Top Songs By Human Sagar
Credits
PERFORMING ARTISTS
Human Sagar
Performer
Ira Mohanty
Performer
COMPOSITION & LYRICS
Prem Anand
Composer
Basanta Raj Samal
Songwriter
Lyrics
ଛାତି ତଳେ ରହିଗଲୁ
ମୋଠୁ ମୋତେ ନେଇଗଲୁ
ଛାତି ତଳେ ରହିଗଲୁ
ମୋଠୁ ମୋତେ ନେଇଗଲୁ
ପାଗଳ କରିଛି ମୋତେ ତୋ ପ୍ରେମ ନିଶା
Love you, love you, love you हमेशा
Love you, love you, love you हमेशा, हमेशा
Love you, love you, love you हमेशा
Love you, love you, love you हमेशा, हमेशा
ଆଖି ସାରା ରହିଗଲୁ
ମୋଠୁ ମୋତେ ନେଇଗଲୁ
ଆଖି ସାରା ରହିଗଲୁ
ମୋଠୁ ମୋତେ ନେଇଗଲୁ
ତୁ ମୋ ପ୍ରେମର ମିଠା-ମହୁ ବରଷା (ଆ-ଆ)
Love you, love you, love you हमेशा
Love you, love you, love you हमेशा, हमेशा
Love you, love you हमेशा
Love you, love you हमेशा
ଭଲ ହେଲା ମନ ତଳେ ଦେଲୁ ମୋତେ ଆସରା
ନିଶା-ନିଶା ଲାଗେ ଆଜି ତୋ ଆଖି इशारा
ପ୍ରେମ ଏକ ଗୀତ ଟିଏ, ମୁଖୁଡ଼ା-ଅନ୍ତରା
ତୋ ବିନା ସେଇ ଗୀତ ଲାଗେ ମୋତେ ବେସୁରା
ଗପ କହି ଗୀତ ଗାଏ
ତତେ ଖାଲି ଭଲ ପାଏ
ରଙ୍ଗୋଲି-ରଙ୍ଗୋଲି ଲାଗେ ମୋ ଛୋଟ ଆଶା
Love you, love you, love you हमेशा
Love you, love you, love you हमेशा, हमेशा
Love you, love you, love you हमेशा
Love you, love you, love you हमेशा, हमेशा
ଆଜି କାଇଁ ବାଟସାରା କଥା କହେ ଫଗୁଣ
ଚାରିଆଡେ ଚମକୁଛି ତୋ ପ୍ରେମ ତୋରଣ
ଛାତିସାରା ଛାପିଦେଲି ତୋର ଏଇ ଚେହେରା
ଜିଇଁବାର ଅନୁଭୂତି ଲାଗେ ଆଜି ନିଆଁରା
ଚାଲୁଥାଏ, ଝୁଣ୍ଟୁଥାଏ
ତୋତେ ଖାଲି ଭାବୁଥାଏ
ତୁ ମୋ ପ୍ରେମର ମିଠା-ମିଠା ଭରଷା
Love you, love you, love you हमेशा
Love you, love you, love you हमेशा, हमेशा
Love you, love you, love you हमेशा
Love you, love you, love you हमेशा, हमेशा
Love you, love you, love you हमेशा
Love you, love you, love you हमेशा, हमेशा
Love you, love you, love you हमेशा
Love you, love you, love you हमेशा, हमेशा
Writer(s): Prem Anand
Lyrics powered by www.musixmatch.com