Music Video

Music Video

Credits

PERFORMING ARTISTS
Narendra Kumar
Narendra Kumar
Performer
COMPOSITION & LYRICS
Sanjaya
Sanjaya
Composer
Alekh Biswal
Alekh Biswal
Lyrics

Lyrics

ଥରିବ କୈଳାସ ଗିରି ଶୁଖିଯିବ ଗଙ୍ଗା
ଗରିବ ମରିବ ଯେବେ ଡ଼ାକି ଡ଼ାକି ବାବା
ଥରିବ କୈଳାସ ଗିରି ଶୁଖିଯିବ ଗଙ୍ଗା
ଗରିବ ମରିବ ଯେବେ ଡ଼ାକି ଡ଼ାକି ବାବା
ଥରିବ କୈଳାସ ଗିରି ଶୁଖିଯିବ ଗଙ୍ଗା
ଗରିବ ମରିବ ଯେବେ ଡ଼ାକି ଡ଼ାକି ବାବା
ଏ ଗରିବର ଲୁହ ବାବା ମହଙ୍ଗା ମହଙ୍ଗା, ମହଙ୍ଗା ମହଙ୍ଗା
ଥରିବ କୈଳାସ ଗିରି, ଶୁଖିଯିବ ଗଙ୍ଗା
ଶୁଖି ଯିବ ଗଙ୍ଗା
ତୁମେ ପରା ଆଶୁତୋଷ, ତୁମେ ପରା ଭକ୍ତ ପ୍ରିୟ
ତୁମ ଦ୍ବାରେ ଯେବେ ଝରେ ଗରିବର ଶେଷ ଲୁହ
ତୁମେ ପରା ଆଶୁତୋଷ, ତୁମେ ପରା ଭକ୍ତ ପ୍ରିୟ
ତୁମ ଦ୍ବାରେ ଯେବେ ଝରେ ଗରିବର ଶେଷ ଲୁହ
ସେଇ ଲୁହ ଗଙ୍ଗା, ସେ ଯେ ଅଭିମାନୀ ରଙ୍ଗା
ସେ ଲୁହଠାରୁ, ଲହୁଠାରୁ ମହଙ୍ଗା ମହଙ୍ଗା, ମହଙ୍ଗା ମହଙ୍ଗା
ଥରିବ କୈଳାସ ଗିରି, ଶୁଖିଯିବ ଗଙ୍ଗା
ଶୁଖି ଯିବ ଗଙ୍ଗା
ସହି ଯାଉଥିବା ଲୋକ ପ୍ରତିବାଦ ଯେବେ କରେ
ଲୁହ ବଦଳରେ ତାର ନୟନରୁ ନିଆଁ ଝରେ
ସହି ଯାଉଥିବା ଲୋକ ପ୍ରତିବାଦ ଯେବେ କରେ
ଲୁହ ବଦଳରେ ତାର ନୟନରୁ ନିଆଁ ଝରେ
କୋପେ ଦିଅ ବର, ତୁମେ ତପେ ଦିଅ ବର
ସେ କୋପ ତପ ତୁମ ପାଇଁ ମହଙ୍ଗା ମହଙ୍ଗା, ମହଙ୍ଗା ମହଙ୍ଗା
ଥରିବ କୈଳାସ ଗିରି ଶୁଖିଯିବ ଗଙ୍ଗା
ଗରିବ ମରିବ ଯେବେ ଡ଼ାକି ଡ଼ାକି ବାବା
ଥରିବ କୈଳାସ ଗିରି ଶୁଖିଯିବ ଗଙ୍ଗା
ଗରିବ ମରିବ ଯେବେ ଡ଼ାକି ଡ଼ାକି ବାବା
ଏ ଗରିବର ଲୁହ ବାବା ମହଙ୍ଗା ମହଙ୍ଗା, ମହଙ୍ଗା ମହଙ୍ଗା
ଥରିବ କୈଳାସ ଗିରି ଶୁଖିଯିବ ଗଙ୍ଗା
ଶୁଖିଯିବ ଗଙ୍ଗା, ଶୁଖିଯିବ ଗଙ୍ଗା
ଶୁଖିଯିବ ଗଙ୍ଗା, ଶୁଖିଯିବ ଗଙ୍ଗା
Written by: Alekh Biswal, Sanjaya
instagramSharePathic_arrow_out

Loading...