Music Video

Cute Munda | Odia Masti Song | Human Sagar | Ira Mohanty | Malaya Mishra | EME MUSIC
Watch {trackName} music video by {artistName}

Featured In

Credits

PERFORMING ARTISTS
Humane Sagar
Humane Sagar
Performer
Ira Mohanty
Ira Mohanty
Performer
COMPOSITION & LYRICS
Malaya Mishra
Malaya Mishra
Composer
Subash Mishra
Subash Mishra
Songwriter

Lyrics

କାଜୁ chips ତୁ ମୋର boil ଅଣ୍ଡା Coca-cola ତୁ ମୋର fanta-mirinda ଆରେ, କାଜୁ chips ତୁ ମୋର boil ଅଣ୍ଡା Coca-cola ତୁ ମୋର fanta-mirinda ହେଲେ ହେଇଯାଉ propaganda ତତେ ନେଇଯିବି ରଙ୍ଗେଇଲୁଣ୍ଡା ଲୋ ମୁଁ ପରା ତୋର cute मुंडा ମତେ ନେଇଯା ତୁ ରଙ୍ଗେଇଲୁଣ୍ଡା ରେ ତୁ ପରା ମୋର cute मुंडा Long Drive ରେ ଯିବାଲୋ ଆମେ ବାଟସାରା କରି ଗପ ଗପରେ ତୁ hero ମୁଁ heroine କରିବା sweet ପାପ ଆରେ, Long Drive ରେ ଯିବାଲୋ ଆମେ ବାଟସାରା କରି ଗପ ଗପରେ ତୁ hero ମୁଁ heroine କରିବା sweet ପାପ ମୋ ପାଇଁ ତୁ ମୋର ପ୍ରେମର fanda ଦିନ-ରାତି ତୁ ମୋର love agenda ହେଲେ ହେଇଯାଉ propaganda ତତେ ନେଇଯିବି ରଙ୍ଗେଇଲୁଣ୍ଡା ଲୋ ମୁଁ ପରା ତୋର cute मुंडा ମତେ ନେଇଯା ତୁ ରଙ୍ଗେଇଲୁଣ୍ଡା ରେ ତୁ ପରା ମୋର cute मुंडा ହାଉଲେ-ହାଉଲେ ନେଇକି ମତେ ତୋ ଦିଲରେ କରିଦେ seal Seal କରିଛି ମୁଁ ଶହେ ଜନମକୁ ଅଭଙ୍ଗା ମୋ love deal ହାଉଲେ-ହାଉଲେ ନେଇକି ମତେ ତୋ ଦିଲରେ କରିଦେ seal Seal କରିଛି ମୁଁ ଶହେ ଜନମକୁ ଅଭଙ୍ଗା ମୋ love deal ହସ ଖୁସି ତୁ ମୋର ଘର ବାରଣ୍ଡା ବାଟ-ଘାଟ ତୁ ମୋର ପ୍ରେମର झंडा ହେଲେ ହେଇଯାଉ propaganda ମତେ ନେଇଯା ତୁ ରଙ୍ଗେଇଲୁଣ୍ଡା ରେ ତୁ ପରା ମୋର cute मुंडा ତତେ ନେଇଯିବି ରଙ୍ଗେଇଲୁଣ୍ଡା ଲୋ ମୁଁ ପରା ତୋର cute मुंडा ମତେ ନେଇଯା ତୁ ରଙ୍ଗେଇଲୁଣ୍ଡା ରେ ତୁ ପରା ମୋର cute मुंडा ତତେ ନେଇଯିବି ରଙ୍ଗେଇଲୁଣ୍ଡା ଲୋ ମୁଁ ପରା ତୋର cute मुंडा
Writer(s): Malaya Mishra, Subash Mishra Lyrics powered by www.musixmatch.com
instagramSharePathic_arrow_out