
ମୋତେ ଲାଗୁଛି ମୁଁ ତୋ ବିନା ଆଉ ରହିପାରିବିନି
Written by: Puspak Parida, Saroj Samal
instagramSharePathic_arrow_out􀆄 copy􀐅􀋲

Loading...