album cover
Ae Rangabati
album cover
Ae Rangabati was released on May 12, 2016 by Amara Muzik as a part of the album Jaggu Autowallah (Original Motion Picture Soundtrack)
BPM84
Melodicness
Acousticness
Valence
Danceability
Energy

Lyrics

ଅଟୋରେ ବସେଇ ଦେମି
ଆଖି ମୁଁ ମିଶେଇ ଦେମି
Puncture ହେଇଗଲା ଏଇ ଛାତି
ଏ ରଙ୍ଗବତୀ-ରଙ୍ଗବତୀ
ହଁ, ଅଟୋରେ ବସେଇ ଦେମି
ଆଖି ମୁଁ ମିଶେଇ ଦେମି
Puncture ହେଇଗଲା ଏଇ ଛାତି
ଏ ରଙ୍ଗବତୀ-ରଙ୍ଗବତୀ
ତୁ ନୂଆ-ନୂଆ ଅଟୋ ବାଲା
ମୋ ମନ ଖାଲି ଝାଲାମାଲା
ଆରେ, break ତୋର ଢୀଲା
ହଁ, ଧୀରେ-ଧୀରେ ଚଲା
କାଳେ ଜଳିଯିବ ନାଲି ବତି
ମୁଁ ରଙ୍ଗବତୀ-ରଙ୍ଗବତୀ
ଆରେ, ଏ ରଙ୍ଗବତୀ-ରଙ୍ଗବତୀ
ଆରେ, ପ୍ରେମ ଗାଡ଼ି ଘାଇଁ-ଘାଇଁ
ଗଡ଼ିଯାଏ ସାଇଁ-ସାଇଁ
Heavy licence ପାଇଛି ମୋ ଗୋରୀ
ଧରିଥା ଛାଡ଼ିବୁ ନାହିଁ
ବେଳ, କାଳ ଭଲ ନାହିଁ
ସହଜେ ମୁଁ ଚାନ୍ଦ ମୁହିଁ
ମନ ଛନ-ଛନ, ଆଖି କନ-କନ
Gear ତୁ ପକା ନାହିଁ
ହାଏ, ଛୁଇଁଲେ accelerator
ଅନା ବଢୁଛି ପ୍ରେମ meter
ଆଲୋ ୬୦ ରେ କଣ୍ଟା, ହଁ, ଉଡୁଛି ମନଟା
ଖେଳୁଛି ଲୋ କିତି-କିତି
ହେ, ରଙ୍ଗବତୀ-ରଙ୍ଗବତୀ
ଆରେ, ମୁଁ ରଙ୍ଗବତୀ-ରଙ୍ଗବତୀ
ଆଖି ତଳେ ଲାଜଥିଲା
ଓଠ ତଳେ ଝରିଗଲା
ହୃଦୟ ଭିତର indicator ମୋ
Signal ତତେ ଦେଲା
ଆରେ, ଯାହାହେଲା ଭଲ ହେଲା
ଭଡ଼ା ମୋର ଉଠିଗଲା
ଆଜିଠାରୁ ଓଟୋ ଆଗରେ ଲେଖିବି "ମଜନୁ+ଲୈଲା"
ମୁଁ ହେଲି ଓଟୋ ମାଲିକାଣୀ
ତୁ Driver ମୋର ମଣି
ଆରେ, ମିଳିବନି ଛୁଟି, ତୁ କରିବୁ duty
ରାତି-ଦିନ, ଦିନ-ରାତି
ଏ ରଙ୍ଗବତୀ-ରଙ୍ଗବତୀ
ମୁଁ ରଙ୍ଗବତୀ-ରଙ୍ଗବତୀ
ଏ ରଙ୍ଗବତୀ-ରଙ୍ଗବତୀ
ଆରେ, ମୁଁ ରଙ୍ଗବତୀ-ରଙ୍ଗବତୀ
Written by: Abhijit Majumdar, Dr. Nirmal Nayak
instagramSharePathic_arrow_out􀆄 copy􀐅􀋲

Loading...