album cover
Rani Guri
5,465
Regional Indian
Rani Guri was released on October 14, 2021 by Mantu Chhuria as a part of the album Rani Guri - Single
album cover
Release DateOctober 14, 2021
LabelMantu Chhuria
Melodicness
Acousticness
Valence
Danceability
Energy
BPM101

Credits

PERFORMING ARTISTS
Mantu Chhuria
Mantu Chhuria
Performer
Aseema Panda
Aseema Panda
Performer
COMPOSITION & LYRICS
Bijay Anand Sahu
Bijay Anand Sahu
Composer
Prakash Duria
Prakash Duria
Songwriter
Nabin Sahu
Nabin Sahu
Songwriter

Lyrics

ହାଏ ରେ ମୋର୍ ରାନୀ ଗୁରୀ, ପାଏଝଲବାଲି
କେତେ ଚାଲୁଛୁ ଅଣ୍ଟାକେ ହଲେଇ?
ହାଏ ରେ ମୋର୍ ସୁନ୍ଦରିମତୀ, କାଜଲବାଲି
କେତେ ଦେଖୁଛୁ ଆଖି ଖୁଲି ଖୁଲି?
ହାଏ ରେ ମୋର୍ ରାନୀ ଗୁରୀ, ପାଏଝଲବାଲି
କେତେ ଚାଲୁଛୁ ଅଣ୍ଟାକେ ହଲେଇ?
ହାଏ ରେ ମୋର୍ ସୁନ୍ଦରିମତୀ, କାଜଲବାଲି
କେତେ ଦେଖୁଛୁ ଆଖି ଖୁଲି ଖୁଲି
ମୁଇଁ ଜାନିଛେ ପିଲା ତୁଇ ମତେ ରସାବୁ ବୋଲି
ଖାଲି ସୁନ୍ଦରୀ ସୁନ୍ଦରୀ କହି କରି ହସାବୁ ବୋଲି
କେତେ ପିଲା ଭାବୁଛନ୍ ମତେ ଖାଲି ପଟାମୁ ବୋଲି
ହେଲେ ତୁଇ ଭାବୁଛୁ ମତେ ଖାଲି ଫସାବୁ ବୋଲି
ହାଏ ରେ ମୋର୍ ରାନୀ ଗୁରୀ (ଏହେ), ପାଏଝଲବାଲି
କେତେ ଚାଲୁଛୁ ଅଣ୍ଟାକେ ହଲେଇ?
ହାଏ ରେ ମୋର୍ ସୁନ୍ଦରିମତୀ (ଏହେ), କାଜଲବାଲି
କେତେ ଦେଖୁଛୁ ଆଖି ଖୁଲି ଖୁଲି?
ନନୀ ତୋର୍ ମୁଲକି ହସି ପାଗଲ କଲା
ତତେ ଯିଏ ଦେଖଲା ଗୁରୀ ସେତ ମଲା
ନନୀ ତୋର୍ ମୁଲକି ହସି ପାଗଲ କଲା
ତୋତେ ଯିଏ ଦେଖଲା ଗୁରୀ ସେତ ମଲା
ଭଲ୍ ପାଏମି ତତେ ଖାଲି ନିଜର୍ ଭାବିକରି
ରଖମୀ ତତେ ମୋର୍ ଠାନେ ରାଜା ବନେଇକରି
ଶୁନ୍ ରେ ମୋର ରାଜା hero (ଏହେ), ରାନୀ ତୋର୍ ହେଲି
ତୋର୍ ଲାଗି ବାବୁ ହଉଛେଁ ଭାଲି
ହାଏ ରେ ମୋର୍ ରାଜା ପିଲା (ଏହେ), ଦିଲ୍ ମୋର୍ ଦେଲି
କେଭେ ନାଇଯିବୁ ମତେ ତୁ ଭୁଲି
ତୋର୍ ମୁଲ୍ ମୁଲକି ହସି ଦେଖି ରସିତ ଗଲି
ତୋର୍ ସୁନ୍ଦରୀ ଚେହେରା ଦେଖି ମୁଇଁ ପାଗଲା ହେଲି
ହାଏ ରେ ମୋର୍ ରାନୀ ଗୁରୀ, ପାଏଝଲବାଲି
କେତେ ଚାଲୁଛୁ ଅଣ୍ଟାକେ ହଲେଇ?
ହାଏ ରେ ମୋର୍ ସୁନ୍ଦରିମତୀ, କାଜଲବାଲି
କେତେ ଦେଖୁଛୁ ଆଖି ଖୁଲି ଖୁଲି?
ଚାଲୁହେଲା ଆମର ପ୍ରେମ୍ କାହାନୀ
କେତେ ଭଲ ପାଉଛେଁ ତତେ ତୁଇ ନାଇଁ ଜାନି
ଚାଲୁହେଲା ଆମର ପ୍ରେମ୍ କାହାନୀ
କେତେ ଭଲ ପାଉଛେଁ ତତେ ତୁଇ ନାଇଁ ଜାନି
ନାଇଁ ଛାଡେ ତୋର୍ ହାତକେ କେଭେ ରାଗି, ରୁଷିକରି
ଭୁଲ ହେଲେ କହିଦେମି ତତେ, sorry जानू ବୋଲି
ଶୁନ୍ ରେ ମୋର ରାଜା hero (ଏହେ), ରାନୀ ତୋର୍ ହେଲି
ମତେ ବୁଲାବୁ ଗାଡ଼ିଥି ଖାଲି
ହାଏ ରେ ମୋର୍ ରାଜା ପିଲା (ଏହେ), ଦିଲ୍ ମୋର୍ ଦେଲି
ତୁଇ ରଖବୁ ଏଟା ସମ୍ଭାଲି ସମ୍ଭାଲି
କେତେ ଭଲପାଏମି ତତେ ମୁଇଁ ଦେଖବୁ ତୁଇ ଖାଲି
ସଭେ ଜାନିଯିବେ ଦେଖି ତତେ ମୋର ବୋଲି
ହାଏ ରେ ମୋର୍ ରାନୀ ଗୁରୀ, ପାଏଝଲବାଲି
କେତେ ଚାଲୁଛୁ ଅଣ୍ଟାକେ ହଲେଇ?
ହାଏ ରେ ମୋର୍ ସୁନ୍ଦରିମତୀ, କାଜଲବାଲି
କେତେ ଦେଖୁଛୁ ଆଖି ଖୁଲି ଖୁଲି?
ହାଏ ରେ ମୋର୍ ରାନୀ ଗୁରୀ, ପାଏଝଲବାଲି
କେତେ ଚାଲୁଛୁ ଅଣ୍ଟାକେ ହଲେଇ?
ହାଏ ରେ ମୋର୍ ସୁନ୍ଦରିମତୀ, କାଜଲବାଲି
କେତେ ଦେଖୁଛୁ ଆଖି ଖୁଲି ଖୁଲି?
Written by: Bijay Anand Sahu, Nabin Sahu, Prakash Duria
instagramSharePathic_arrow_out􀆄 copy􀐅􀋲

Loading...