Lyrics

ମୋ ମନ, ତୋ ପାଇଁ ଆଜି କାଇଁ ପାଗଳ ହୁଏ ତୋ କଥା ଭାବି-ଭାବି ଦିନ, ରାତି ବିତିଯାଏରେ ତୋ ଆଖି, ମୋ ଆଖି ସାଥେ ମିଶିଲା ପରେ ପ୍ରେମ ହେଲା ପ୍ରଥମ ଦେଖାରେ ତୋ ମନ, ମୋ ମନ ସାଥେ ମିଶିଲା ପରେ ପ୍ରେମ ହେଲା ପ୍ରଥମ ଦେଖାରେ ତୋ ସାଥେ ଗପିବାକୁ, କେତେ ବାହାନା ମୁଁ ଖୋଜେରେ ଲୁଚି-ଲୁଚି ସବୁବେଳେ, ଖାଲି ତତେ ହି ମୁଁ ଦେଖେରେ ତୁ ରୁଷି ଗଲେ କେବେ, ମନେଇବି କେମିତି ଭାବେରେ ତୁ ହସି ଦେଲେ ଥରେ, ମନେ-ମନେ ମୁଁ ଖୁସି ହୁଏରେ ତତେ ଥରେ ଦେଖିଦେଲେ, ମୋ ମନ ହଜିଯାଏରେ ତୋ ଆଖି, ମୋ ଆଖି ସାଥେ ମିଶିଲା ପରେ ପ୍ରେମ ହେଲା ପ୍ରଥମ ଦେଖାରେ ତୋ ମନ, ମୋ ମନ ସାଥେ ମିଶିଲା ପରେ ପ୍ରେମ ହେଲା ପ୍ରଥମ ଦେଖାରେ ତତେ ଟିକେ ନ ଦେଖିଲେ, धड़कन ମୋର ବଢିଯାଏରେ ପାଗଳ ମୁଁ ହେଇଯାଏ, ପାଇବାକୁ ତୋ ଛାଇ ଥରେ ନିଦ ମୋର ହଜିଯାଏ, ରାତି-ରାତି ତୋ କଥା ଭାବେରେ ସମୟ ଟା ବିତିଯାଏ ଜାଣିପାରେନି ମୁଁ କାହିଁରେ ତତେ ପାଇ ଜୀବନରେ ଦୁନିଆକୁ ଭୁଲିଯାଇଛି ତୋ ଆଖି, ମୋ ଆଖି ସାଥେ ମିଶିଲା ପରେ ପ୍ରେମ ହେଲା ପ୍ରଥମ ଦେଖାରେ ତୋ ମନ, ମୋ ମନ ସାଥେ ମିଶିଲା ପରେ ପ୍ରେମ ହେଲା ପ୍ରଥମ ଦେଖାରେ
Writer(s): Sourav Sahoo Lyrics powered by www.musixmatch.com
instagramSharePathic_arrow_out